Friday, March 13, 2026 11:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ବଦ୍ରି ଇଜ୍ଜତ ନେଇଗଲେ

by Our Correspondent
29 Dec, 2015- 02:22 AM
in News
1 min read
0
ବଦ୍ରି ଇଜ୍ଜତ ନେଇଗଲେ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ନିଜକୁ କେନ୍ଦୁଝର ଜିଲ୍ଲାର ଅପ୍ରତିଦ୍ୱନ୍ଦୀ ନେତା ଦାବି କରି ଆସୁଥିଲେ । ସେହି ହିସାବରେ ବି ମନ୍ତ୍ରୀ ପଦ ହାତେଇ ଆସୁଛନ୍ତି । ମାତ୍ର ସେଇ ବଦ୍ରି ଆଜି ବିଜେଡ଼ିରେ ମାନ ଇଜ୍ଜତକୁ ମାଟିରେ ମିଶାଇ ଦେଇଛନ୍ତି । କେନ୍ଦୁଝରଗଡ଼ ପୋ÷ର ପରିଷଦ ହାତରୁ ଖସିଯିବା ନବୀନ ପଟ୍ଟନାୟକ ଓ ବିଜେଡ଼ିକୁ ଶକ୍ତ ଚାପଡ଼ା ଦେଇଛି । ସଂଯୋଗବଶତଃ ହେଉ କି ଯୋଜନାବଦ୍ଧ ଭାବେ ହେଉ ପୋ÷ରପାଳିକାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟ ଚାଲୁଥିବା ବେଳେ ଖୋଦ୍‍ ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ଡେରା ପକାଇଥିଲେ । ଆଉ ସେଥିରେ ହାରିବା ପରେ ନବୀନଙ୍କୁ ଅପମାନିତ ହୋଇ ଭୁବନେଶ୍ୱର ଫେରିବାକୁ ପଡ଼ିଥିଲା ।
ବିଜେଡ଼ିର ୯ ଜଣ କାଉନସିଲର ଅଧ୍ୟକ୍ଷା ମିନା ମାଝୀଙ୍କ ବିରୋଧରେ ଅନାସ୍ଥା ନୋଟିସ୍‍ ଦେବା ଦିନଠୁଁ ବିଜେଡ଼ି କସରତ୍‍ ଆରମ୍ଭ କରିଥିଲା । ଏହାକୁ ଭଣ୍ଡୁର କରିବାକୁ ଖୋଦ ତୃତୀୟ ମହଲା ମୁଣ୍ଡ ଖେଳାଇଥିଲେ । ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ବେଶ୍‍ ବାହାଦୁରି ମାରିଥିଲେ ନବୀନଙ୍କ ଆଗରେ । ନିର୍ଭୟ ପ୍ରତିଶ୍ରୁତି ଦେଇଥିଲେ କିଛି ହେବନି ବୋଲି । ମାତ୍ର ସ୍ୱାଧୀନ ବିଧାୟକ ସନାତନ ମହାକୁଡ଼ ଗୋଟିଚାଳନା ବଦ୍ରିଙ୍କ ଜାନ୍‍ ହଜାଇଦେଇଛି । ସମଗ୍ର କେନ୍ଦୁଝର ଜିଲ୍ଲାର ବିଜେଡ଼ିକୁ ହାତମୁଠାରେ ରଖିଥିବା ଦାବି କରି ଆସୁଥିବା ବଦ୍ରି ଶେଷକୁ ନବୀନ ପଟ୍ଟନାୟକଙ୍କୁ ନିଜ ମାଟିରେ ଅପମାନିତ କରିଛନ୍ତି । ବିଜେଡ଼ିର ମୁଖପାତ୍ରମାନେ ଗଣମାଧ୍ୟମରେ ଯେତେ ସଫେଇ ଦେଲେ ବି ମୁଖ୍ୟମନ୍ତ୍ରୀ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ଆଉ ସେହି ହିସାବରେ ବଦ୍ରିଙ୍କ ଗୋଡ ÿତଳୁ ମାଟି ଖସିଯାଇଛି ।

Previous Post

ଭକୁଆ ହେଲେ ମନ୍ତ୍ରୀ,ଏମଏଲଏ

Next Post

ଇସ୍ତଫା ପାଇଁ ପାଣି ପିଆଇଲେ ଅନୀତା

Next Post
ଇସ୍ତଫା ପାଇଁ ପାଣି ପିଆଇଲେ ଅନୀତା

ଇସ୍ତଫା ପାଇଁ ପାଣି ପିଆଇଲେ ଅନୀତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA