Thursday, April 2, 2026 12:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଉପକୂଳ ଅତିକ୍ରମ କଲା ‘ୟାସ୍’

ଆଗାମୀ ୧୨ ଘଣ୍ଟା ମୟୁରଭଞ୍ଜ ଜିଲ୍ଲାକୁ ବିପଦ

by Our Correspondent
26 May, 2021- 02:26 PM
in Latest News, News
1 min read
0
ଉପକୂଳ ଅତିକ୍ରମ କଲା ‘ୟାସ୍’

ଭୁୁବନେଶ୍ୱର: ବାଲେଶ୍ୱରଠାରୁ ୨୦ କିମି ଦକ୍ଷିଣରେ ଆଜି ଦିନ ସାଢ଼େ ୧୦ରୁ ସାଢ଼େ ୧୧ ମଧ୍ୟରେ ସ୍ଥଳଭାଗ ଛୁଇଁ ଉପକୂଳ ଅତିକ୍ରମ କରିଛି ବାତ୍ୟା ‘ୟାସ’ । ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଉ କିଛି ଘଣ୍ଟା ପରେ ମୟୁରଭଞ୍ଜ ଜିଲ୍ଲାରେ ପ୍ରବେଶ କରିବ । ସେଠାରେ ୧୦୦ରୁ ୧୧୦ କିମି ବେଗରେ ତାଣ୍ଡବ ରଚିବା ପରେ ଏହା କ୍ରମଶଃ ଦୁର୍ବଳ ହୋଇ ଆସନ୍ତାକାଲି ଝାଡ଼ଖଣ୍ଡ ପଳେଇବ । ଲ୍ୟାଣ୍ଡଫଲ୍ ବେଳେ ୧୩୦ ରୁ ୧୪୦ କିମି ବେଗରେ ପବନ ବହିଥିବା ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୩ରୁ ୪ ଘଣ୍ଟା ଯାଏଁ ଭଦ୍ରକ ଓ ବାଲେଶ୍ୱର ଉପକୂଳରେ ୨ ମିଟର ଉଚ୍ଚତାରେ ସମୁଦ୍ର ଜୁଆର ରହିବ ବୋଲି କୁହାଯାଇଛି ।

ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବାତ୍ୟା ବ୍ୟାପକ କ୍ଷୟକ୍ଷତି କରିଥିବା ପ୍ରାଥମିକ ସୂଚନା ଆସିଛି । ତେବେ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି । ସେ କହିଛନ୍ତି, ୪ ମିଟର ଉଚ୍ଚତାରେ ଜୁଆର ମାଡ଼ିବା ଯୋଗୁଁ ବହୁତ ଗାଁରେ ପାଣି ପଶି ଘର ଭାଙ୍ଗିଛି । ଅନେକ ଜାଗାରେ ଅସମ୍ଭବ ଭାବେ ଗଛ ଭାଙ୍ଗିଛି । ନୀଳଗିରିରେ ବ୍ୟାପକ ଗଛ ଭାଙ୍ଗିଛି । ତେବେ ବିଜୁଳି ଖୁଣ୍ଟ ଓ ଟେଲିଫୋନ୍ ଟାୱାର୍ ବିଶେଷ କ୍ଷତି ହୋଇନାହିଁ । ଦୁଇଟି ଜାଗାରେ ଗଛପଡ଼ି ଦୁଇଜଣଙ୍କର ମୃତ୍ୟୁ ଅଭିଯୋଗ ଆସିଛି ।

ଆଗାମୀ ୧୨ ଘଣ୍ଟା ମୟୁରଭଞ୍ଜ ଜିଲ୍ଲା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସି କହିଛନ୍ତି । ସେଠାରେ ଏବେ ବର୍ଷା ପବନ ସେଭଳି ନ ଥିଲେ ମଧ୍ୟ ସଂଧ୍ୟା ପରେ ୧୦୦ରୁ ୧୧୦ କିମି ବେଗରେ ପବନ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ସୁରକ୍ଷା ପାଇଁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି ଏବଂ ଏହି ପ୍ରକ୍ରିୟା ଜାରି ରହିଥିବା ସେ କହିଛନ୍ତି ।

Previous Post

୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

Next Post

ବାତ୍ୟା ପ୍ରଭାବିତଙ୍କୁ ୭ ଦିନ ରିଲିଫ୍

Next Post
ବାତ୍ୟା ପ୍ରଭାବିତଙ୍କୁ ୭ ଦିନ ରିଲିଫ୍

ବାତ୍ୟା ପ୍ରଭାବିତଙ୍କୁ ୭ ଦିନ ରିଲିଫ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19176 shares
    Share 7670 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA