Our Correspondent

ମାଡ଼ ଖାଇଲା ମ୍ୟାଡାମ୍ ଙ୍କ ପତିଆରା

ଭୁବନେଶ୍ୱର: ବିଏମସି ନିର୍ବାଚନରେ ବିଜେପିର ଏକାଙ୍ଗ ଚକ୍ରବର୍ତ୍ତୀ ଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ପ୍ରଚାର, ଖର୍ଚ୍ଚବାଚ ସବୁଥିରେ ତାଙ୍କର ଥିଲା ମାମଲତି । ହେଲେ ଘମାଘୋଟ ଯୁଦ୍ଧ ବେଳକୁ ମ୍ୟାଡାମ୍ ମୈଦାନରୁ ଉଭାନ ହୋଇଗଲେ...

Read more

ଦୟାଲ୍ ବୃଦ୍ଧାଶ୍ରମ ସିଲ୍ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଆଜି ଶର୍ମିଷ୍ଠା ରାଉତଙ୍କ ଦୟାଲ୍ ବୃଦ୍ଧାଶ୍ରମ ଆସି ସେଠାରେ ତନାଘନା କରିଥିଲେ । ପ୍ରାୟ ୩ ଘଣ୍ଟା ଧରି ସେମାନେ ତନ୍ନ ତନ୍ନ ଯାଞ୍ଚ କରିବା ପରେ ତାହାକୁ...

Read more

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର:ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜେଡ଼ିର ଐତିହାସିକ ସଫଳତା ପାଇଁ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନର ସୁଅ ଛୁଟିଛି । ଏହିକ୍ରମରେ ଆଜି ରାଜ୍ୟର ବରିଷ୍ଠ ଆଇଏଏସ୍ ଏବଂ ଆଇପିଏସ୍ ଅଫିସରଙ୍କ ସମେତ ଓଏଏସ୍ ଅଫିସର ସଂଘ,...

Read more

କିଟକୁ ଏସିଆ ଏଜୁକେସନ୍‍ ପୁରସ୍କାର ୨୦୨୨

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟକୁ ଏସିଆ ଏଜୁକେସନ୍‍ ପୁରସ୍କାର ୨୦୨୨ ପ୍ରଦାନ କରାଯାଇଛି। ଶୁକ୍ରବାର ବାଙ୍ଗାଲୋରରେ ଏସିଆ ଟୁଡେ ରିସର୍ଚ୍ଚ ଓ ମିଡ଼ିଆ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ...

Read more

୬୧ ହଜାରରୁ ଅଧିକ ଭୋଟରେ ବିଜୟୀ ହେଲେ ସୁଲୋଚନା ଦାସ

ଭୁୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ମେୟର ନିର୍ବାଚିତ ହୋଇଛନ୍ତି ଶ୍ରୀମତୀ ସୁଲୋଚନା ଦାସ । ଭୁବନେଶ୍ୱରର ସେ ହୋଇଛନ୍ତି ପ୍ରଥମ ମହିଳା ମେୟର । ବିଜେଡ଼ି ପ୍ରାର୍ଥୀ ସୁଲୋଚନା ତାଙ୍କ ନିକଟତମ ବିଜେପି ପ୍ରାର୍ଥୀ ଡ. ସୁନୀତି ମୁଣ୍ଡ୍ ଙ୍କୁ ୬୧...

Read more

ସହରୀ ଭୋଟ ବି ପୁଣି ବିଜେଡ଼ି ସପକ୍ଷରେ !

ଭୁବନେଶ୍ୱର: ପୌର ନିର୍ବାଚନରେ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରତିଫଳନ ହୋଇଛି । ଦୀର୍ଘ ୨୨ ବର୍ଷ ଧରି କ୍ଷମତାରେ ଥିବା ବିଜେଡ଼ି ଉପରୁ ସହରୀ ଭୋଟରଙ୍କ ମନ ମଧ୍ୟ ଭାଙ୍ଗିନି । ଆଜି ଆସିଥିବା ପୌର ନିର୍ବାଚନ ଫଳାଫଳ ବା ଟ୍ରେଣ୍ଡରୁ...

Read more

‘ଚିପ୍’ରେ ଥିଲା ଯୁବତୀଙ୍କ ସହ ନିରଞ୍ଜନଙ୍କ ସମୁଦ୍ର ଗାଧୁଆ ଦୃଶ୍ୟ !

ଭୁବନେଶ୍ୱର: ଯେଉଁ ମେମୋରି ଚିପ୍ ପାଇଁ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି, ସେଥିରେ କ'ଣ ଥିଲା? ମୃତ ମାନସଙ୍କର ଜଣେ ସହଯୋଗୀ ଆଜି ଗଣମାଧ୍ୟମକୁ ବିସ୍ଫୋରକ ବୟାନ ଦେଇଛନ୍ତି । ଉକ୍ତ ଯୁବକଜଣଙ୍କ ମାନସଙ୍କର ସହଯୋଗୀ ଭାବେ କାମ...

Read more
Page 494 of 1025 1 … 493 494 495 … 1,025