Wednesday, March 11, 2026 08:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ମୋତିଲାଲ୍‌ ଅଣ୍ଡରଗ୍ରାଉଣ୍ଡ, ରାଜ୍ୟ ବାହାରକୁ ଛୁ !

by Our Correspondent
24 Jun, 2016- 07:13 PM
in News
1 min read
0
ମୋତିଲାଲ୍‌ ଅଣ୍ଡରଗ୍ରାଉଣ୍ଡ, ରାଜ୍ୟ ବାହାରକୁ ଛୁ !

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଶୁକ୍ରବାର ସଂଧ୍ୟାରେ ଭୁବନେଶ୍ୱର ଛାଡି ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି ଡାକ୍ତର ମୋତିଲାଲ ଗୌଡ଼ । ତାଙ୍କୁ ଗିରଫ କରିବାକୁ କ୍ରାଇମବ୍ରାଞ୍ଚ ପୁଲିସ ତନାଘନା ଆରମ୍ଭ କରିବା ପୂର୍ବରୁ ସେ ଏକ କାର୍‌ରେ ନୟାଗଡ଼ ଭାୟା ହୋଇ ଓଡ଼ିଶା ପାର୍‌ ହୋଇଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

ଆଜି ହାଇକୋର୍ଟରେ ମୋତିଲାଲଙ୍କ ଜାମିନ୍‌ ଆବେଦନର ଶୁଣାଣୀ ହୋଇଥିଲା । ମଧ୍ୟାହ୍ନରେ ବିଚାରପତି ଏହାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ମାତ୍ର ଅଚାନକ ସଂଧ୍ୟା ପ୍ରାୟ ୭ ଟା ବେଳକୁ ମାନ୍ୟବର ବିଚାରପତି ତାଙ୍କର ଜାମିନ୍‌ ଆବେଦନର ରାୟ ପ୍ରକାଶ କରିଥିଲେ । ସେଥିରେ ମୋତିଲାଲଙ୍କ ଜାମିନ୍‌ ଆବେଦନ ନାକଚ ହୋଇଯିବା ସହ ପୂର୍ବରୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ହଟାଇ ଦିଆଯାଇଥିଲା । ସକାଳର ପାଣିପାଗରୁ ଆଜି ରାୟ ପ୍ରକାଶ ପାଇବନି ବୋଲି ନିଶ୍ଚିତ ହୋଇସାରିଥିବା ମୋତିଲାଲ ଭୁବନେଶ୍ୱରରେ ଅନ୍ତରଙ୍ଗ ବିଧାୟକ ସାଙ୍ଗଙ୍କ ମେଳରେ ଥିବା ବେଳେ ହିଁ ତାଙ୍କ ଜାମିନ୍‌ ଆବେଦନ ନାକଚ ଖବର ପାଇଥିଲେ । ଆଉ ପୂର୍ବ ଯୋଜନାମତେ ତୁରନ୍ତ ଏକ ଚାରିଚକିଆ ଗାଡ଼ିରେ ଭୁବନେଶ୍ୱର ପାର୍‌ ହୋଇ ନୟାଗଡ଼ ରାସ୍ତା ଧରିଥିଲେ । କ୍ରାଇମବ୍ରାଞ୍ଚ ପୁଲିସ ଭୁବନେଶ୍ୱରର ରେଳଷ୍ଟେସନ୍‌ ଓ ଏୟାରପୋର୍ଟ ଜଗିବା ବେଳକୁ ଭୁବନେଶ୍ୱର ପାର୍‌ ହୋଇଯାଇଥିଲେ ମୋତିଲାଲ । ଗରମ ପାଣିପାଗ ବେଳେ କ୍ରାଇମ୍‌ବ୍ରାଞ୍ଚ ଜେରାରୁ ବର୍ତ୍ତିବା ପାଇଁ ରାଜନୈତିକ ପୃଷ୍ଠପୋଷକମାନଙ୍କ ସୁଚିନ୍ତିତ ଯୋଜନାକ୍ରମେ ସେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବା ଏହି ସୂତ୍ରରୁ ଖବର ମିଳିଛି ।
ମୋତିଲାଲଙ୍କ ଆଗୁଆ ଜାମିନ୍‌ ଆବେଦନର ବିଚାର କରି ପୂର୍ବରୁ ଜଷ୍ଟିସ୍‌ ଜେ.ପି.ଦାସଙ୍କ କୋର୍ଟ ଅନ୍ତରୀଣ ସୁରକ୍ଷା ଦେଇଥିଲେ । ମାତ୍ର କ୍ରାଇମବ୍ରାଞ୍ଚ ପୁଲିସ ଜାମିନ୍‌ ଆବଦନ ନାକଚ କରିବାକୁ ଚାଲେଞ୍ଜ କରିଥିଲେ । ଆଜି ଏହାର ଶୁଣାଣୀ ବେଳେ ନାଟକୀୟ ଘଟଣାକ୍ରମେ ଆଡଭୋକେଟ ଜନ୍ମେଜୟ କଟକିଆ ସରକାରଙ୍କ ପକ୍ଷରୁ ସ୍ପେଶାଲ କାଉନସିଲ୍‌ ଭାବେ ଯୁକ୍ତି ଉପସ୍ଥାପନ କରିଥିଲେ । ମୋତିଲାଲଙ୍କ ପକ୍ଷରେ ରାୟ ଜିତିବା ପାଇଁ ପ୍ରଭାବଶାଳୀ ଗୋଷ୍ଠୀ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ବିଫଳ ହୋଇଥିଲେ ।

ସର୍ବଶେଷ ଖବର ଅନୁଯାୟୀ, ମନ୍ତ୍ରୀ/ବିଧାୟକ ସମ୍ପର୍କର ଗୁମର ପେଡ଼ି ଧରିଥିବା ଡାକ୍ତର ମୋତିଲାଲଙ୍କୁ କ୍ରାଇମବ୍ରାଞ୍ଚ ଜେରାରୁ ଦୂରେଇ ରଖିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ହୋଇଛି । ବର୍ତ୍ତମାନର ଅବସ୍ଥାକୁ ସାମନା କରିବାର ଦମ୍ଭ ହରାଇ ଭବିଷ୍ୟତ ପରିଣାମକୁ ଆଖି ବୁଜି ଦେଇଛନ୍ତି ମୋତିଲାଲଙ୍କ ସୁରକ୍ଷା ଢ଼ାଲ ସାଜିଥିବା ପାୱାରଫୁଲ୍‌ ଗୋଷ୍ଠୀ । ଅନ୍ୟପକ୍ଷରେ ଖୋଦ୍‌ ତୃତୀୟ ମହଲା ନିର୍ଦ୍ଦେଶରେ କ୍ରାଇମ୍‌ବ୍ରାଞ୍ଚ ପୁଲିସ ମୋତିଲାଲଙ୍କୁ ତୁରନ୍ତ ଗିରଫ କରିବାକୁ ଜାଲ୍‌ ବିଛାଇଦେଇଛି । ମୋତିଲାଲ ଯେଉଁଠି ବି ଥାଆନ୍ତୁ, ଆଗାମୀ କେଇ ଘଣ୍ଟା ଭିତରେ କ୍ରାଇମବ୍ରାଞ୍ଚ ପୁଲିସ କବଳରୁ ତାଙ୍କୁ କେହି ରକ୍ଷା କରିପାରିବେ ନାହିଁ ବୋଲି ଜନୈକ ଅଧିକାରୀ ସୂଚନା ଦେଇଛନ୍ତି ।

Previous Post

ମୋତିଲାଲ୍‌ ମନ୍ତ୍ର : ନବ ସାହୁ ମିଛ କହିଲେ

Next Post

ହିଂସାର ଜବାବ ହିଂସା, ବିଜେପି-ବିଜେଡ଼ି ମୁହାଁମୁହିଁ

Next Post
ହିଂସାର ଜବାବ ହିଂସା, ବିଜେପି-ବିଜେଡ଼ି ମୁହାଁମୁହିଁ

ହିଂସାର ଜବାବ ହିଂସା, ବିଜେପି-ବିଜେଡ଼ି ମୁହାଁମୁହିଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA