Wednesday, April 29, 2026 11:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୧୨ ତାରିଖରୁ ଟ୍ରେନ୍, ସୋମବାର ଅପରାହ୍ନ ୪ଟାରୁ ବୁକିଂ

by Our Correspondent
10 May, 2020- 10:01 PM
in Latest News, National, News
1 min read
0
୧୨ ତାରିଖରୁ ଟ୍ରେନ୍, ସୋମବାର ଅପରାହ୍ନ ୪ଟାରୁ ବୁକିଂ
ନୂଆଦିଲ୍ଲୀ: ଦୀର୍ଘ ପ୍ରାୟ ଦେଢ଼ମାସ ଧରି ଯାତ୍ରୀଙ୍କ ପାଇଁ ବନ୍ଦ ରହିଥିବା ଟ୍ରେନ୍ ସେବା ମଙ୍ଗଳବାରଠାରୁ ଆରମ୍ଭ ହେବ । ତେବେ ଏକାଥରକେ ସବୁ ଟ୍ରେନ୍ ନ ଚାଲି ପର୍ଯ୍ୟାୟକ୍ରମେ ଚାଲିବ । ୧୨ ତାରିଖରୁ ପ୍ରାଥମିକ ପର୍ଯ୍ୟାୟରେ ୧୫ ଯୋଡା ଟ୍ରେନ୍ (ଯିବା ଆସିବା ୩୦ ଟ୍ରେନ୍) ଚଳାଚଳ କରିବ । ସ୍ୱତନ୍ତ୍ର ଟ୍ରେନ୍ ଭାବେ ଏଗୁଡ଼ିକ ନୂଆଦିଲ୍ଲୀ ଷ୍ଟେସନ୍ ରୁ ବିଭିନ୍ନ ସହରକୁ ଗଡ଼ିବ । ଏଥିରେ ଭୁବନେଶ୍ୱକୁ ଟ୍ରେନ୍ ସେବା ରହିଛି । ଆସନ୍ତାକାଲି ଅପରାହ୍ନ ୪ଟାରୁ ବୁକିଂ ଆରମ୍ଭ ହେବ । ତେବେ କେବଳ ଆଇଆରସିଟଇସି ଜରିଆରେ ହିଁ ଟିକେଟ ବୁକ୍ ହେବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସମେତ ଦିବ୍ରୁଗଡ଼, ଅଗରତାଲା, ହାୱାଡା, ପାଟଣା, ବିଳାସପୁର, ରାଞ୍ଚି, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଭନନ୍ତପୁରମ୍, ମଦଗାଁଓ, ମୁମ୍ବାଇ ସେଣ୍ଟ୍ରାଲ୍, ଅହମ୍ମଦାବାଦ ଏବଂ ଜାମ୍ମୁ ତାୱିକୁ ଟ୍ରେନ୍ ଚଳାଚଳ କରିବ ।
ପରବର୍ତ୍ତୀ ସମୟରେ ନୂଆ ରୁଟ୍ ରେ ସ୍ୱତନ୍ତ୍ର ଟ୍ରେନ୍ ସେବା ଆରମ୍ଭ କରାଯିବ । ୨୦ ହଜାର କୋଚ୍ ରେ କୋଭିଡ୍-୧୯ କେୟାର୍ ସେଣ୍ଟର ଏବଂ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ‘ଶ୍ରମିକ ସ୍ପେଶାଲ୍’ ଭାବେ ପ୍ରତିଦିନ ୩୦୦ ଟ୍ରେନ୍ ରିଜର୍ଭ ରଖାଯିବା ପରେ ଯାଇ ଅବଶିଷ୍ଟ କୋଚ୍ ର ଉପଲବ୍ଧତା ଦେଖି ଏହି ସେବା ଯୋଗାଇ ଦିଆଯିବ ।
ଆସନ୍ତାକାଲି(ସୋମବାର) ଅପରାହ୍ନ ୪ଟାରେୁ ଆଇଆରସିଟିସି ୱେବସାଇଟ୍(https://www.irctc.co.in/ ) ରେ କେବଳ ଟିକେଟ ବୁକିଂ ହେବ । ରେଳଷ୍ଟେସନ୍ ରେ ଟିକେଟ୍ ବୁକିଂ କାଉଣ୍ଟର ବନ୍ଦ ରହୁଥିବାରୁ ସେଠାରେ ଟିକେଟ ଉପଲବ୍ଧ ହେବ ନାହିଁ । ଯେଉଁମାନଙ୍କର ଟିକେଟ କନଫର୍ମ ହେବ କେବଳ ସେମାନଙ୍କୁ ହିଁ ପ୍ଲାଟଫର୍ମରେ ପ୍ରବେଶ ଅନୁମତି ମିଳିବ ।
ଯାତ୍ରୀମାନେ ମୁହଁରେ ମାସ୍କ ପିନ୍ଧିବା ଏବଂ ଷ୍ଟେସନ୍ ରେ ସ୍କ୍ରିନିଂ କୁ ବାଧ୍ୟତାମୂଳକ କରାଯାଇଛି । କରୋନା ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ଟ୍ରେନ୍ ରେ ଯିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
Previous Post

Advertisement

Next Post

କରୋନାର କାୟାବିସ୍ତାର: ପୁରୀକୁ ଫେରିଲା, ବୌଦ୍ଧକୁ ଡେଇଁଲା

Next Post
କରୋନାର କାୟାବିସ୍ତାର: ପୁରୀକୁ ଫେରିଲା, ବୌଦ୍ଧକୁ ଡେଇଁଲା

କରୋନାର କାୟାବିସ୍ତାର: ପୁରୀକୁ ଫେରିଲା, ବୌଦ୍ଧକୁ ଡେଇଁଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA