Tuesday, February 24, 2026 05:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କଳିଙ୍ଗ ସେନା: ହେମନ୍ତ ରଥଙ୍କ ନେତୃତ୍ୱରେ ନୂଆ ଟିମ୍

ଓଡ଼ିଶାକୁ ମଦମୁକ୍ତ କରିବାକୁ ପ୍ରତିଶ୍ରୁତି

by Our Correspondent
12 Sep, 2022- 06:02 PM
in Latest News, News
1 min read
0
କଳିଙ୍ଗ ସେନା: ହେମନ୍ତ ରଥଙ୍କ ନେତୃତ୍ୱରେ ନୂଆ ଟିମ୍

ଭୁବନେଶ୍ୱର: କଳିଙ୍ଗ ସେନାର ସାଂଗଠନିକ ନିର୍ବାଚନ ଗତକାଲି ଅନୁଷ୍ଠିତ ହୋଇଥିଲା । ଦଳର ସଭାପତି ଭାବେ ହେମନ୍ତ ରଥ ପୁନଃ ନିର୍ବାଚିତ ହୋଇଛନ୍ତି । ୭ ଉପସଭାପତି, ୮ ସାଧାରଣ ସମ୍ପାଦକ, ୯ ସମ୍ପାଦକ ଏବଂ ୭ ଜଣ ରାଜ୍ୟ କମିଟିକୁ ନିର୍ବାଚିତ ହୋଇଛନ୍ତି ।

ନବ ନିର୍ବାଚିତ ରାଜ୍ୟ ଉପସଭାପତି ମାନେ ହେଲେ ଦିଗମ୍ବର ବିଶ୍ୱାଳ, ବିଜୟ ରାଜ, ହେମନ୍ତ ସିଂହ, ଅବଦୁଲ କୟୁମ୍ ଖାନ୍, ପ୍ରମୋଦ ରାଉତରାୟ, ନିରଞ୍ଜନ ମହାନ୍ତ, ପ୍ରଦୀପ କୁମାର ସାହୁ ।

ରାଜ୍ୟ ସାଧାରଣ ସମ୍ପାଦକ- ଇଂ ସ୍ୱାତିଶ ରଞ୍ଜନ ସାହୁ, ଇଂ ମନୋଜ କୁମାର ନାୟକ, ଗୌରାଙ୍ଗ ପ୍ରଧାନ, ସିଦ୍ଧାର୍ଥ ଦାସ, ରାକେଶ ମହାନ୍ତି, କ୍ଷୀରୋଦ କୁମାର ଦାସ, ରେଣୁବାଳା ମହାନ୍ତି, ସୁବୋଧ କୁମାର ସାହୁ ।

ରାଜ୍ୟ ସମ୍ପାଦକ- ଦୁର୍ଯୋଧନ ପରିଡ଼ା, ରଞ୍ଜିତ ସାମଲ, ମମତା ମହାନ୍ତି, ଗୁଣମଣି ମହାନ୍ତି, ଆଶୁତୋଷ ସ୍ୱାଇଁ, ପ୍ରଫୁଲ୍ଲ ପରିଡ଼ା, ବରେନ୍ ଦାସ, ବିକ୍ରମ ପ୍ରଧାନ, ସତ୍ୟଭାମା ବିହାରୀ ।

କଳିଙ୍ଗ ସେନା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଉତ୍ସବରେ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତାମାନେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଅବସରରେ ସୁପ୍ରିମୋ ହେମନ୍ତ ରଥ ଦଳର ଆଭିମୁଖ୍ୟ ଘୋଷଣା କରିଥିଲେ । ଓଡ଼ିଶାବାସୀ କଳିଙ୍ଗ ସେନାକୁ ଆଶୀର୍ବାଦ କଲେ ରାଜ୍ୟକୁ ସମ୍ପୂର୍ଣ୍ଣ ମଦମୁକ୍ତ କରାଯିବ । ରାଜ୍ୟର ସମସ୍ତ ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ ବୋଲି କହିଥିଲେ ।

ନିର୍ବାଚନ ଅଧିକାରୀ ଭାବେ ଦଳର ଏହି ସାଂଗଠନିକ ନିର୍ବାଚନର ପରିଚାଳନା ଓ ଫଳାଫଳ ଘୋଷଣା କରିଥିଲେ ବିଶିଷ୍ଟ ନାଟ୍ୟକାର ତଥା ସ୍ତମ୍ଭକାର ବିଜୟ ଦାସ ।

Previous Post

୮୦% ଆତ୍ମହତ୍ୟା ରୋକାଯାଇପାରିବ

Next Post

ବିଏସଇ ଓପନିଂ ବେଲ୍ ବଜାଇବେ ନବୀନ

Next Post
ବିଏସଇ ଓପନିଂ ବେଲ୍ ବଜାଇବେ ନବୀନ

ବିଏସଇ ଓପନିଂ ବେଲ୍ ବଜାଇବେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA