Wednesday, April 8, 2026 03:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିନା ପରୀକ୍ଷାରେ ମାଟ୍ରିକ୍ ରେଜଲ୍ଟ; ପାସ୍ ହାର ୯୭.୮୯%

by Our Correspondent
25 Jun, 2021- 05:24 PM
in Latest News, News
1 min read
0
ବିନା ପରୀକ୍ଷାରେ ମାଟ୍ରିକ୍ ରେଜଲ୍ଟ; ପାସ୍ ହାର ୯୭.୮୯%

ଭୁବନେଶ୍ୱର: ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ଛାତ୍ରଛାତ୍ରୀମାନେ ରେଜଲ୍ଟ ପାଇଛନ୍ତି । କଟକସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ ଅଫିସରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୀକ୍ଷାଫଳ ଘୋଷଣା କରିଥିଲେ । ଏଥର ମାଟ୍ରିକ୍ ପାସ୍ ହାର ରହିଛି ୯୭.୮୯% ।

ଏବର୍ଷ ମୋଟ ୫, ୭୪,୧୨୫ ଛାତ୍ରଛାତ୍ରୀ ମାଟ୍ରିକ୍ ପଢୁଥିଲେ । ସେମାନଙ୍କ ମଧ୍ୟରୁ ୫,୬୨,୦୧୦ ପାସ୍ କରିଛନ୍ତି । ୭୭୦୩ ପିଲା ଫେଲ୍ ହୋଇଛନ୍ତି । ୪୪୧୨ ପିଲା ଅନୁପସ୍ଥିତ ଥିଲା ବେଳେ ୨୨୫୬ ପିଲାଙ୍କ ମାର୍କ ସ୍କୁଲ କର୍ତ୍ତୃପକ୍ଷ ଦେଇନାହାନ୍ତି । ୫୯୪୫ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ଏଥର କୌଣସି ସ୍କୁଲ ଜିରୋ ରେଜଲ୍ଟ କରିନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

ଗତବର୍ଷ A1 ଗ୍ରେଡ୍ ରେ ୧୨୭୯ ପିଲା ପାସ୍ କରିଥିଲେ । ମାତ୍ର ଏଥର A1 ରେ ୨୬୫୬ ପିଲା ପାସ୍ କରିଛନ୍ତି । ସେହିଭଳି A2 ଗ୍ରେଡ୍ ରେ ଗତବର୍ଷ ୮୪୫୦ ପିଲା ପାସ୍ କରିଥିଲା ବେଳେ ଏଥର ୨୨,୧୩୧ ପିଲା ପାସ୍ କରିଛନ୍ତି । B1 ରେ ୫୨,୨୯୯ ଏବଂ B2 ରେ ୯୪,୪୭୫ ପିଲା ପାସ୍ କରିଛନ୍ତି ।

ଅନ୍ୟପକ୍ଷରେ ମୋଟ ୫୩,୨୭୯ ଏକ୍ସ ରେଗୁଲାର ପିଲାଙ୍କ ମଧ୍ୟରୁ ୪୭,୦୬୦ ପିଲା ପାସ୍ କରିଛନ୍ତି । ଏକ୍ସ ରେଗୁଲାର ପାସ୍ ହାର ହେଉଛି ୮୮.୩୦% ।

ଯେଉଁ ଛାତ୍ରଛାତ୍ରୀମାନେ ରେଜଲ୍ଟରେ ସନ୍ତୁଷ୍ଟ ନୁହଁନ୍ତି, କରୋନା ସ୍ଥିତି ସୁଧାରିଲା ପରେ ସେମାନଙ୍କୁ ଅଫଲାଇନ୍ ରେ ପରୀକ୍ଷା ଦେବାର ସୁଯୋଗ ରହିଛି । ପରୀକ୍ଷା ଦେବା ପାଇଁ ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ସେମାନେ ଫର୍ମ ଫିଲପ୍ କରିବେ । ବୋର୍ଡ ପକ୍ଷରୁ ଏଥିନେଇ ପରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ସୂଚନାଯୋଗ୍ୟ, କରୋନା ଦ୍ୱିତୀୟ ଲହର ଯୋଗୁଁ ଚଳିତବର୍ଷ ମେ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଥିଲା । ପରୀକ୍ଷା ଫଳାଫଳ ନିର୍ଣ୍ଣୟ ପାଇଁ ବୋର୍ଡ ପକ୍ଷରୁ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ଅବଲମ୍ବନ କରାଯାଇଥିଲା ।

Previous Post

ଆଉ ୮ଟି ଜିଲ୍ଲାରେ ଅକ୍ସିଜେନ୍ ପ୍ଲାଣ୍ଟ

Next Post

ଓଡ଼ିଶାରେ ଡେଲଟା ପ୍ଲସ୍ ଚିହ୍ନଟ

Next Post
ଓଡ଼ିଶାରେ ଡେଲଟା ପ୍ଲସ୍ ଚିହ୍ନଟ

ଓଡ଼ିଶାରେ ଡେଲଟା ପ୍ଲସ୍ ଚିହ୍ନଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19180 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA