Monday, February 16, 2026 04:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ରାଜଧାନୀରେ ୧୪ ବର୍ଷର ନାବାଳିକା ନିଖୋଜ!

by Our Correspondent
30 Dec, 2020- 10:46 PM
in Crime, Latest News, News
1 min read
0
ରାଜଧାନୀରେ ୧୪ ବର୍ଷର ନାବାଳିକା ନିଖୋଜ!

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ତାରେଣୀ ବସ୍ତିରୁ ଜଣେ ୧୪ ବର୍ଷର ନାବାଳିକା ନିଖୋଜ ହୋଇଯାଇଛନ୍ତି । ଗତ ୨୬ ତାରିଖରୁ ସେ କୁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିବା ନାବାଳିକାଙ୍କ ମାଆ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ଇତିମଧ୍ୟରେ ୫ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର କୌଣସି ଖୋଜଖବର ମିଳୁନି । ପୁଲିସ କେବଳ ଏତଲା ରୁଜୁ କରି ବସିପଡ଼ିଥିବାରୁ ନାବାଳିକାଙ୍କ ପରିବାର ଅସହାୟ ହୋଇପଡ଼ିଛନ୍ତି ।

ଅଭିଯୋଗକାରିଣୀ ମହିଳା ଧର୍ମବିହାରରେ ରହୁଥିବା ବରିଷ୍ଠ ସାମ୍ବାଦିକ ପ୍ରତାପ ମହାନ୍ତିଙ୍କ ଘରର ସହାୟିକା(ପାର୍ଟ ଟାଇମ୍) ଭାବେ କାର୍ଯ୍ୟ କରୁଥିଲା ବେଳେ ତାଙ୍କ ସ୍ୱାମୀ ମୁକୁନ୍ଦ ବେହେରା ଛୋଟକାଟିଆ କ୍ଷୀର ବେପାର କରି ପରିବାର ଚଳାନ୍ତି । ଗତ ୨୬ ତାରିଖ ସକାଳ ୮ଟା ବେଳେ ବେଳେ ସେମାନଙ୍କ ଦଶମ ଶ୍ରେଣୀ ପଢ଼ୁଆ ଝିଅ ହଠାତ୍ କେଉଁଆଡ଼େ ପଳାଇ ଯାଇଥିଲେ । ଯାହାକି ସମ୍ପୂର୍ଣ୍ଣ ଅସ୍ୱାଭାବିକ ଥିଲା । ନିଜର ସମ୍ପର୍କୀୟଙ୍କଠାରୁ ଆରମ୍ଭ କରି ପରିବାର ଲୋକ ବିଭିନ୍ନ ଜାଗା ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଉନାହାନ୍ତି ।

ସବୁଆଡେ ଖୋଜାଖୋଜି କରି ଝିଅକୁ ନ ପାଇବା ପରେ ବାପାମାଆ ମୁଣ୍ଡରେ ହାତ ଦେଇବସିଛନ୍ତି । ପରୀ ଘଟଣାକୁ ମନେ ପକାଇ ସେମାନେ ଛାନିଆଁ ହୋଇଯାଇଛନ୍ତି । ଖଣ୍ଡଗିରି ଥାନାକୁ ଦୌଡୁଥିଲେ ମଧ୍ୟ ପୁଲିସ ସେମାନଙ୍କୁ ସହଯୋଗ କରିବା ବଦଳରେ ଓଲଟି ନାଲିଆଖି ଦେଖାଉଛି ବୋଲି ବରିଷ୍ଠ ସାମ୍ବାଦିକ ପ୍ରତାପ ମହାନ୍ତି କହିଛନ୍ତି । ସେ ନିଜେ ଥାନାକୁ ଯାଇ ପୁଲିସର ସହାୟତା ମାଗିଥିଲେ ମଧ୍ୟ ଜନୈକ ଏସଆଇଙ୍କ ର୍ଦୁବ୍ୟବହାରର ଶିକାର ହୋଇଥିବା କହିଛନ୍ତି ।

ଶ୍ରୀ ମହାନ୍ତି ଆଜି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରି ଏହି ଗରିବ ପରିବାର ପାଇଁ ସାହାଯ୍ୟ ଲୋଡିଛନ୍ତି ।

Previous Post

ମହିଳା ଓ ଶିଶୁ ବିରୋଧୀ ହିଂସା ପାଇଁ ସ୍ୱତନ୍ତ୍ର ୱିଙ୍ଗ୍

Next Post

ସାରା ରାଜ୍ୟରେ ଆଜି ନାଇଟ୍ କର୍ଫ୍ୟୁ

Next Post
ସାରା ରାଜ୍ୟରେ ଆଜି ନାଇଟ୍ କର୍ଫ୍ୟୁ

ସାରା ରାଜ୍ୟରେ ଆଜି ନାଇଟ୍ କର୍ଫ୍ୟୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA