Wednesday, March 4, 2026 05:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମଦନିଶାରେ ଯୁବନେତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ କଲେ ଜୁଏଲ ଓରାମ !

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱରଙ୍କ ପରେ ବିବାଦରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

by Our Correspondent
24 Jan, 2022- 09:33 PM
in Latest News, News
1 min read
0
ମଦନିଶାରେ ଯୁବନେତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ କଲେ ଜୁଏଲ ଓରାମ !

ରାଉରକେଲା/ଭୁବନେଶ୍ୱର: ଆବେ ଜୁଏଲ୍ ଓରାମ୍.. ହା..ମ..ଜାଦା.. କୁ… । ତୁ ମତେ ଚିହ୍ନିନୁ । ଦେଖ୍.. ତୋ ମଦନିଶା ସବୁ ଉଡ଼େଇ ଦେବି । ମା, ଭଉଣୀଙ୍କୁ ଇଜ୍ଜତ ଦେବା ଶିଖି..ବେ ।

ଏହି ଉକ୍ତି ରାଉରକେଲା ବିଜେପିର ଜନୈକ ଯୁବନେତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ୍ ଙ୍କ ପ୍ରତିନିଧିଙ୍କର । ଅପମାନିତ ଓ କ୍ଷୁବ୍ଧ ଯୁବନେତ୍ରୀଜଣଙ୍କ ଜୁଏଲ୍ ଓରାମ୍ ଙ୍କୁ ଟେଲିଫୋନ୍ ରେ ଗାଳି କରୁଥିବାର ଅଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଜୁଏଲ୍ ଓରାମ୍ ଙ୍କ ଅଶ୍ଲୀଳ ଇଙ୍ଗିତର ଶିକାର ହେବା ପରେ କ୍ରୋଧିତ ଯୁବନେତ୍ରୀ ଦଳୀୟ କାର୍ଯ୍ୟାଳୟ ଆସି ଝରକା, କବାଟ, ଆସବାବପତ୍ର ଭାଙ୍ଗି ପକାଇଛନ୍ତି । ଦଳ ଛାଡ଼ିବାକୁ ଧମକ ଦେବା ସହ ଜୁଏଲ୍ ଙ୍କ ବିରୋଧରେ ଥାନାରେ ଏତଲା ଦେବେ ବୋଲି କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ସାଂସଦ ଜୁଏଲ୍ ଙ୍କର ବିରୋଧରେ ଆସିଥିବା ଏଭଳି ସାଂଘାତିକ ଅଭିଯୋଗ ସାରା ରାଜ୍ୟରେ ହଟଚମଟ ସୃଷ୍ଟି କରିଛି ।

ଘଟଣାଟି ଏମିତି । ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଦଳୀୟ କାର୍ଯ୍ୟ ପାଇଁ ଜୁଏଲ୍ ଓରାମ ଆଜି ସକାଳ ୧୦ଟା ବେଳେ ରାଉରକେଲା ଆସିବାର ଥିଲା । ସାଂସଦଙ୍କ ଗସ୍ତକୁ ଦଳୀୟ କର୍ମୀମାନେ ଅପେକ୍ଷା କରିଥିଲା ବେଳେ ବିଳମ୍ବ ହେବାରୁ ତାଙ୍କର ଜଣେ ପ୍ରତିନିଧି(ଶ୍ରମ ବ୍ୟାପାର) ତଥା ଯୁବ କାର୍ଯ୍ୟକର୍ତ୍ତା ତାଙ୍କୁ ଫୋନ୍ କରିଥିଲେ । ମାତ୍ର ଅଭିଯୋଗ ଅନୁଯାୟୀ, ସାଂସଦ ଉତକ୍ଷିପ୍ତ ହୋଇ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଫୋନ୍ ରେ ତାଙ୍କ ପ୍ରତି ଅଭଦ୍ରୋଚିତ ଆଚରଣ ଦେଖାଇଥିଲେ ।

ଜୁଏଲ୍ ଙ୍କର ଏତାଦୃଶ ଆଚରଣ ସଂପୃକ୍ତା ଯୁବନେତ୍ରୀଙ୍କର ହୋସ୍ ଉଡ଼ାଇ ଦେଇଥିଲା । ତାଙ୍କ ବାପା ବୟସର ଜୁଏଲ୍ ଙ୍କଠାରୁ ଏଭଳି ଆଚରଣ ସହିପାରି ନ ଥିଲେ । ଅତ୍ୟନ୍ତ ଅପମାନିତ ମନେ କରି ଭୋ ଭୋ କାନ୍ଦିଥିଲେ । ରାଗ ଓ ପ୍ରତିବାଦରେ ପରେ ପାର୍ଟି ଅଫିସ୍ ପଶି ଭଙ୍ଗାରୁଜା କରି ପକାଇଥିଲେ ।

ଜୁଏଲ୍ ଏହି ଖବର ଜାଣିଲା ପରେ ଆତ୍ମରକ୍ଷା ପାଇଁ ଫୋନ୍ ରେ ବୁଝାଇବାକୁ ଉଦ୍ୟମ କରିବାରୁ ଯୁବନେତ୍ରୀଜଣଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇ ନିଜର ରାଗ ଓ ଅପମାନ ଝାଡ଼ିଥିଲେ । ପରେ ଜୁଏଲ୍ ଙ୍କର ଜଣେ ଅନୁଗତ ମ୍ୟାଡାମ୍ ମଧ୍ୟ ଫୋନ୍ ରେ ଯୁବନେତ୍ରୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ । କହିଥିଲେ ଯେ ସକାଳୁ ଟିକେ ଲୋଡ୍(ଡ୍ରିଙ୍କସ୍) ହୋଇଯାଇଛି । ତେଣୁ ଏମିତି କହିଦେଲେ । ମାଇଣ୍ଡ୍ କର ନାହିଁ ବୋଲି ବୁଝାଇଥିଲେ ।

ତେବେ କୌଣସି ପ୍ରକାରେ ବୁଝିବା ଅବସ୍ଥାରେ ନାହାନ୍ତି ଯୁବନେତ୍ରୀ । “ମୁଁ ତାଙ୍କ ଝିଅ ସମାନ । ଜଣେ ସାଂସଦ ହୋଇ ମା, ଭଉଣୀଙ୍କୁ ଇଜ୍ଜତ ଦେବା ସେ ଶିଖିନାହାନ୍ତି । ମୋତେ ଯେଉଁ ଭାଷାରେ ଇଙ୍ଗିତ କଲେ ତାହା ପାଟିରେ କହିହେବନି । ସେ ଲୋକ ଗୋଡ଼ ଧରି କ୍ଷମା ମାଗିଲେ ବି ତାଙ୍କୁ କ୍ଷମା ନାହିଁ ।’

ସେ କହିଛନ୍ତି, ଆଗରୁ ମୁଁ ତାଙ୍କ ବିଷୟରେ ଅନେକ କଥା ଶୁଣିଥିଲି । ଲେଡିଜ୍ ମାନଙ୍କୁ ମିସବିହେଭ୍ କରନ୍ତି ବୋଲି ଶୁଣିଥିଲି । ମାତ୍ର ଆଜି ଅଙ୍ଗେ ନିଭାଇଲି । ସେ ଜଣେ ଅଭଦ୍ର । ନେତା ହେବା ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ଯୁବତୀଜଣଙ୍କ କହିଛନ୍ତି । ଜୁଏଲ୍ ଙ୍କ ବିରୋଧରେ ଥାନାରେ ଏତଲା ଦେବେ ବୋଲି କହିଛନ୍ତି ।

ତେବେ ଏହି ଅଭିଯୋଗ ସଂକ୍ରାନ୍ତରେ ଜୁଏଲ୍ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Previous Post

ବିଶ୍ୱେଶ୍ୱରଙ୍କ ମାଡ଼, ମୁଖ୍ୟମନ୍ତ୍ରୀଙ୍କ ନାଁରେ ଗୁଜବ

Next Post

୧୨୮ ଜଣଙ୍କୁ ପଦ୍ମ ସମ୍ମାନ

Next Post
୧୨୮ ଜଣଙ୍କୁ ପଦ୍ମ ସମ୍ମାନ

୧୨୮ ଜଣଙ୍କୁ ପଦ୍ମ ସମ୍ମାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA