Tuesday, February 24, 2026 07:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରସ୍ତୁତି ଶେଷ: ସକାଳ ୭ରୁ ସଂଧ୍ୟା ୬ ମତଦାନ

by Our Correspondent
02 Nov, 2020- 11:16 PM
in Latest News, News, Politics
1 min read
0
ପ୍ରସ୍ତୁତି ଶେଷ: ସକାଳ ୭ରୁ ସଂଧ୍ୟା ୬ ମତଦାନ

ଭୁବନେଶ୍ୱର: ମଙ୍ଗଳବାର ଦିନ ବାଲେଶ୍ୱର ଓ ତିର୍ତ୍ତୋଲ୍ ଉପନିର୍ବାଚନ ପାଇଁ ଭୋଟ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଏଥର ମହାମାରୀ କୋଭିଡ୍ ପରିସ୍ଥିତିରେ ଭୋଟ ହେଉଥିବାରୁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୋଟରମାନଙ୍କ ପାଇଁ ଥର୍ମାଲ୍ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତା ରଖିବେ, ମୁହଁରେ ମାସ୍କ ପିନ୍ଧିବେ ଏବଂ ଡାହାଣ ହାତରେ ଗ୍ଲୋବସ୍ ପିନ୍ଧି ଭୋଟ ଦେବାକୁ ଯିବେ ।

ସାମାଜିକ ଦୂରତ୍ୱ ରଖି ଭୋଟରମାନେ ଲାଇନ୍ ରେ ସର୍କଲ ଭିତରେ ରହିବେ । ଥର୍ମାଲ୍ ସ୍କ୍ରିନିଂରେ ଯେଉଁ ଭୋଟରଙ୍କଠାରେ କରୋନା ସନେ୍ଦହ ହେବ ସେମାନଙ୍କୁ ଗୋଟେ ଟୋକନ୍ ଦିଆଯିବ । ମତଦାନ ଶେଷ ହେବାର ଘଣ୍ଟାକ ପୂର୍ବରୁ ଅର୍ଥାତ ସଂଧ୍ୟା ୫ରୁ ୬ ଟା ଭିତରେ ସେମାନଙ୍କୁ ଭୋଟ ଦେବାକୁ ଅନୁମତି ଦିଆଯିବ ।

କୋଭିଡ୍ ପାଇଁ ଏଥର ପ୍ରତି ବୁଥ୍ ରେ ୧ ହଜାର ଭୋଟର ମତଦାନ କରିବେ । ଏଥିପାଇଁ ବୁଥ୍ ସଂଖ୍ୟା ବୃଦ୍ଧି କରାଯାଇଛି । ବାଲେଶ୍ୱରରେ ୩୪୬ ଟି ବୁଥ୍ ଏବଂ ତିର୍ତ୍ତୋଲ୍ ରେ ୩୭୩ ଭୋଟକେନ୍ଦ୍ର ଖୋଲାଯାଇଛି । ବାଲେଶ୍ୱରରେ ୮୬ ଟି ଏବଂ ତିର୍ତ୍ତୋଲରେ ୧୫୫ ଟି ବୁଥ୍ କୁ ସମ୍ବେଦନଶୀଳ ଭୋଟକେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି । ପ୍ରତି ବୁଥ୍ ରେ ସିସିଟିଭି କ୍ୟାମେରା ଏବଂ ୱେବ୍ କାଷ୍ଟିଂ ବ୍ୟବସ୍ଥା କରାଯାଇଛି ।

ଦୁଇଟି ଯାକ ନିର୍ବାଚନମଣ୍ଡଳୀରେ ୩୫୦୦ ପୁଲିଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ୮୦୦ ଲେଖାଏଁ ଆଶାକର୍ମୀ ଏବଂ ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ବୁଥ୍ ଗୁଡ଼ିକୁ ବାରମ୍ବାର ସାନିଟାଇଜ୍ କରାଯିବା ସହ ପୁଲିଂ କର୍ମଚାରୀମାନଙ୍କୁ ପିପିଇ କିଟ୍ ଯୋଗାଇ ଦିଆଯାଇଛି ।

ବାଲେଶ୍ୱର ସହରର ୩୧ ଟି ମ୍ୟୁନିସିପାଲିଟି ୱାର୍ଡ ଏବଂ ସଦରର ୨୬ ପଞ୍ଚାୟତରେ ୨ ଲକ୍ଷ ୩୦ ହଜାର ୨୯୭ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ସେହିଭଳି ତିର୍ତ୍ତୋଲରେ ୨ ଲକ୍ଷ ୨୭ ହଜାର ୨୮୨ ମତଦାତା ଭୋଟ ଦେବେ ।

ଉଭୟ ଆସନ ପାଇଁ ୯୦ ପ୍ଲାଟୁନ୍ ପୁଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି । ଏଥିସହ ୬ କମ୍ପାନୀ ସିଏପିଏଫ ଏବଂ ୨୫୦ ପୋଲିସ ଅଫିସର ମୁତୟନ ହୋଇଛନ୍ତି ।

Previous Post

ବନ୍ଧା ହେଲେ ଆଉ ଜଣେ ପଣ୍ଡା ମାଫିଆ

Next Post

“Freedom of the press is subdued & media is slowly losing credibility”

Next Post
“Freedom of the press is subdued & media is slowly losing credibility”

"Freedom of the press is subdued & media is slowly losing credibility"

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA