Friday, March 13, 2026 01:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଜାଲି କର୍ମଚାରୀ, ହାଉସିଂ ବୋର୍ଡ ଡବୁଟୁବୁ

by Our Correspondent
24 Dec, 2015- 03:12 PM
in News
1 min read
0
ଜାଲି କର୍ମଚାରୀ, ହାଉସିଂ ବୋର୍ଡ ଡବୁଟୁବୁ

ଭୁବନେଶ୍ୱର( ମିଡ଼-ଡ଼େ ଓଡ଼ିଶା) ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଦେବାଳିଆ ହୋଇଯାଇଛି । ଅତୀତରେ ଶହ ଶହ କୋଟି ଟଙ୍କାର ଲାଭ କରୁଥିବା ଏହି ସଂସ୍ଥା ଆକାଉଣ୍ଟରେ ଆଜିକା ଦିନରେ ଅଛି ମାତ୍ର ୨ କୋଟି ଟଙ୍କା । ପ୍ରାୟ ୮୦୦ କର୍ମଚାରୀ ଥିବା ଏହି ସଂସ୍ଥା ହାତରେ ଏବେ କାଁ ଭାଁ ପ୍ରକଳ୍ପ ଥିବାରୁ ସଂସ୍ଥାର ଆର୍ଥିକ ସ୍ଥିତି ଆଗକୁ କ’ଣ ହେବ ସେ ନେଇ ସରକାର ବି ଚିନ୍ତାରେ ପଡ଼ିଯାଇଛନ୍ତି ।
ସଞ୍ଜୟ ଦାସବର୍ମା ବୋର୍ଡର ଅଧ୍ୟକ୍ଷ ହୋଇ ଆସିବା ପରେ ନୂଆ ଭିଜନ୍‍ ରଖି କାମ କରିଥିଲେ । ୨୦୦ ରୁ ଉଦ୍ଧ୍ୱର୍ କୋଟି କୋଟି ଟଙ୍କା ଋଣ ଆଣି ଏକ ରିଭାଇଭାଲ୍‍ ପ୍ୟାକେଜ୍‍ କରିଥିଲେ । ତାଙ୍କ କାର୍ଯ୍ୟକାଳ ଭିତରେ ନିଜ ଭିଜନ୍‍ କୁ ସଫଳ କରିବାରେ ସଫଳ ହୋଇଥିଲେ ସଞ୍ଜୟ । ସେ ଗଲା ବେଳକୁ ସବୁ ଋଣ ସୁଝି ସଂସ୍ଥା ଆକାଉଣ୍ଟରେ ୭୫ କୋଟି ଟଙ୍କାର ବାଲାନ୍ସ ରଖି ଯାଇଥିଲେ । ମାତ୍ର ତାଙ୍କ ପରେ ସରୋଜ ସାମଲ ଦାୟିତ୍ୱ ନେଲା ପରେ ସୁଧୁରି ଆସୁଥିବା ସଂସ୍ଥାକୁ ଡୁବେଇ ଦେବାକୁ ଆରମ୍ଭ କଲେ । ବେଲଗାମ୍‍ ହୋଇଗଲା ସଂସ୍ଥା । ଦୁର୍ନୀତି ଚରମ ସୀମାରେ ପହଞ୍ଚିଲା । ସେ ଛାଡ଼ି ଗଲାବେଳକୁ ସଂସ୍ଥା ପୁଣି କରଜିଆ ହୋଇଗଲା । ତାଙ୍କ ପରେ ପ୍ରତାପ ଦେବ ଦାୟିତ୍ୱ ନେବା ପରେ ପୁର୍ନଜୀବନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ହେଲେ ସବୁଆଡେ ମେଲା ପଡ଼ିଥିବାରୁ କୁଆଡେ ବୁଜିବେ ଥଳକୂଳ ପାଉନାହାନ୍ତି ରାଜା ସାହେବ ।
ସଂସ୍ଥାରେ ପ୍ରାୟ ୮୦୦ କର୍ମଚାରୀ ଅଛନ୍ତି । ସେଥିରୁ ୧୦ ପ୍ରତିଶତ ସରକାରୀ କର୍ମଚାରୀ ହୋଇଥିବା ବେଳେ ବାକି ୯୦ ପ୍ରତିଶତ କର୍ମଚାରୀ ଓଡ଼ିଶା ହାଉସିଂ ବୋର୍ଡର ନିଜସ୍ୱ କର୍ମଚାରୀ । ଅର୍ଥାତ୍‍ ସେମାନଙ୍କ ଦରମା ହାଉସିଂ ବୋର୍ଡ ନିଜ ପକେଟରୁ ଦେଉଛି । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଏହି ୯୦ ପ୍ରତିଶତ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୩୦୦ କର୍ମଚାରୀ ସେଠାରେ ବେଆଇନ ଭାବେ ନିଯୁକ୍ତି ପାଇଛନ୍ତି । ତକ୍ରାଳୀନ ବିଭିନ୍ନ ପ୍ରକଳ୍ପ ପାଇଁ ସେମାନେ ଅସ୍ଥାୟୀ କାମ କରୁଥିଲେ । ମାତ୍ର ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା ପରେ ସେମାନଙ୍କୁ ୱାର୍କଚାର୍ଜ ଦିଆଯାଇ ବୋର୍ଡର କର୍ମଚାରୀ ନିଯୁକ୍ତି ଦିଆଯାଇଛି । ପଦବୀ ଅନୁଯାୟୀ ଏହି କର୍ମଚାରୀମାନଙ୍କର ଯୋଗ୍ୟତା ନାହିଁ । ସେଥିରେ ଅନେକ କର୍ମଚାରୀ ସାର୍ଟିଫିକେଟ୍‍ ଜାଲିଆତି କରି ଭର୍ତ୍ତି ହୋଇଯାଇଛନ୍ତି । ଆବଶ୍ୟକତାଠାରୁ ଢ଼େର୍‍ ଅଧିକ ଏହି କର୍ମଚାରୀଙ୍କ ପାଇଁ କିଛି କାମ ନ ଥିବାରୁ ବର୍ଷ ବର୍ଷ ଧରି ବିନା କାମରେ ଦରମା ନେଉଛନ୍ତି । ଅଫିସ୍‍ ଆସି ଖଟି ମାରି ଯିବା ଛଡ଼ା ସେମାନଙ୍କର କାମ କିଛି ନାହିଁ । ସେମାନଙ୍କ ଦରମା ବୋଝ ହାଉସିଂ ବୋର୍ଡର ଅବସ୍ଥାକୁ ଦୁର୍ଗତି ଭିତରକୁ ଠେଲିଦେଇଛି । ଏଭଳିସ୍ଥିତିରେ କର୍ମଚାରୀମାନେ ଦାବି କରୁଛନ୍ତି ଅବସର ବୟସ ସୀମା ଏବଂ ଦରମା ବଢ଼ାଇବାକୁ । ତେବେ କର୍ମଚାରୀଙ୍କ ଏହି ଦାବିକୁ ଆଦୋ÷ ଗ୍ରହଣ କରିପାରିବେ ନାହିଁ ବୋଲି ରୋକ୍‍ଠୋକ୍‍ ଶୁଣାଇଛନ୍ତି ଅଧ୍ୟକ୍ଷ ପ୍ରତାପ ଦେବ । ଚେତାବନୀ ଦେଇଛନ୍ତି ସଂସ୍ଥାର ଲାଭ ପାଇଁ କାମ କର । ତାପରେ ଯାଇ ବିଚାର ।

Previous Post

ସାବଧାନ! ରାଜ୍ୟକୁ ଜଗା ସାହା

Next Post

ଲଜ୍ଜା ସରମ ନାହିଁ ବିଏମ୍‍ସିର

Next Post
ଲଜ୍ଜା ସରମ ନାହିଁ ବିଏମ୍‍ସିର

ଲଜ୍ଜା ସରମ ନାହିଁ ବିଏମ୍‍ସିର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA