Friday, April 17, 2026 01:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମନେ ପଡ଼ିଲା ଜିରୋ ଟଲେରାନ୍ସ

by Our Correspondent
24 Jul, 2017- 08:57 PM
in Latest News, News
1 min read
0
ମନେ ପଡ଼ିଲା ଜିରୋ ଟଲେରାନ୍ସ

ଭୁବନେଶ୍ୱର: ଦୁର୍ନୀତି ଓ ପିସି କାରବାର ବନ୍ଦ ପାଇଁ ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ତାହା କେମିତି ବନ୍ଦ ହବ ତାକୁ ନେଇ ଯୋଜନା ବତାଇ ନେଇ ନ ଥିଲେ । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ଅଫିସରଙ୍କୁ ବ୍ଲୁ ପ୍ରିଣ୍ଟ ଧରାଇଛନ୍ତି । ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ପଲିସିକୁ କଡ଼ାକଡ଼ି ପାଳନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦୁର୍ନୀତି ହଟାଓ ବ୍ଲୁ ପ୍ରିଣ୍ଟରେ ତଳୁ ଉପର ଯାଏଁ ସମସ୍ତଙ୍କୁ ସଂପୃକ୍ତ କରାଯାଇଛି । ବ୍ଲକ୍ , ଜିଲ୍ଲା ଓ ରାଜ୍ୟସ୍ତରରେ କମିଟି ଗଠନ ହେବ । କମିଟିରେ ସ୍ଥାନୀୟ ଭିଜିଲାନ୍ସ ଅଧିକାରୀ ସାମିଲ ହେବେ । ବିଭିନ୍ନ ସମୟରେ କମିଟି ଫିଲଡ୍ ଭିଜିଟ୍ କରି ସ୍ୱଚ୍ଛତା ପରଖିବ । ଖାଲି ସେତିକି ନୁହେଁ, ନିୟମିତି ବୈଠକ କରି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଭିଜିଲାନ୍ସ ହେଡକ୍ୱାଟର୍ସକୁ ରିପୋର୍ଟ କରିବ । ଦୁର୍ନୀତି ପ୍ରତିଷେଧକ କାର୍ଯ୍ୟକ୍ରମର ତଦାରଖ ପାଇଁ ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଓଭରସାଇଟ୍ କମିଟି ଗଠନ କରାଯିବ । ଦୁର୍ନୀତି ବିରୋଧୀ ଅଭିଯାନରେ ବିଭିନ୍ନ ଗ୍ରାମ୍ୟ ନିର୍ମାଣ ଯୋଜନା, ନିରାମୟ ଯୋଜନା, ଜନନୀ ସୁରକ୍ଷା ଯୋଜନା ଓ ଆଇସିଡିଏସ୍ କାର୍ଯ୍ୟକ୍ରମ ଉପରେ ସ୍ୱତନ୍ତ୍ର ଫୋକସ୍ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଗୃହ ନିର୍ମାଣ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତାର ଲମ୍ବା ତାଲିକା ବଢ଼ିବାରେ ଲାଗିଛି । ଏଥିରେ ଶହ ଶହ କୋଟି ଟଙ୍କା ଚଳୁ ହୋଇଯାଇଛି । ପ୍ରକୃତ ହିତାଧିକାରୀଙ୍କ ଘରକୁ କୁଜିନେତା, ନେତା ଓ ଅଫିସରମାନେ ଲୁଟି ନେଇଛନ୍ତି । ଏ ବାବଦରେ ଭିଜିଲାନସ ପାଖକୁ ୫୬୦ ଅଭିଯୋଗ ଆସିଥିବା ବେଳେ ମାତ୍ର ୩୮ ଟି କ୍ଷେତ୍ରରେ ମାମଲା ଦାଏର ହୋଇଛି । ଟୋଲ୍ ଫ୍ରି ନମ୍ବର ସ୍ଥାପନ ହେବାର ମାତ୍ର ୪ ଦିନ ମଧ୍ୟରେ ୨୮୯ ଟି ଅଭିଯୋଗ ହସ୍ତଗତ ହୋଇଥିବା ସରକାରୀ ଭାବେ କୁହାଯାଇଛି । ତେବେ ଏହି ମେଗା ଦୁର୍ନୀତି ଓ ଅନିୟମିତତାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ମୁଖ୍ୟମନ୍ତ୍ରୀ ଠୋସ୍ କିଛି କହିନାହାନ୍ତି ।

Previous Post

ବାବୁଙ୍କ ପତ୍ନୀ ବାବୁଆଣି ନୁହଁନ୍ତି

Next Post

ସିଧା ଜବାବ ଦିଅ, କଥା ବଙ୍କାନି

Next Post
ସିଧା ଜବାବ ଦିଅ, କଥା ବଙ୍କାନି

ସିଧା ଜବାବ ଦିଅ, କଥା ବଙ୍କାନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA