Our Correspondent

ପୂଜା ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ !

ଭୁବନେଶ୍ୱର: ଦଶହରା ଛୁଟି ପରେ ଆସନ୍ତା ୨୬ ତାରିଖରୁ ଅଷ୍ଟମ ଓ ଯୁକ୍ତ ଦୁଇ ପ୍ରଥମ ବର୍ଷ(ଏକାଦଶ) ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିବ ସ୍କୁଲ । ଅର୍ଥାତ୍ ଏହି ଦୁଇ ଶ୍ରେଣୀର ପିଲା ସ୍କୁଲ ଆସି ଅଫଲାଇନ୍ ରେ ପାଠ ପଢ଼ିବେ ।...

Read more

ପାର୍ବଣରେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ଭୁବନେଶ୍ୱର: କୋଭିଡ୍ କଟକଣା ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ସୁବ୍ୟବସ୍ଥିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସଂଶୋଧିତ ଏସଓପି ବା ନିଦେ୍ର୍ଦଶାବଳୀ ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ଆଜି ଏହାକୁ ସର୍ବସାଧାରଣଙ୍କ...

Read more

ପୁରୀ ପ୍ରକଳ୍ପ ବୁଲି ଦେଖିଲେ ପାଣ୍ଡିଆନ୍

ଭୁୁବନେଶ୍ୱର: ଉନ୍ନତ ଭିତ୍ତିଭୂମି ଓ ସମସ୍ତ ସୁବିଧା ସହ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ନଗର ଭାବେ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ୱପ୍ନ ରହିଛି । ଏଥିରେ ବିଳମ୍ବ କିମ୍ବା ଅବହେଳା ହୋଇପାରିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି...

Read more

ନବୀନଙ୍କୁ ଭେଟିଲେ କାନିମୋଝି, ଷ୍ଟାଲିନ୍ ଙ୍କ ଚିଠି ଦେଲେ

ଭୁୁବନେଶ୍ୱର: ନିଟ୍ ପରୀକ୍ଷା ନିୟମରେ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ପାଖରେ ବାରମ୍ବାର ଦାବି କରୁଥିଲା ବେଳେ ଅନ୍ୟ ରାଜ୍ୟ ସରକାର ଏହା ସମର୍ଥନରେ ଆଗକୁ ବାହାରିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ୍ ନବୀନଙ୍କୁ ଏକ ଚିଠି...

Read more

ମନୀଷଙ୍କ ଶେଷ ଠିକଣା ‘ହୋଟେଲ ସାଉଥ ସିଟି’ !

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ଘେରକୁ ଚାଲିଆସିଛି । ପାତ୍ରପଡ଼ାସ୍ଥିତ ସାଉଥ ସିଟି ହୋଟେଲ୍ ଓ ବାର୍ କୁ ଦୁଇ ଜଣ ସାଙ୍ଗଙ୍କ ସହ ଆସି ସେ ରାତି ୪ଟା ପର୍ଯ୍ୟନ୍ତ ରହିଥଇବା...

Read more

ଠିକା କର୍ମଚାରୀଙ୍କ ଭାଗ୍ୟ ବଦଳିଲା

ଭୁବନେଶ୍ୱର: ଠିକା କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଦଶହରା ପୂଜା ଭେଟି । ଠିକା ନିଯୁକ୍ତି ପ୍ରକ୍ରିୟାକୁ ଉଠାଇ କର୍ମଚାରୀଙ୍କ ଭାଗ୍ୟ ବଦଳାଇ ଦେଇଛନ୍ତି । ଠିକା କର୍ମଚାରୀଙ୍କୁ ଏଣିକି ଇନିସିଆଲ୍ ଆପଏଣ୍ଟିଜ୍ ବୋଲି ବିବେଚନା କରାଯିବ ଏବଂ ସେହି...

Read more

ଜେଲ୍ ଗଲେ ୩ ଲାଞ୍ଚୁଆ କ୍ଲାସ୍ ୱାନ୍ ବାବୁ

ଭୁବନେଶ୍ୱର: ଦଶହରା ବଟି ଅସୁଲ କରି ବାବୁମାନେ ଖୁସିମନରେ କଟକ/ ଭୁବନେଶ୍ୱର ଘରକୁ ଫେରୁଥିଲେ ଛୁଟି ମଉଜ କରିବାକୁ । ହେଲେ ଭିଜିଲାନସ୍ ହାବୁଡ଼ରୁ ବର୍ତ୍ତି ପାରିଲେନି । ବିଡ଼ା ବିଡ଼ା ଟଙ୍କା ସହ ଧରା ହୋଇଗଲେ । ଆଜି ସେମାନଙ୍କୁ...

Read more
Page 543 of 1025 1 … 542 543 544 … 1,025