Tuesday, February 17, 2026 05:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପୁରୀ ଐତିହ୍ୟ କରିଡରର କାର୍ଯ୍ୟ ସମୀକ୍ଷା

by Our Correspondent
19 Dec, 2020- 08:58 PM
in Latest News, News
1 min read
0
ପୁରୀ ଐତିହ୍ୟ କରିଡରର କାର୍ଯ୍ୟ ସମୀକ୍ଷା

ପୁରୀ: ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଆଜି ବଡ଼ି ସକାଳୁ ପୁରୀ ଆସି ଐତିହ୍ୟ କରିଡ଼ର କାର୍ଯ୍ୟ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ପାଣ୍ଡିଆନ୍ ଙ୍କ ସାଙ୍ଗରେ ଥିଲେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାର, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଏବଂ ଏସପି କନୱାଲ୍ ବିଶାଲ ସିଂ ।

ସମୀକ୍ଷା ବେଳେ ଡେଡଲାଇନ୍ ମଧ୍ୟରେ ଜମି ଅଧିଗ୍ରହଣ, ଐତିହ୍ୟ କାର୍ଯ୍ୟର ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଥିଲା । ୨୦ ମିଟର ବାହ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ, ଉଭୟ କରିଡର ଏବଂ ବଫର ଅଞ୍ଚଳ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ । ଆବର୍ଜନା ସଫା କାର୍ଯ୍ୟ ଏବଂ ସାଧାରଣ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ସମୀକ୍ଷା ବେଳେ ଗୁରୁତ୍ୱ ଦିଆଯାଇଥିଲା ।

୧୦୦ ଟଙ୍କାରେ ପୁରୀରେ ରହିପାରିବେ ଭକ୍ତ

ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ପୁରୀରେ ସୁଲଭ ମୂଲ୍ୟରେ ରହିପାରିବେ । ୧୦୦ରୁ ୧୫୦ ଟଙ୍କା ଦେଇ ରାତ୍ରୀ ରହଣୀ ସୁବିଧା ପାଇବେ । ବାସେଳି ସାହି ଥାନା ନିକଟରେ ୩ ରୁ ୪ ହଜାର ଭକ୍ତଙ୍କ ରହିଲା ଭଳି ଭକ୍ତ ନିବାସ ନିର୍ମାଣ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ସୂଚନା ଦେଇଛନ୍ତି ।

ଆଜି ପୁରୀରେ ଏକ ପୃଥକ୍ ସମୀକ୍ଷା ବୈଠକରେ ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ ମୁଖ୍ୟ ପ୍ରଶାସକ । ଭଙ୍ଗା ଯାଇଥିବା ଦୁଇଟି ମାର୍କେଟ୍ କମ୍ପ୍ଲେକ୍ସର କାମ ଖୁବ୍ ଶୀଘ୍ର ଶେଷ ହେବ । ଜେଲ୍ ରୋଡରେ ବହୁ ତଳ ପାର୍କିଂ ନିର୍ମାଣ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି । ଏଥିପାଇଁ ୧୦ ଏକର ଜାଗା ଚିହ୍ନଟ ହୋଇଥିବା ଡକ୍ଟର କ୍ରିଷନ୍ କୁମାର କହିଛନ୍ତି ।

Previous Post

ଓଡ଼ିଶାବାସୀ ହେଉଛନ୍ତି ଆମର ବସ୍: ମୁଖ୍ୟମନ୍ତ୍ରୀ

Next Post

ଦିଲ୍ଲୀରୁ ଆଣିବା ସମ୍ଭବ ହେଲା ସୂର୍ଯ୍ୟକାନ୍ତଙ୍କ ପାର୍ଥିବ ଶରୀର

Next Post
ଦିଲ୍ଲୀରୁ ଆଣିବା ସମ୍ଭବ ହେଲା ସୂର୍ଯ୍ୟକାନ୍ତଙ୍କ ପାର୍ଥିବ ଶରୀର

ଦିଲ୍ଲୀରୁ ଆଣିବା ସମ୍ଭବ ହେଲା ସୂର୍ଯ୍ୟକାନ୍ତଙ୍କ ପାର୍ଥିବ ଶରୀର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA