ପାଣିଗ୍ରାହୀଙ୍କ ଘରୁ ଦେଢ଼ କିଲୋ ସୁନା, ୨୪ ଲକ୍ଷିଆ ନେକଲେସ୍ ଜବତ
ଭୁୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନସ୍ । ତା' ଭିତରେ ରହିଛି ପ୍ରାୟ ଦେଢ଼ କିଲୋ(୧୪୪୦ ଗ୍ରାମ୍) ସୁନା ଏବଂ ୨୪.୨୫ ଲକ୍ଷ ଦାମ୍ ର ନେକଲେସ୍ । ଏହି ନେକଲେସ୍ ଟି...
Read more








