Saturday, February 21, 2026 05:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୭୮୮ କର୍ମଚାରୀଙ୍କ ଅବୈଧ ନିଯୁକ୍ତିକୁ ୨୨ ବର୍ଷ

ବିଏମସିରେ ଆଇନର ଖୋଲା ଉଲ୍ଲଂଘନ

by Our Correspondent
17 Nov, 2020- 07:21 AM
in Latest News, News
1 min read
0
୭୮୮ କର୍ମଚାରୀଙ୍କ ଅବୈଧ ନିଯୁକ୍ତିକୁ ୨୨ ବର୍ଷ

ଭୁବନେଶ୍ୱର: ସରକାରଙ୍କ ବିନା ମଂଜୁରୀରେ କୌଣସି ନିଯୁକ୍ତି ନ ଦେବା ପାଇଁ ମ୍ୟୁନିସିପାଲ୍ ଆଇନରେ ବ୍ୟବସ୍ଥା ରହିଛି । ମାତ୍ର ଭୁବନେଶ୍ୱର ମହାନଗର ନିଗମ(ବିଏମସି)ରେ ୭୮୮ ଜଣ କର୍ମଚାରୀଙ୍କୁ ବିନା ମଂଜୁରୀରେ ନିଯୁକ୍ତି ଦିଆଯାଇଛି । ନିଯୁକ୍ତିରେ ବୈଧତା ନ ଥାଇ ଦୀର୍ଘ ୨୨ ବର୍ଷ ଧରି ବେଧଡ଼କ କାର୍ଯ୍ୟ କରୁଛନ୍ତି କର୍ମଚାରୀ । ଏମାନଙ୍କୁ ବେଆଇନ ନିଯୁକ୍ତି ଦେଇଛନ୍ତି ବିଏମସି କାଉନସିଲ୍ ଓ ଅଫିସରଙ୍କ ଅସାଧୁ ମେଣ୍ଟ । ଖୋଦ୍ ରାଜଧାନୀର ବିଏମସିରେ ଏହି ବେଆଇନ ନିଯୁକ୍ତିକୁ ସରକାର ବି ଆଖି ବୁଜିଦେଇଛନ୍ତି ।

ସୂଚନା ଅନୁଯାୟୀ, ୧୯୯୮ ମସିହା ଜାନୁଆରୀରେ ତତ୍କାଳୀନ ଭୁବନେଶ୍ୱର ମ୍ୟୁନିସିପାଲିଟିର ନିର୍ବାଚିତ ପରିଷଦର ସ୍ୱୀକୃତିରେ ୭୮୮ ଜଣ ବ୍ୟକ୍ତିଙ୍କୁ ସିଏଲଆର ନାମକରଣରେ ନିଯୁକ୍ତି ଦିଆଯାଇଥିଲା । ସେଥିରେ ସରକାରଙ୍କ ମଂଜୁର ନ ଥିଲା କି ଏଭଳି ପଦବୀ ସରକାରୀ ଡିସକିନାରୀରେ ନଥିଲା । ସାମୟିକ ଭାବେ ସେମାନଙ୍କୁ ମାତ୍ର ୪୪ ଦିନ ପାଇଁ ନିଯୁକ୍ତି ଦିଆଯାଇଥିଲା । ମାତ୍ର ଆଜିକୁ ୨୨ ବର୍ଷ ଅର୍ଥାତ୍ ୮୦୦୦ ଦିନ ଧରି ସେମାନେ ବିଏମସିରେ କାର୍ଯ୍ୟ କରୁଛନ୍ତି ।

ସେମାନଙ୍କ ଦରମା ବାବଦରେ ଏ ପର୍ଯ୍ୟନ୍ତ ପ୍ରାୟ ୧୫୦ କୋଟି ଟଙ୍କା ଖର୍ଚ୍ଚ ସରିଲାଣି । ପୌରପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ ପଛରେ ବୈଧତା ନାହିଁ । ପ୍ରତିବର୍ଷ ଅଡିଟ୍ ସଂସ୍ଥା ଏହି ଅନଧିକାର ଖର୍ଚ୍ଚ ଉପରେ ବାରମ୍ବାର ଆପତ୍ତି ଉଠାଇ ଆସୁଛନ୍ତି । ମାତ୍ର ଆଶ୍ଚର୍ଯ୍ୟର କଥା କାର୍ଯ୍ୟାନୁଷ୍ଠାନ ଦୂର କଥା, ଏହି ଆପତ୍ତିର ଅନୁପାଳନ ବିବରଣୀ ମଧ୍ୟ ଅଡିଟ୍ ସଂସ୍ଥାକୁ ଦିଆଯାଉନାହିଁ ।

ଉଲ୍ଲେଖଥାଉକି, ପୌରସଂସ୍ଥାର ତତ୍କାଳୀନ ନିର୍ବାହୀ ଅଧିକାରୀ ଏହି ବେଆଇନ ନିଯୁକ୍ତିଧାରୀ ଅସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ୨୫୮ ଜଣଙ୍କୁ ପରବର୍ତ୍ତୀ ସମୟରେ ଚାକିରିରୁ ବିଦା କରିଦେଇଥିଲେ । ମାତ୍ର ନିର୍ବାଚିତ ପରିଷଦ ଏହାକୁ ହଜମ କରି ନ ଥିଲେ । ସେମାନଙ୍କୁ ବହୁତ ବାଧିଥିଲା । କାରଣ ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ କାଉନସିଲ୍ ରମାନଙ୍କର ଆପଣାର ଲୋକ । ଆପଣାର ଏଥିପାଇଁ ଯେ କିଏ ନିଜର ରକ୍ତର ସମ୍ପର୍କୀୟ ଥିଲେ ତ ଆଉ କିଏ ମୋଟା ନୋଟ୍ ରେ ମନ ଖୁସି କରାଇ ସମ୍ପର୍କରେ ଆସିଥିଲେ । ତେଣୁ ସେମାନଙ୍କ ଚାକିରି ଚାଲିଯିବା ସଂପୃକ୍ତ କାଉନସିଲ୍ ର ପାଇଁ ଯନ୍ତ୍ରଣାଦାୟକ ଥିଲା । ସୁତରାଂ ସେମାନଙ୍କ ଚାପରେ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇଥିଲେ ପୌରସଂସ୍ଥା କର୍ତ୍ତୃପକ୍ଷ ।

କହିବା ବାହୁଲ୍ୟ ଯେ ଆଜି ଭୁବନେଶ୍ୱର ମହାନଗର ନିଗମ ନାଁରେ ପରିଚିତ ଏହି ସଂସ୍ଥା ରାଜ୍ୟର ଏକ ଅଗ୍ରଣୀ ପୌରସଂସ୍ଥା । ଅତୀତରେ ଏଭଳି ବେଆଇନ ନିଯୁକ୍ତି ପାଇଁ ପରିଷଦର ଅଧିକାର ନ ଥିଲା । ଏବେ ମଧ୍ୟ ଏଭଳି ବେଆଇନ କାର୍ଯ୍ୟର ପୁନରାବୃତ୍ତି ହେଉଛି । ଏଠି ସମସ୍ତେ ପାଠୁଆ ଓ ସବୁ ଜାଣୁଥିଲେ ମଧ୍ୟ ବିଲେଇ ବେକରେ ଘଣ୍ଟି ବାନ୍ଧିବାକୁ କାହାରି ସାହାସ ନାହିଁ ।

ଏଭଳି ବେଆଇନ ନିଯୁକ୍ତି ପ୍ରଦାନକାରୀ ନିର୍ବାଚିତ ଲୋକ ପ୍ରତିନିଧି ନିର୍ବାଚନରେ ପ୍ରାର୍ଥୀ ହେବା ଅଯୋଗ୍ୟ ବୋଲି ଆଇନରେ ଲେଖାଯାଇଛି । ବେଆଇନ ନିଯୁକ୍ତି ବାବଦ ଦରମା ଅର୍ଥ ସେମାନଙ୍କଠାରୁ ଭରଣା କରାଯିବ ଏବଂ ଦୁଇବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ଅଛି । ତଥାପି ସଂପୃକ୍ତ ପ୍ରତିନିଧି ନିର୍ବାଚନ ଲଢ଼ୁଛନ୍ତି ଏବଂ ଅଡିଟ୍ ରେ ଆପତ୍ତି ସତ୍ତ୍ୱେ ସେ ବାବଦ ଖର୍ଚ୍ଚ ସେମାନଙ୍କଠାରୁ ଆଦାୟ ହେଉନାହିଁ ।

ରାଜ୍ୟର ଛୋଟ ଛୋଟ ପୌରସଂସ୍ଥା ସରକାରୀ ଆଇନକାନୁନ ମାନିବେ ଅଥଚ ରାଜଧାନୀର ଭୁବନେଶ୍ୱର ମହାନଗର ନିଗମ ପାଇଁ ଆଇନ ଲାଗୁ ହେବ ନାହିଁ । ଏହା କି ପ୍ରକାର ବିଚାର ବୋଲି ଅନେକ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ଟିକସଦାତାଙ୍କ ଟିକସ ଅର୍ଥକୁ ଏଭଳି ବେଆଇନ ଖର୍ଚ୍ଚ କରିବାକୁ ପାରିଷଦବର୍ଗ ଲାଇସେନ୍ସ ପାଇଛନ୍ତି କି? ସେମାନଙ୍କ ମତରେ ସରକାର ଏହାକୁ ଗମ୍ଭୀରତାର ସହ ନେଇ ଆଇନର କାର୍ଯ୍ୟକାରିତା ପ୍ରତି ତୁରନ୍ତ ଦୃଷ୍ଟି ଦିଅନ୍ତୁ । ବେଆଇନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଆଗକୁ ଏଥିପ୍ରତି ଯତ୍ନବାନ ହୋଇ ଗରିବ ଟିକସଦାତାଙ୍କ ଅର୍ଥର ସୁରକ୍ଷା ଦିଅନ୍ତୁ ବୋଲି ସେମାନେ କହିଛନ୍ତି ।

Previous Post

କିମସରେ ଖୋଲିଲା ପୋଷ୍ଟ କୋଭିଡ୍ ମାତୃ ଓ ଶିଶୁ କ୍ଲିନିକ୍

Next Post

ଜିଲ୍ଲାପାଳଙ୍କୁ ଦଣ୍ଡ ନା ପୁରସ୍କାର !

Next Post
ଜିଲ୍ଲାପାଳଙ୍କୁ ଦଣ୍ଡ ନା ପୁରସ୍କାର !

ଜିଲ୍ଲାପାଳଙ୍କୁ ଦଣ୍ଡ ନା ପୁରସ୍କାର !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA