Thursday, April 30, 2026 08:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର: ଦରମା, ଛୁଟି, ଅବସର, ସାମାଜିକ ସୁରକ୍ଷା ବଢ଼ିଲା

by Our Correspondent
12 Jan, 2019- 07:21 PM
in Latest News, News
1 min read
0
ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର: ଦରମା, ଛୁଟି, ଅବସର, ସାମାଜିକ ସୁରକ୍ଷା ବଢ଼ିଲା
ଭୁବନେଶ୍ୱର: ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ସେମାନଙ୍କ ପାରିଶ୍ରମିକ ଆଖିଦୃଶିଆ ବୃଦ୍ଧି କରିଛନ୍ତି । ମାସିକ ୬୦୦୦ ଟଙ୍କା ପାରିଶ୍ରମିକ ପାଉଥିବା ଅଙ୍ଗନବାଡ଼ି କର୍ମୀମାନେ ଏଣିକି ଦେଢ଼ ହଜାର ଟଙ୍କା ଅଧିକ ସହ ମାସକୁ ପାଇବେ ୭୫୦୦ ଟଙ୍କା । ମିନି ଅଙ୍ଗନବାଡ଼ି କର୍ମୀମାନଙ୍କ ପାରିଶ୍ରମିକ ୪୧୨୫ ଟଙ୍କାରୁ ୫୩୭୫ ଟଙ୍କା ବୃଦ୍ଧି ପାଇଛି । ଅଙ୍ଗନବାଡ଼ି ସହାୟିକାମାନଙ୍କ ପାରିଶ୍ରମିକ ୩୦୦୦ ଟଙ୍କାରୁ ୩୭୫୦ ଟଙ୍କା ବୃଦ୍ଧି କରାଯାଇଛି । ବର୍ଦ୍ଧିତ ପାରିଶ୍ରମିକ ୨୦୧୮ ଅକ୍ଟୋବର ୧ ତାରିଖରୁ ପିଛିଲା ଭାବରେ ସେମାନେ ପାଇବେ ।
ଖାଲି ସେତିକି ନୁହେଁ, ଅଙ୍ଗନବାଡ଼ି, ମିନି ଅଙ୍ଗନବାଡ଼ି ଓ ସହାୟିକାମାନଙ୍କ ଅବସର ବୟସସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ସେମାନେ ୬୦ ବର୍ଷ ବୟସରେ କାମରୁ ଅବ୍ୟାହତି ବା ଅବସର ନେଉଥିଲେ । ଏବେ ୬୨ ବର୍ଷ ବୟସ ପର୍ଯ୍ୟନ୍ତ ସେମାନେ କାମ କରିବେ । ୬୨ ବର୍ଷ ବୟସରେ ଅବ୍ୟାହତି ନେବା ସମୟରେ ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ସେମାନଙ୍କ ସାମାଜିକ ସୁରକ୍ଷା ପାଇଁ ଯଥାକ୍ରମେ ୨୦,୦୦୦ ଟଙ୍କା, ୧୫,୦୦୦ ଟଙ୍କା ଓ ୧୦,୦୦୦ ଟଙ୍କା ଲେଖାଏଁ ସହାୟତା ପାଇବେ । ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଏକକାଳୀନ ଭାବେ ସେମାନଙ୍କୁ ଏହି ସହାୟତା ଦିଆଯିବ ।
ଅଙ୍ଗନାବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ ମିଳିବ ଖରାଛୁଟି । ୧୫ ଦିନ ସେମାନେ ଖରାଛୁଟି ପାଇବେ ।
ଏଣିକି ଅଙ୍ଗନବାଡ଼ି ସୁପରଭାଇଜର ପଦବୀର ୫୦ ପ୍ରତିଶତ ଅଙ୍ଗନବାଡ଼ି କର୍ମୀମାନଙ୍କ ମଧ୍ୟରୁ ହିଁ ପୂରଣ ହେବ ।
ଆଜି ଅପରାହ୍ନରେ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ଘୋଷଣା କରିଛନ୍ତି । ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମର ମେରୁଦଣ୍ଡ ସଦୃଶ । ସେମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ସବୁବେଳେ ସଚେତନ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ କି ଅଙ୍ଗନବାଡ଼ି କର୍ମୀଙ୍କ ବର୍ଦ୍ଧିତ ପାରିଶ୍ରମିକ ୭୫୦୦ ଟଙ୍କାରୁ ରାଜ୍ୟ ସରକାର ୪୮୦୦ ଟଙ୍କା ଓ କେନ୍ଦ୍ର ସରକାର ୨୭୦୦ ଟଙ୍କା ଦେବେ । ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ୫୩୭୫ ଟଙ୍କା ବର୍ଦ୍ଧିତ ଦରମାରେ ରାଜ୍ୟ ସରକାରଙ୍କ ଭାଗ ୩୨୭୫ ଟଙ୍କା ଥିବା ବେଳେ କେନ୍ଦ୍ର ସରକାରଙ୍କ ଭାଗ ୨୧୦୦ ଟଙ୍କା । ଅଙ୍ଗନବାଡ଼ି ସହାୟିକାଙ୍କ ବର୍ଦ୍ଧିତ ୩୭୫୦ ଟଙ୍କା ପାରିଶ୍ରମିକରେ ରାଜ୍ୟ ସରକାରଙ୍କ ଭାଗ ୨୪୦୦ ଟଙ୍କା ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଭାଗ ୧୩୫୦ ଟଙ୍କା । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
Previous Post

ନୂଆଦଳ ସଜବାଜ; ଯୋଗାଡ଼ିଆ ଦାୟିତ୍ୱରେ ଯଗେଂଶ୍ୱର

Next Post

କାଲିଠାରୁ ୨୪ ଘଣ୍ଟିଆ କାଳିଆ କଲ୍ ସେଣ୍ଟର

Next Post
କାଲିଠାରୁ ୨୪ ଘଣ୍ଟିଆ କାଳିଆ କଲ୍ ସେଣ୍ଟର

କାଲିଠାରୁ ୨୪ ଘଣ୍ଟିଆ କାଳିଆ କଲ୍ ସେଣ୍ଟର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA