Monday, March 9, 2026 09:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

IAS ରାଙ୍କ-୨ ରେ ଓଡ଼ିଆ ପୁଅ ଅନିମେଶ

ୟୁପିଏସସି ପରୀକ୍ଷା ଫଳ-୨୦୨୩

by Our Correspondent
16 Apr, 2024- 03:20 PM
in Latest News, National, News
1 min read
0
IAS ରାଙ୍କ-୨ ରେ ଓଡ଼ିଆ ପୁଅ ଅନିମେଶ

ଭୁବନେଶ୍ୱର: ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର୍ ହୋଇଥିବା ବେଳେ ତାଙ୍କ ତଳକୁ ରାଙ୍କ୍-୨ ରେ ଅଛନ୍ତି ଓଡ଼ିଆ ପୁଅ ଅନିମେଶ ପ୍ରଧାନ । ତୃତୀୟ ସ୍ଥାନରେ ଡି. ଅନନ୍ୟା ରେଡ୍ଡୀ, ଚତୁର୍ଥରେ ପି.କେ. ସିଦ୍ଧାର୍ଥ ରାମକୁମାର, ପଞ୍ଚମ ସ୍ଥାନରେ ରୁହାନି, ଷଷ୍ଠରେ ଶ୍ରୀଷ୍ଟି ଡାବସ୍, ସପ୍ତମରେ ଅନମୋଲ୍ ରାଠୋର୍, ଅଷ୍ଟମରେ ଆଶିଷ କୁମାର, ନବମରେ ନୌସିନ୍ ଏବଂ ଦଶମ ସ୍ଥାନରେ ଅଛନ୍ତି ଐଶ୍ୱର୍ଯ୍ୟମ୍ ପ୍ରଜପ୍ ।

ୟୁପିଏସସି ପରୀକ୍ଷାରେ ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ଅନିମେଶ ଥିବା ବେଳେ ଆହୁରି ଅନେକ ଓଡ଼ିଆ କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ହେଲେ- ପ୍ରଜ୍ଞାନନ୍ଦନ ଗିରି(୨୪), ଆୟୁଷୀ ପ୍ରଧାନ(୩୬), ଜୟଶ୍ରୀ ପ୍ରଧାନ(୫୨), ଅଭିମନୁ୍ୟ ମଲ୍ଲିକ(୬୦), ଅମ୍ରିତାଂଶୁ ନାୟକ(୧୧୦), ଯଶୋବନ୍ତ ମଲ୍ଲିକ(୧୧୫), ପଦ୍ମନାଭ ମିଶ୍ର(୧୭୬), ଶୁଭ୍ରା ପଣ୍ଡା(୨୦୪), ତାନିଆ ମିଶ୍ର(୨୬୯), ଅନନ୍ୟା ରଣା(୨୮୦), ତନିଶା ମିଶ୍ର(୩୦୩), ରଶ୍ମୀ ପ୍ରଧାନ(୩୧୯), ବିଶ୍ୱଜିତ୍ ପଣ୍ଡା(୩୪୩), ପ୍ରିୟଙ୍କା ପ୍ରିୟଦର୍ଶିନୀ(୩୮୭), ସନ୍ତୋଷ କୁମାର ପାତ୍ର(୪୦୯), ସୌରଭ ଦାସ(୪୬୬), ରାଜେଶ କୁମାର ସାହୁ(୫୭୫), ନୟନ ରଂଜନ ଦାସ(୫୮୧), ହେମନ୍ତ କୁମାର ସାହୁ(୭୨୨) ।

ୟୁପିଏସସି ପରୀକ୍ଷାରେ ରାଙ୍କ-୨ ରେ ରହି ଓଡ଼ିଶା ପାଇଁ ଗର୍ବ ଆଣିଥିବା ଅନିମେଶ ପ୍ରଧାନଙ୍କ ଘର ହେଉଛି ଅନୁଗୁଳ ଜିଲ୍ଲାରେ । ତାଳଚେର ଅନ୍ତର୍ଗତ ଭାଲୁଗଡ଼ିଆ ତାଙ୍କ ଗାଁ । ସ୍ୱର୍ଗତଃ ପ୍ରଭାକର ପ୍ରଧାନ ଏବଂ ସ୍ୱର୍ଗତଃ ଅରୁଣା ପ୍ରଧାନଙ୍କର ପୁଅ ହେଉଛନ୍ତି ଅନିମେଶ ।

ସୂଚନାଥାଉକି, ୟୁପିଏସସି ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୩ ରେ ସମୁଦାୟ ୧୦୧୬ ପରୀକ୍ଷାର୍ଥୀ ଯୋଗ୍ୟତା ହାସଲ କରିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୩୫୫ ପ୍ରାର୍ଥୀଙ୍କୁ ପ୍ରୋଭିଜିନାଲ୍ ତାଲିକାରେ ରଖାଯାଇଛି । ଆଇଏଏସ୍, ଆଇପିଏସ୍, ଆଇଏଫଏସ୍ ସମେତ ଗ୍ରୁପ୍ ଏ ଏବଂ ବି ଆଦିରେ ୧୧୦୫ ଖାଲି ପଦବୀ ପୂରଣ ହେବ ।

Previous Post

ବିଜେପିର ଆଉ ୨୧ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା

Next Post

ଆଇଏଏସ୍ ଟପ୍ପର୍ ଅନିମେଶଙ୍କ ସଂଘର୍ଷ କାହାଣୀ

Next Post
ଆଇଏଏସ୍ ଟପ୍ପର୍ ଅନିମେଶଙ୍କ ସଂଘର୍ଷ କାହାଣୀ

ଆଇଏଏସ୍ ଟପ୍ପର୍ ଅନିମେଶଙ୍କ ସଂଘର୍ଷ କାହାଣୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA