Tuesday, February 24, 2026 01:28 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜୁନିୟର ମହିଳା ବିଶ୍ୱକପ୍ ଲୋଗୋ ଉନ୍ମୋଚିତ

by Our Correspondent
10 Sep, 2022- 07:05 PM
in Latest News, National, News, Sports
1 min read
0
ଜୁନିୟର ମହିଳା ବିଶ୍ୱକପ୍ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର: ଫିପା ଅଣ୍ଡର-୧୭ ମହିଳା ବିଶ୍ୱକପ୍ ହୋଷ୍ଟ ସିଟି ଲୋଗୋ ଆଜି ଉନ୍ମୋଚିତ ହୋଇଛି । କଳିଙ୍ଗ ଷ୍ଟାଡିୟମ୍ ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରିଥିଲେ । ଆସନ୍ତା ଅକ୍ଟୋବର ୧୧ ରୁ ଅକ୍ଟୋବର ୩୦ ମଧ୍ୟରେ ଓଡ଼ିଶା, ଗୋଆ ଏବଂ ମହାରାଷ୍ଟ୍ରରେ ଖେଳ ଅନୁଷ୍ଠିତ ହେବ । ଭାରତରେ ପ୍ରଥମ ଥର ପାଇଁ ଏହି ଫିଫା ମହିଳା ବିଶ୍ୱକପ୍ ହେଉଛି । ସେହିଭଳି ଓଡ଼ିଶାରେ ଏହା ହେବ ପ୍ରଥମ ଫିଫା ପ୍ରତିଯୋଗିତା ।

ଓଡ଼ିଶାରେ ଫିଫା ଜୁନିୟର ମହିଳା ବିଶ୍ୱକପ୍ କୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଫିଫା ଜୁନିୟର ମହିଳା ବିଶ୍ୱକପ୍ ଆୟୋଜନ ଓଡ଼ିଶା ପାଇଁ ଏକ ବଡ଼ ସୁଯୋଗ । ଫିଫା ମହିଳା ପ୍ରତିଯୋଗିତାରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଭାଗନେଇଥିବାରୁ ଓଡ଼ିଶାବାସୀ ବହୁ ସଂଖ୍ୟାରେ ଷ୍ଟାଡିୟମ୍ ରେ ଉପସ୍ଥିତ ରହି ସେମାନଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଆୟୋଜକ କମିଟିର ପ୍ରକଳ୍ପ ନିର୍ଦ୍ଦେଶକ ଅଙ୍କୁଶ ଆରୋରା ଏବଂ ନନ୍ଦିନୀ ଆରୋରା ଓଡ଼ିଶା ସରକାରଙ୍କ ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ । ଏକ ମିଳିତ ବିବୃତିରେ ସେମାନେ କହିଛନ୍ତି

“It gives us great pleasure that everyone remains aligned in their vision of making sure all participating nations enjoy great hospitality as they ready themselves to enthral audiences with their skill and talent. This youth World Cup is also a wonderful opportunity for the people to watch the best young international footballers live from the stadium and show support for women’s football, which is fast progressing,”

ଉକ୍ତ ଉତ୍ସବରେ ସ୍କୁଲ ଫୁଟବଲ କାର୍ଣ୍ଣିଭାଲ୍ କିକ୍ ଅଫ ଦି ଡ୍ରିମ୍ କାର୍ଯ୍ୟକ୍ରମକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ । ସ୍କୁଲସ୍ତରରେ ପିଲାଙ୍କୁ ଫୁଟବଲ୍ ଖେଳ ପ୍ରତି ଆକୃଷ୍ଟ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ୩୫ ଦିନରେ ପ୍ରାୟ ୬୦ ହଜାର ସ୍କୁଲପିଲାଙ୍କୁ କାର୍ଯ୍ୟକ୍ରମରେ ସାମିଲ କରାଯିବ । ଅକ୍ଟୋବର ୧୭ ତାରିଖରେ ଏହା ଉଦଯାପିତ ହେବ ।

ଏହି କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡିଶା ହକି ପ୍ରମୋସନ କାଉନସିଲ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ, ଉନ୍ନୟନ କମିସନର ପ୍ରଦୀପ ଜେନା, ୫-ଟି ସଚିବ ଭି.କେ.ପାଣ୍ଡିଆନ୍, ସ୍କୁଲ ଓ ଗଣଶିକ୍ଷା ସଚିବ ଏସ ଅଶ୍ୱସ୍ତି, କ୍ରୀଡ଼ା ସଚିବ ଆର. ଭିନୀଲ କ୍ରୀଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

ଆଉ ନାହାନ୍ତି ରାଣୀ ଏଲିଜାବେଥ୍-୨

Next Post

ସିବିଆଇ ଛାଟ ଦେଖାଇଲେ ଟୁଡୁ

Next Post
ସିବିଆଇ ଛାଟ ଦେଖାଇଲେ ଟୁଡୁ

ସିବିଆଇ ଛାଟ ଦେଖାଇଲେ ଟୁଡୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA