ସିବିଏସଇ ତ୍ରୁଟି ସୁଧୁରିଲା, ଓଡ଼ିଆରେ ଫୁଲ୍ ମାର୍କ
ଭୁବନେଶ୍ୱର: ସିବିଏସଇ ଦ୍ୱାରା ପରିଚାଳିତ ଦଶମ ଟର୍ମ-୧ ଓଡ଼ିଆ ପ୍ରଶ୍ନପତ୍ରରେ ତ୍ରୁଟିପୂର୍ଣ୍ଣ ପ୍ରଶ୍ନ ବିବାଦର ସମାଧାନ ହୋଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ଯୋଗୁଁ ୨୪ ଘଣ୍ଟା ଭିତରେ ବିବାଦର ସମାଧାନ ହେବା ସହ ପିଲାମାନେ ନ୍ୟାୟ ପାଇଛନ୍ତି...
Read more








