Wednesday, April 29, 2026 11:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କରୋନା@148 : ଯାଜପୁର ବଢୁଛି, ବଲାଙ୍ଗୀର ଛୁଇଁଲା, ୫୫ ସୁସ୍ଥ

by Our Correspondent
01 May, 2020- 03:57 PM
in Latest News, News
1 min read
0
କରୋନା@148 : ଯାଜପୁର ବଢୁଛି, ବଲାଙ୍ଗୀର ଛୁଇଁଲା, ୫୫ ସୁସ୍ଥ
ଭୁବନେଶ୍ୱର: ଯାଜପୁରରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆଜି ବଲାଙ୍ଗୀର ଜିଲ୍ଲାକୁ ଛୁଇଁଛି କରୋନା । ପ୍ରଥମ ଥର ପାଇଁ ଜିଲ୍ଲାରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଢ଼ ମାସ ତଳୁ ସେମାନେ ତାମିଲନାଡୁରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍ ରେ ଥିଲେ । ଆଜି ଦିନରେ ୪ଟି ପର୍ଯ୍ୟାୟରେ ତିନୋଟି ଜିଲ୍ଲାରୁ ୬ କରୋନା ପଜିଟିଭ୍ ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮ରେ ପହଞ୍ଚିଛି ।
ଆଜି ସକାଳେ ପ୍ରଥମେ ବାଲେଶ୍ୱରରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ୧୪୩ ନଂ ଆକ୍ରାନ୍ତ ଏହି ବ୍ୟକ୍ତିଜଣଙ୍କର ବୟସ ୫୮ ବର୍ଷ ଏବଂ ସେ କୋଲକତା ଫେରନ୍ତା । କୌଣସି ଲକ୍ଷଣ ନ ଥାଇ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଏହି ନୂଆ ପଜିଟିଭ୍ ଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ କୁ ବୃଦ୍ଧି ପାଇଛି । ପରବର୍ତ୍ତୀ ସମୟରେ ବଲାଙ୍ଗୀର ଏବଂ ଯାଜପୁର ଜିଲ୍ଲାରୁ କରୋନା ଅପଟେଡ୍ ଆସିଛି । ବଲଙ୍ଗୀର ଜିଲ୍ଲାରୁ ପ୍ରଥମଥର ପାଇଁ ଚିହ୍ନଟ ଦୁଇ ଆକ୍ରାନ୍ତଙ୍କ ଘର ଲେଖାରିଆ ଗାଁରେ । ସେମାନଙ୍କର ବୟସ ଯଥାକ୍ରମେ ୨୨ ଓ ୧୮ ବର୍ଷ । ତାମିଲନାଡୁରୁ ଫେରିବାର ଦେଢ଼ମାସ ପରେ ସେମାନଙ୍କଠାରେ ସଂକ୍ରମଣ ବାହାରିଛି ।
ଯାଜପୁରରୁ ଦୁଇଟି ଥାକରେ ୩ ପଜିଟିଭ୍ ବାହାରିଛନ୍ତି । ସମସ୍ତେ କୋଲକତା ଫେରନ୍ତା ଏବଂ ଲକ୍ଷଣହୀନ । ପ୍ରଥମ ଦୁଇଜଣଙ୍କ ମଧ୍ୟରେ ବିରଜାପୁରର ୫୫ ବର୍ଷର ପୁରୁଷ ଏବଂ କଟିକଟାର ୭୫ ବର୍ଷର ମହିଳା ଅଛନ୍ତି । ଦ୍ୱିତୀୟ ଥାକରେ ପଜିଟିଭ୍ ଚିହ୍ନଟ ବ୍ୟକ୍ତିଜଣଙ୍କର ବୟସ ୩୦ ବର୍ଷ । ତାଙ୍କ ଘର ବେହେରାପାଟଣାରେ । ଏମାନଙ୍କୁ ମିଶାଇ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି ।
ଆହୁରି ୧୪ ସୁସ୍ଥ: ଏକ ଖୁସି ଖବର । ଆଜି ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି । ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରାପଡ଼ାରୁ ଜଣେ, ଭୁବନେଶ୍ୱରରୁ ୩, ବାଲେଶ୍ୱରରୁ ୩ ଏବଂ ଭଦ୍ରକରୁ ୭ ଜଣ । ଏଥିସହ କେନ୍ଦ୍ରାପଡ଼ାରୁ ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୫୫ ଆକ୍ରାନ୍ତ ସୁସ୍ଥ ହେଲେ ।
Previous Post

୨ ମିଟର ଦୂରତା ନ ରଖିଲେ ୫୦୦ ଜୋରିମାନା

Next Post

ମେ ୧୭ ଯାଏଁ ବଢ଼ିଲା ଲକଡାଉନ୍

Next Post
ମେ ୧୭ ଯାଏଁ ବଢ଼ିଲା ଲକଡାଉନ୍

ମେ ୧୭ ଯାଏଁ ବଢ଼ିଲା ଲକଡାଉନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA