ଭୁବନେଶ୍ୱର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ବିଜୟୀ ହେବା ଏକପ୍ରକାର ନିଶ୍ଚିତ ହୋଇଗଲାଣି । ଓଡ଼ିଶାରେ କଂଗ୍ରେସର ସମର୍ଥନ ଲୋଡ଼ିବା ପାଇଁ ଆସନ୍ତା...
ଭୁୁବନେଶ୍ୱର: ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂମିକା ଏବେ ଚର୍ଚ୍ଚାରେ । ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି...
ଭୁବନେଶ୍ୱର: ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କାର୍ଟୁନ୍ ହୋଇଗଲେଣି କି? ଏକଥା ଆମେ କହୁନାହୁଁ । ତାଙ୍କର ଦଳୀୟ ସ୍ଥିତି ଏବଂ କାର୍ଯ୍ୟକଳାପରୁ ବିଭିନ୍ନ ମହଲରେ...
ଭୁବନେଶ୍ୱର: ମନ୍ତ୍ରୀମଣ୍ଡଳରୁ ବାଦ୍ ପଡ଼ିଥିବା ନେତାଙ୍କୁ ଆଜି ନବୀନ ନିବାସରେ ସୁପ୍ରିମୋ ନବୀନ ପଟ୍ଟନାୟକ ଭେଟିଥିଲେ । ମନ୍ତ୍ରୀପଦ ହରାଇଥିବାର ଦୁଃଖକୁ ମୁଖ୍ୟମନ୍ତ୍ରୀ ହାଲକା କରିବା ସହ...
ଭୁବନେଶ୍ୱର: ରାଜ୍ୟସଭାର ୪ ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନେ ହେଲେ ଶ୍ରୀମତୀ ସୁଲତା...
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ, ହେଭିୱେଟ୍ କପିଲ ସିବଲ୍ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ମେ' ୧୬ ତାରିଖରୁ ସେ ଇସ୍ତଫା ଦେଇ ସାରିଥିବା ଆଜି ଗଣମାଧ୍ୟମକୁ ଜଣାଇଛନ୍ତି...
ଭୁବନେଶ୍ୱର: ପ୍ରତୀକ୍ଷା, କଳ୍ପନାଜଳ୍ପନାର ଅବସାନ ଘଟିଛି । ଶରତ ପଟ୍ଟନାୟକଙ୍କୁ ପ୍ରଦେଶ କଂଗ୍ରେସର ସଭାପତି ଭାବେ ନିଯୁକ୍ତି ମିଳିଛି । ଏଆଇସିସି ପକ୍ଷରୁ ଆଜି ଅପରାହ୍ନରେ ଏହି...
MiddayOdisha fills a gap in local media for the numerous speakers living and visiting Odisha and outside Odisha.
© 2020-2022 MIDDAY ODISHA