Monday, February 16, 2026 06:06 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସାରା ରାଜ୍ୟରେ ଆଜି ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର, କଟକରେ ୧୪୪ ଧାରା ଜାରି

by Our Correspondent
31 Dec, 2020- 03:52 PM
in Latest News, News
1 min read
0
ସାରା ରାଜ୍ୟରେ ଆଜି ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ ଲାଗିଲା ବ୍ରେକ୍ । ଦିଲ୍ଲୀ, ମୁମ୍ବାଇ ଭଳି ସମଗ୍ର ଓଡ଼ିଶାରେ ଆଜି ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି । କରୋନା ପରିପ୍ରେକ୍ଷୀରେ ନୂଆବର୍ଷ ଭିଡ଼ ଓ ଯାତାୟତ ରୋକିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏଁ କର୍ଫ୍ୟୁ କଟକଣା ଲାଗୁ ହେବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ନାଇଟ୍ କର୍ଫ୍ୟୁ ରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି । ଏଥିରେ ଜନସାଧାରଣ ସହଯୋଗ କରିବାକୁ ଏସଆରସି ଅନୁରୋଧ କରିଛନ୍ତି ।

ସ୍ୱତନ୍ତ୍ର ଭାବେ ଭୁବନେଶ୍ୱର ଓ କଟକରେ ଜିରୋ ନାଇଟ୍ ଭିଡ଼ ଏଡାଇବାକୁ ୧୪୪ ଧାରା ଲାଗୁ କରାଯାଇଛି । ନୂଆବର୍ଷ ପାଇଁ ଲୋକମାନେ କୌଣସି ଜାଗାରେ ଏକତ୍ରିତ ନ ହେବାକୁ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଅନୁରୋଧ କରିଛନ୍ତି । ଆଜି ରାତି ୯ଟା ସୁଦ୍ଧା ଲୋକମାନେ କାମ ସାରି ଘରକୁ ଫେରିଆଆନ୍ତୁ । ଦୋକାନବଜାର, ଅଫିସ୍ ବନ୍ଦ କରନ୍ତୁ । ଆପାର୍ଟମେଣ୍ଟ ଏବଂ ରେସିଡେନ୍ସିଆଲ୍ ଏରିଆରେ ଭୋଜିଭାତ କରନ୍ତୁ ନାହିଁ ବୋଲି କମିଶନର ଅନୁରୋଧ କରିଛନ୍ତି । କଟକଣା ଭାଙ୍ଗିଲେ ଅମାନିଆ ବ୍ୟକ୍ତିଙ୍କୁ ରାତିସାରା ଥାନାରେ ବସାଇ ଦିଆଯିବ । ନୂଆବର୍ଷ ସେମାନଙ୍କର ଥାନାରେ କଟିବ ବୋଲି କମିଶନର ସାବଧାନ କରାଇଛନ୍ତି ।

ଏଥିପାଇଁ ଆଜି ରାତିରେ ଟ୍ୱିନ୍ ସିଟିରେ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ରାସ୍ତାର ବିଭିନ୍ନ ଜାଗାରେ ବ୍ୟାରିକେଡ କରାଯାଇ ନାକା ଲଗାଯିବ । ଅନୁମତି ନ ଥିବା ଲୋକଙ୍କୁ ଆଗକୁ ଯିବାକୁ ଦିଆଯିବନାହିଁ ବୋଲି କମିଶନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।

କଟକଣା ଦୃଢ଼ ଭାବରେ କାର୍ଯ୍ୟକାରୀ କରିବାକୁ ବିଏମସି ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯାଇଛି । କୌଣସି ସର୍ବସାଧାରଣ ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଅନୁମତି ଦିଆଯାଇନାହିଁ । ଆପାର୍ଟମେଣ୍ଟ ଏବଂ ରେସିଡେନ୍ସିଆଲ୍ ଅଞ୍ଚଳରେ ଭୋଜି ନ କରିବାକୁ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଅନୁରୋଧ କରିଛନ୍ତି ।

ମୋଟାମୋଟି, କରୋନା ବେଳେ ରାଜ୍ୟରେ ଯେଭଳି ନାଇଟ୍ କର୍ଫ୍ୟୁ ହୋଇଥିଲା ଆଜି ସେହିଭଳି ହେବ । ଅତ୍ୟାବଶ୍ୟକ ସେବା ଓ ଜରୁରୀ ପରିବହନକୁ ଏଥିରୁ ବାଦ୍ ଦିଆଯାଇଛି । ଗଣମାଧ୍ୟମର ପ୍ରତିନିଧିଙ୍କୁ ନାଇଟ୍ କର୍ଫ୍ୟୁ କଟକଣାରୁ ବାଦ୍ ଦିଆଯାଇଛି ।

Previous Post

ରାଜଧାନୀରେ ୧୪ ବର୍ଷର ନାବାଳିକା ନିଖୋଜ!

Next Post

୨ ରୁ ସାରା ଦେଶରେ କରୋନା ଟୀକାକରଣ ଡ୍ରାଏ ରନ୍

Next Post
୨ ରୁ ସାରା ଦେଶରେ କରୋନା ଟୀକାକରଣ ଡ୍ରାଏ ରନ୍

୨ ରୁ ସାରା ଦେଶରେ କରୋନା ଟୀକାକରଣ ଡ୍ରାଏ ରନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA