Friday, March 13, 2026 03:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ସରକାର ନିର୍ବିକାର, ବିଧାନସଭା ଛାଡ଼ି ପଳାଇବେ

by Our Correspondent
16 May, 2016- 07:53 AM
in Politics
1 min read
0
ସରକାର ନିର୍ବିକାର, ବିଧାନସଭା ଛାଡ଼ି ପଳାଇବେ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ୪ ଦିନ ପୂର୍ବରୁ ଆଜି ବନ୍ଦ ହୋଇପାରେ ବିଧାନସଭା । ଏ ନେଇ ସ୍ପଷ୍ଟ ସୂଚନା ମିଳିଛି । ବିରୋଧୀ ଦଳର ଏସ୍‌ସି/ଏସ୍‌ଟି ବିଧାୟକମାନେ ୫ ଦଫା ଦାବିରେ ଧାରଣା ଦେଇଥିବାରୁ ଏହି ଆଳରେ ବିଧାନସଭାକୁ ବନ୍ଦ କରିଦେବା ପାଇଁ ଶାସକ ଦଳ ମନ୍ତ୍ରଣା ଜାରି ରଖିଛି । ଆଜି ବିଧାନସଭା ଆରମ୍ଭ କ୍ଷଣି ବାଚସ୍ପତି ଗୃହକୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ବାଚସ୍ପତିଙ୍କ ପୋଡ଼ିୟମ୍‌ ତଳେ ଧାରଣା ଦେଇଥିବା ବିଧାୟକମାନଙ୍କ ଗତିବିଧିକୁ ଅପେକ୍ଷା ନ କରି ବାଚସ୍ପତି ଅତ୍ୟନ୍ତ ତରବରିଆ ଭାବେ ଆଖିପଲକରେ ଗୃହକୁ ମୁଲତବୀ କରିଦେଇଥିଲେ । ଏହା ପରେ ଶାସକ ଦଳର ବିଧାୟକମାନେ ସେଇ ପୁରୁଣା ପ୍ରସଙ୍ଗ କେନ୍ଦ୍ରୀୟ ଅବହେଳା ଧରି ରାଜଭବନ ଯାଇଥିଲେ ଏବଂ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଥିଲେ ।

ଗତ ଶୁକ୍ରବାର ଦିନ ଗୃହରେ ବ୍ୟୟମଂଜୁରୀ ବିଲ୍‌ ଗୃହୀତ ହୋଇସାରିଥିବାରୁ ବିଧାନସଭା ବଜେଟ୍‌ କାର୍ଯ୍ୟ ଶେଷ ହୋଇଛି । ଅଧିବେସନ ସମୟ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥିରୀକୃତ ହୋଇଥିଲେ ମଧ୍ୟ ସରକାର ନିଜ ସୁରକ୍ଷା ପାଇଁ ଆଗୁଆ ବିଧାନସଭାକୁ ବନ୍ଦ କରିବାର ଯୋଜନା କରିଛନ୍ତି । ବିରୋଧୀ ଦଳଙ୍କୁ ଅଧିକ ସମୟ ନ ଦେଇ ବିଧାନସଭା ବନ୍ଦ କରିଦେବା ଶ୍ରେୟସ୍କର ବୋଲି ଚିନ୍ତା କରାଯାଇଛି । ଏସ୍‌ସି/ଏସ୍‌ଟି ବିଧାୟକମାନେ ୧୧ ତାରିଖରୁ ଧାରଣାରେ ବସିଥିଲେ ମଧ୍ୟ ସରକାର ଆଲୋଚନା କରିବାକୁ ଉଚିତ୍‌ ମନେ କରିନାହାନ୍ତି । ବିଧାନସଭାରେ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ତଳେ ସେମାନେ ସାଷ୍ଟାଙ୍ଗ ପଡ଼ିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଚଳିତ ହୋଇନାହାନ୍ତି କି ସେମାନ ସହ ଆଲୋଚନା ପାଇଁ ରାଜି ନୁହଁନ୍ତି । ବାଚସ୍ପତି ମଧ୍ୟ ଏହା ଉପରେ ହସ୍ତକ୍ଷେପ ନ କରି ଶାସକ ଦଳ ଇଙ୍ଗିତରେ ଗୃହ ପରିଚାଳନା କରୁଛନ୍ତି । ଏହି ମାମଲାରେ ବାଚସ୍ପତି ଖୋଲାଖୋଲି ଭାବେ ଶାସକ ଦଳର ପକ୍ଷ ହୋଇଯାଇଛନ୍ତି । ଏହାକୁ ଦୁର୍ଭାଗ୍ୟଜନକ ବୋଲି ବିରୋଧୀ ସଭ୍ୟମାନେ ଗଳାଫଟାଇ ଚିତ୍କାର କରୁଥିଲେ ବି ଶାସକ ଦଳ ସେମାନଙ୍କ ସଂଖ୍ୟାବଳରେ ନିର୍ବିକାର ସାଜିଛନ୍ତି । ଟେନସନ୍‌ ନ ନେଇ ବିଧାନସଭାକୁ ବନ୍ଦ କରିଦେଲେ କାମ ସରିବ ବୋଲି ସେମାନେ ସହଜ ବାଟ ପାଇଛନ୍ତି ।

Previous Post

ନିଜସ୍ୱ ପ୍ରଚାର ନୁହେଁ ତ ?

Next Post

ବିଜେଡ଼ି ରଙ୍ଗରେ ଝଲସିବ ବଡ଼ଦାଣ୍ଡ କୋଠା

Next Post
ବିଜେଡ଼ି ରଙ୍ଗରେ ଝଲସିବ ବଡ଼ଦାଣ୍ଡ କୋଠା

ବିଜେଡ଼ି ରଙ୍ଗରେ ଝଲସିବ ବଡ଼ଦାଣ୍ଡ କୋଠା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA