Wednesday, March 4, 2026 08:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଚାକିରିରୁ ବିଦା ହେଲେ ବିରଞ୍ଚି ସାହୁ

ଆଶାୟୀଙ୍କଠାରୁ ନେଉଥିଲେ ୫ରୁ ୧୦ ଲକ୍ଷ ଟଙ୍କା!

by Our Correspondent
02 Aug, 2021- 11:05 PM
in Latest News, News
1 min read
0
ଚାକିରିରୁ ବିଦା ହେଲେ ବିରଞ୍ଚି ସାହୁ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁଙ୍କୁ ରାଜ୍ୟ ସରକାର ଆଜି ବାଧ୍ୟତାମୂଳକ ଅବସର ଦେଇଛନ୍ତି । ୟା ପୂର୍ବରୁ ଆଜି ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ କମିଶନ ଅଧ୍ୟକ୍ଷ । ଏଥିସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ । କମିଶନଙ୍କ ସୁପାରିଶକୁ ରାଜ୍ୟ ସରକାର ଅବିଳମ୍ବେ ଗ୍ରହଣ କରି ତାଙ୍କୁ ଚାକିରିରୁ ବିଦା କରିଛନ୍ତି । ସାଢ଼େ ତିନି କୋଟିର ଅସାଧୁ ସମ୍ପତ୍ତି ଅର୍ଜିଥିବା ବିରଞ୍ଚି ଏବେ ଝାରପଡ଼ା ଜେଲ୍ ରେ ବନ୍ଦୀ ଅଛନ୍ତି ।

ତେବେ ତୃତୀୟ ଶ୍ରେଣୀର ଏହି କର୍ମଚାରୀ କିଭଳି କୁବେର ପାଲଟିଲେ ସେହି ରହସ୍ୟରୁ କେବେ ପର୍ଦ୍ଦା ହଟିବ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ ଅଫିସ୍ ରେ ଆଉ କେତେ ବିରଞ୍ଚି ସାହୁ ଅଛନ୍ତି ତାହାର ତଦନ୍ତ କରିବାକୁ ସବୁ ମହଲରୁ ଦାବି ହେଉଛି । ଖାଲି ବିରଞ୍ଚି ନୁହଁନ୍ତି, ତାଙ୍କ ଆଗପଛରେ ଏଭଳି ଅନେକ ଅଛନ୍ତି ବୋଲି କୁହାଯାଉଛି ।

ସାଂଘାତିକ କଥା ହେଉଛି, ଚାକିରି ଆଶାୟୀଙ୍କଠାରୁ ବିରଞ୍ଚି ମୋଟା ଅଙ୍କର ଟଙ୍କା ଆଦାୟ କରିଥିବାର ଗୋଟି ଗୋଟି ଅଭିଯୋଗ ଆସିଲାଣି । ଚାକିରି କରାଇ ଦେବାକୁ କହି ସେ ଜଣ ପିଛା ୫ ରୁ ୧୦ ଲକ୍ଷ ଟଙ୍କା ଆଦାୟ କରୁଥିବା କିଛି ଆଶାୟୀ ଅଭିଯୋଗ କରିଛନ୍ତି ।

ଅଜୟ ପଣ୍ଡା ନାମକ ଜଣେ ଚାକିରି ଆଶାୟୀ ବିରଞ୍ଚି ସାହୁଙ୍କ ଜାଲରେ ପଡ଼ିଥିବା ଆଜି ଗଣମାଧ୍ୟମରେ କହିଛନ୍ତି । ତାଙ୍କର କହିବା କଥା, ଷ୍ଟାଫ୍ ସିଲେକ୍ସନ୍ ପରୀକ୍ଷାରେ ପାସ୍ କରାଇଦେବା ପାଇଁ ତାଙ୍କୁ ୧୦ ଲକ୍ଷ ଟଙ୍କା ଟଙ୍କା ମାଗିଥିଲେ ପିଏସ୍ ବିରଞ୍ଚି ସାହୁ । ଏକଥା ଘରେ କହିବାରୁ ତାଙ୍କ ବାପା ଜମି ବିକି ପଇସା ଦେବାକୁ ପ୍ରସ୍ତୁତ ହୋଇଥିଲେ । ସୋ÷ଭାଗ୍ୟକୁ ଷ୍ଟାଫ୍ ସିଲେକ୍ସନ୍ କମିଶନ ପକ୍ଷରୁ କୋ÷ଣସି ପରୀକ୍ଷା ବାହାରି ନ ଥିବାରୁ ସେ ପଇସା ଦେଇ ନ ଥିଲେ । ତେବେ ଚାକିରି କରାଇ ଦେବାର ଲୋଭ ଦେଖାଇଥିବା ବିରଞ୍ଚି ତାଙ୍କୁ ବିଭିନ୍ନ ସମୟରେ ଶୋଷଣ କରୁଥିଲେ । କେତେବେଳେ ତାଙ୍କ ପତ୍ନୀଙ୍କ ପାଇଁ କନ୍ଧମାଳ ହଳଦୀ ମଗାଉଥିଲେ ତ ଆଉ କେତେବେଳେ ନିଜ କିଆରୀର ବିରି ଦେବାକୁ ପଡୁଥିଲା ।

ଅଜୟଙ୍କ ଭଳି ଆଉ କେତେ ଜଣ ବିରଞ୍ଚିଙ୍କ ଜାଲରେ ପଡ଼ିଛନ୍ତି ତାହା ତଦନ୍ତରୁ ସ୍ପଷ୍ଟ ହେବ । ଇତିମଧ୍ୟରେ ବିରଞ୍ଚିଙ୍କ ଘରୁ ଜବତ ହୋଇଥିବା ପ୍ରାୟ ୫୦ ଟି ଆଡମିଟ୍ କାର୍ଡର ଖୋଳତାଡ଼ କରୁଛି ଭିଜିଲାନସ୍ ଟିମ୍ । ଯେଉଁମାନଙ୍କର ଏହି କାର୍ଡ ସେମାନଙ୍କୁ ଜଣ ଜଣ ଡାକି ପଚରାଉଚୁରା କରିବାକୁ ଯୋଜନା ହୋଇଥିବା ଜଣେ ଭିଜିଲାନସ୍ ଅଧିକାରୀ କହିଛନ୍ତି । ବିରଞ୍ଚିଙ୍କ ଆୟ ବହିର୍ଭୂତ ସମ୍ପତ୍ତି ର ଉତ୍ସ ଖୁବ୍ ଶୀଘ୍ର ପଦାକୁ ଆସିବ ବୋଲି ସେ କହିଛନ୍ତି ।

ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଘୋଟାଲା ଏବଂ ଅନିୟମତାକୁ ନେଇ ଆଜି ଯୁବ କଂଗ୍ରେସ ପକ୍ଷରୁ ଷ୍ଟାଫ୍ ସିଲେକ୍ସନ୍ କମିଶନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉତ୍ତ୍ୟକ୍ତ ଯୁବ କଂଗ୍ରେସ କର୍ମୀମାନେ ଅଫିସ୍ ଭିତରକୁ ପଶିବାକୁ ଉଦ୍ୟମ କଲାବେଳେ ପୁଲିସ ଅଟକାଇବାରୁ ଧସ୍ତାଧସ୍ତି ହୋଇଥିଲା ।

ସେପଟେ ଏହି ପ୍ରସଙ୍ଗକୁ ନେଇ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆସନ୍ତାକାଲି ଆନ୍ଦୋଳନ ଡାକରା ଦିଆଯାଇଛି ।

Previous Post

ଅରୁଣ ଦେ’ ଙ୍କ ପରଲୋକ

Next Post

ଟୋକିଓ ଅଲିମ୍ପିକ୍ସ: ପୁରୁଷ ହକି ସେମି ଫାଇନାଲ୍ ରେ ହାରିଲା ଭାରତ

Next Post
ଟୋକିଓ ଅଲିମ୍ପିକ୍ସ: ପୁରୁଷ ହକି ସେମି ଫାଇନାଲ୍ ରେ ହାରିଲା ଭାରତ

ଟୋକିଓ ଅଲିମ୍ପିକ୍ସ: ପୁରୁଷ ହକି ସେମି ଫାଇନାଲ୍ ରେ ହାରିଲା ଭାରତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA