Thursday, May 21, 2026 08:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମନ୍ତ୍ରୀଙ୍କୁ ଆଉ ମିଳିବନି ‘ଗାର୍ଡ ଅଫ ଅନର’

by Our Correspondent
14 Aug, 2019- 03:27 PM
in Latest News, News
1 min read
0
ମନ୍ତ୍ରୀଙ୍କୁ ଆଉ ମିଳିବନି ‘ଗାର୍ଡ ଅଫ ଅନର’
ଭୁବନେଶ୍ୱର: ନାଲିବତୀ ହରାଇବାର ଯନ୍ତ୍ରଣା ଭୋଗୁଥିବା ଭିଭିଆଇପିମାନଙ୍କ ପାଇଁ ପୁଣି ଏକ ଯନ୍ତ୍ରଣାଦାୟକ ଖବର । ଆଉ ସେମାନଙ୍କୁ ମିଳିବନି ଗାର୍ଡ ଅଫ ଅନର । ରାଜ୍ୟରେ ‘ଗାର୍ଡ ଅଫ ଅନର’/ ହାଉସ ଗାର୍ଡ ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସରକାରୀ ପଦାଧିକାରୀମାନଙ୍କୁ ଦିଆଯାଉଥିବା ‘ଗାର୍ଡ ଅଫ ଅନର’/ହାଉସ ଗାର୍ଡ ବ୍ୟବସ୍ଥା ଆଜିଠାରୁ ଉଚ୍ଛେଦ ହେଲା ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
‘ଗାର୍ଡ ଅଫ ଅନର’ ହିତାଧିକାରୀଙ୍କ ପାଇଁ କିନ୍ତୁ ସାମୟିକ ଆଶ୍ୱାସନା ରହିଛି । ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ଏବଂ ଉତ୍କଳ ଦିବସ ପାଳନ ବେଳେ ସେମାନେ ଏହି ସମ୍ମାନ ପାଇପାରିବେ । ଉତ୍ସବର ମୁଖ୍ୟ ଅତିଥିଙ୍କୁ ‘ଗାର୍ଡ ଅଫ ଅନର’ ଦିଆଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି ।
ତେବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଲୋକାୟୁକ୍ତ, ସୁପ୍ରିମକୋର୍ଟ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କ କ୍ଷେତ୍ରରେ ଗାର୍ଡ ଅଫ ଅନର ଉଚ୍ଛେଦ କଟକଣା ଲାଗୁ ହେବ ନାହିଁ । ଏହି ଭିଭିଆଇମାନଙ୍କୁ ପୂର୍ବଭଳି ଗାର୍ଡ ଅଫ ଅନର ଦିଆଯିବ ।
‘ମାନ୍ୟବର’ ହେଲେ ସ୍ୱାଧୀନତା ସଂଗ୍ରାମୀ
ମନ୍ତ୍ରୀ, ବିଧାୟକମାନଙ୍କ ଭଳି ରାଜ୍ୟର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏଣିକି ମାନ୍ୟବର ସମ୍ବୋଧନ କରାଯିବ । ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ମହନୀୟ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏଣିକି ଉଚ୍ଚ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିବିଶେଷ ଓ ସ୍ୱାଧୀନତା ସଂଗ୍ରାମୀମାନେ ହିଁ ‘ମାନ୍ୟବର’ ସମ୍ବୋଧିତ ହେବେ ବୋଲି ସ୍ପଷ୍ଟ କରାଯାଇଛି ।
Previous Post

ଦୁଇ ସପ୍ତାହ ବଢ଼ିଲା ‘କାଳିଆ’ ଯାଞ୍ଚ ଅବଧି

Next Post

‘ଅଫିସ କର୍ମଚାରୀଙ୍କୁ ସଂଗଠନ ଦାୟିତ୍ୱ, ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ କିରାଣୀ ମାନ୍ୟତା’

Next Post
‘ଅଫିସ କର୍ମଚାରୀଙ୍କୁ ସଂଗଠନ ଦାୟିତ୍ୱ, ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ କିରାଣୀ ମାନ୍ୟତା’

‘ଅଫିସ କର୍ମଚାରୀଙ୍କୁ ସଂଗଠନ ଦାୟିତ୍ୱ, ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ କିରାଣୀ ମାନ୍ୟତା’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA