Our Correspondent

ନବୀନ ଡରୁଛନ୍ତି !

ଭୁବନେଶ୍ୱର: ଭର୍ତ୍ତୃହରି ମହତାବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କର ସାହାସ ନାହିଁ । ଦଳୀୟ ବ୍ୟାପାରରେ ନବୀନଙ୍କର ଏଭଳି ସାଂଘାତିକ ଅସହାୟତା ଆଗରୁ ଦେଖିବାକୁ ମିଳି ନ ଥିଲା । ବିଜେଡ଼ି ସଂସଦୀୟ ଦଳର ନେତା ହେଉଛନ୍ତି ଭର୍ତ୍ତୃହରି । ଦଳୀୟ...

Read more

“୫ ଲକ୍ଷ ନିଅ, ୱାନ୍ ସାଇଡ୍ ଭୋଟ କର’’

ଭୁବନେଶ୍ୱର: ନୋଟ୍ ଫର ଭୋଟ୍ । ଭୋଟରଙ୍କୁ ଟଙ୍କା ଦେଇ ଭୋଟ୍ କିଣିବା ଆମ ନେତାଙ୍କ ପାଇଁ ଏବେ ମାମୁଲି ଘଟଣା । ନିଜ ପାଇଁ ଭୋଟ ଜିଣିବା ଜନପ୍ରିୟତାର ମାପକାଠି ନୁହେଁ ବରଂ ଅର୍ଥବଳର ମାପକାଠି ବୋଲି ଅଧିକାଂଶ ଜାଗାରେ...

Read more

୩୦ ଲକ୍ଷ ଖର୍ଚ୍ଚରେ ନବୀନଙ୍କ ଦିଲ୍ଲୀ ଉଡ଼ାଣ

ଭୁବନେଶ୍ୱର: ସ୍ୱତନ୍ତ୍ର ବିମାନରେ ଥରେ ଦିଲ୍ଲୀ ଯିବା ଆସିବା କଲେ ଆମ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଖର୍ଚ୍ଚ ହେଉଛି ୩୦ ଲକ୍ଷ ଟଙ୍କା । ସାଧାରଣ ବିମାନରେ ଯିବାକୁ ପସନ୍ଦ କରୁ ନ ଥିବା ନବୀନ ପଟ୍ଟନାୟକ ଭଡା(ଚାର୍ଟର) ବିମାନରେ ଗସ୍ତ କରି...

Read more

ଆଇନ ଶାଖା ମୁଖ୍ୟଙ୍କୁ ବେଆଇନ ସରକାରୀ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ମିଲନ୍ କାନୁନଗୋ କିଛି ମାସ ତଳେ ଏକ ସରକାରୀ ନିଯୁକ୍ତି ପାଇଛନ୍ତି । ବିଶ୍ୱବ୍ୟାଙ୍କ ସହାୟତାରେ ଚାଲିଥିବା ରାସ୍ତା ପ୍ରକଳ୍ପର ଡିସପ୍ୟୁଟ୍ ବୋର୍ଡ ଆଣ୍ଡ ଆର୍ବିଟ୍ରେସନ୍ ଟ୍ରିବ୍ୟୁନାଲ୍ ରେ ପଡ଼ିଥିବା ମାମଲାଗୁଡ଼ିକର ପରିଚାଳନା ପାଇଁ...

Read more

ଆଗେ ଦିଲ୍ଲୀପ, ପଛେ ବିଜୟ !

ଭୁବନେଶ୍ୱର: ବିଜେପି ହେଭୱେଟ୍ ତଥା ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ବିଜେଡ଼ିକୁ ଫେରିଯିବେ । ତାହା ପୁଣି ଡେରି ନାହିଁ । ଯୋଜନା ଠିକଠାକ୍ ଚାଲିଲେ ଚଳିତ ସପ୍ତାହରେ ଆନୁଷ୍ଠାନିକ ଭାବେ ଦିଲ୍ଲୀପ ବିଜେଡ଼ିରେ ଯୋଗଦେବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି...

Read more

ଧର୍ମେନ୍ଦ୍ରଙ୍କୁ ପାନେ ଦେଲେ ସାମ୍ବାଦିକ

ବାରିପଦା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ସାମ୍ବାଦିକମାନେ ବାରିପଦାରେ ଭଲ କରି ପାନେ ଦେଇଛନ୍ତି । ଧର୍ମେନ୍ଦ୍ର ଡାକିଥିବା ସାମ୍ବାଦିକ ସମ୍ମିଳନୀକୁ ସାମ୍ବାଦିକମାନେ ବର୍ଜନ କରି ବିଜେପିର ଫୁଟାଣି ଭାଙ୍ଗିଛନ୍ତି । କ୍ଷମତା ଓ ଟଙ୍କା ସବୁଠି କାମ ଦିଏନି ଅନ୍ତତଃ...

Read more

ବଦଳିଲେ ୯ ଜିଲ୍ଲାପାଳ

ଭୁବନେଶ୍ୱର() ଆଇଏଏସ୍ ଅଫିସରସ୍ତରରେ ଆଜି ଏକ ବଡ଼ ଧରଣର ଅଦଳବଦଳ ହୋଇଛି । ଏଥିରେ ୯ ଜିଲ୍ଲାପାଳଙ୍କ ସମେତ ୧୮ ଆଇଏଏସ୍ ଙ୍କର ବଦଳି ହୋଇଛି । ସୁନ୍ଦରଗଡ଼, ଢ଼େଙ୍କାନାଳ, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ନୂଆପଡ଼ା, ମୟୁରଭଞ୍ଜ, ଖୋର୍ଦ୍ଧା ଓ ବରଗଡ...

Read more
Page 982 of 1022 1 … 981 982 983 … 1,022