Our Correspondent

ଏବର୍ଷ ବଢ଼ିବନି ବିଜୁଳି ଦର

ଭୁବନେଶ୍ୱର: ବିଦ୍ୟୁତ ବ୍ୟବହାର କରୁଥିବା ସାଧାରଣ ଉପଭୋକ୍ତାଙ୍କ ପାଇଁ ଆଶ୍ୱସ୍ତିର ଖବର । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରିଟେଲ୍ ବିଦ୍ୟୁତ ଶୁଳ୍କ ବଢ଼ିବ ନାହିଁ । ଏହାକୁ ଅପରିବର୍ତ୍ତିତ ରଖାଯାଇଛି । ଓଇଆରସି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ...

Read more

ପୌର ନିର୍ବାଚନରେ ୬୫% ମତଦାନ

ଭୁବନେଶ୍ୱର: ୩ ମହାନଗର ନିଗମ ସମେତ ୪୭ଟି ମ୍ୟୁନିସିପାଲିଟି ଏବଂ ୫୯ଟି ଏନଏସିରେ ଭୋଟଗ୍ରହଣ ଶେଷ ହୋଇଛି । ୧୦୬ ଟି ପୌରାଞ୍ଚଳରେ ୬୫% ମତଦାନ ହୋଇଥିବା ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି...

Read more

ଭୋଟ ଦେବାକୁ ଚାଲି ଚାଲି ଆସିଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଚାଲି ଚାଲି ଆସିଲେ ୩୦୦ ମିଟର ଦୂର ମତଦାନ କେନ୍ଦ୍ରକୁ । ପ୍ରିଜାଇଡିଂ ଅଫିସରଙ୍କୁ ପରିଚୟପତ୍ର ଦେଖାଇ ସାଧାରଣ ନାଗରିକଙ୍କ ଭଳି ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କଲେ । ଆଉ ଚାଲି...

Read more

ଆସନ୍ତାକାଲି ପୌର ଭୋଟ୍

ଭୁବନେଶ୍ୱର: ଆସନ୍ତାକାଲି ପୌର ନିର୍ବାଚନ । ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବ । ୧୦୬ ଟି ମ୍ୟୁନିସିପାଲିଟି/ଏନଏସି ଏବଂ ତିନୋଟି ମହାନଗର ନିଗମ ପାଇଁ ଅନୁଷ୍ଠିତ ହେଉଥିବା ଏହି ନିର୍ବାଚନରେ ପ୍ରାୟ ୪୦ ଲକ୍ଷ ଭୋଟର ସେମାନଙ୍କ...

Read more

ଆଉ ୬ ବାବୁଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ସରକାରୀ କାର୍ଯ୍ୟକ୍ଷେତ୍ରରେ ଦୁର୍ନୀତି ଓ ଅପାରଗତା ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି । ରାଜ୍ୟ ସରକାର ଆଜି ଆଉ ୬ ଜଣ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି...

Read more

ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାର ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚ । ପୁଲିସ ଡିଜି ସୁନୀଲ ବଂଶଲଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ତତକ୍ଷଣାତ୍ କାମ ଆରମ୍ଭ କରିଦେଇଛି । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରିବା...

Read more

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ

ଭୁବନେଶ୍ୱର: ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି । ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କ ମାଡ଼ରେ ଲହୁଲୁହାଣ ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିବା ଏହି ବିଧାୟକ ଆଜି ସେଠାରୁ ଡିସଚାର୍ଜ ହେଲା ପରେ ପୁଲିସ ଦ୍ୱାରା ଗିରଫ ହୋଇ...

Read more
Page 495 of 1025 1 … 494 495 496 … 1,025