Our Correspondent

କୋରାପୁଟ,ମାଲକାନଗିରି,ନବରଙ୍ଗପୁରରେ ପାଣ୍ଡିଆନ୍

ଭୁବନେଶ୍ୱର: ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଏବଂ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଆଜି କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଯାଇ ସମ୍ଭାବ୍ୟ କରୋନା ସ୍ଥିତି ଅନୁଧ୍ୟାନ କରିଥିଲେ । ସେଠାରେ କୋଭିଡ୍ ହସ୍ପିଟାଲ୍ ବୁଲି ଦେଖିବା ସହ ବାହାର ରାଜ୍ୟରୁ...

Read more

ବାଲେଶ୍ୱରରୁ ପୁଣି ୨ ପଜିଟିଭ୍, ପୂର୍ବ ଆକ୍ରାନ୍ତଙ୍କଠାରୁ ସଂକ୍ରମିତ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରୁ ପୁଣି ୨ ପଜିଟିଭି ଚିହ୍ନଟ ହୋଇଛନ୍ତି । ପୂର୍ବ ଆକ୍ରାନ୍ତ ବ୍ୟକ୍ତିଙ୍କଠାରୁ ଏମାନେ ସଂକ୍ରମିତ ହୋଇଥିବା କୁହାଯାଇଛି । ଏଥିସହ ବାଲେଶ୍ୱରରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହୋଇଥିବା ବେଳେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ରେ...

Read more

ଯାଜପୁରରୁ ଆଉ ୪ ପଜିଟିଭ୍, କୋଲକତା ଫେରନ୍ତା ପୂର୍ବ ଆକ୍ରାନ୍ତଙ୍କ ସମ୍ପର୍କୀୟ

ଭୁବନେଶ୍ୱର: ରାଜ୍ୟରେ ଆଉ ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତେ ଯାଜପୁର ଜିଲ୍ଲାର । ଏମାନଙ୍କ ମଧ୍ୟରେ ୪୮, ୭୦, ୮୦ ବର୍ଷୀୟା ୩ ଜଣ ମହିଳା ଓ ୨୧ ବର୍ଷର ଜଣେ ଯୁବକ ଅଛନ୍ତି । କୋଲକତା...

Read more

କଣ୍ଟେନମେଣ୍ଟ ମୁକ୍ତ ହେଲା ଭୁବନେଶ୍ୱର

ଭୁବନେଶ୍ୱର: ଭୁବନେଶ୍ୱର ସହର ଏବେ କଣ୍ଟେନମେଣ୍ଟ ମୁକ୍ତ ହୋଇଛି । ୧୫ ଦିନ ପରେ ଆଜି ସଂଧ୍ୟାରୁ ବମିଖାଲ, ସୂର୍ଯ୍ୟନଗର ଏବଂ ସତ୍ୟନଗରରୁ କଣ୍ଟେନମେଣ୍ଟ କଟକଣା ଉଠାଇଛି ବିଏମସି । ବିଏମସି ପକ୍ଷରୁ ଏହି ଘୋଷଣା କରାଯିବା ପରେ ରାଜଧାନୀବାସୀ ଆଶ୍ୱସ୍ତ...

Read more

କେସ୍ ନଂ ୭୦-୮୨: କୋଲକତା ଲିଙ୍କ୍ ରେ ୮, ଆକ୍ରାନ୍ତ ପରିବାରର ୫

ଯାଜପୁରରୁ ଆଉ ଏକ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୮୩ ଭୁୁବନେଶ୍ୱର: କରୋନାରେ ଆକ୍ରାନ୍ତ ୧୨ ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରି ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୭୦ ରୁ ୮୨ ନଂ ଆକ୍ରାନ୍ତଙ୍କ ମଧ୍ୟରେ ୮ ଜଣଙ୍କର କୋଲକତା...

Read more

“ପଞ୍ଚାୟତରେ କରୋନାକୁ ପଶିବାକୁ ଦେବିନି”

ସରପଞ୍ଚଙ୍କୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: “ମୁଁ ଶପଥ କରି କହୁଅଛି ଯେ, ମୋ ପଞ୍ଚାୟତରେ, କରୋନାକୁ ରୋକିବା ପାଇଁ, ମୋତେ ଦିଆଯାଇଥିବା ଦାୟିତ୍ୱ, ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ପାଳନ କରିବି । ଅନ୍ୟ ରାଜ୍ୟରୁ, ଗାଁ କୁ...

Read more

ହ୍ୱାଟସ୍ ଆପ୍ ୯୩୩୭୯୨୯୦୦୦ ରେ ମିଳିବ କରୋନା ତଥ୍ୟ

ଭୁୁବନେଶ୍ୱର: ଏଥର ହାତ ପାହାନ୍ତାରେ ଲୋକଙ୍କୁ ମିଳିବ କରୋନା ସମ୍ପର୍କିତ ତଥ୍ୟ । ଏହା ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ ରାଜ୍ୟ ସରକାର ଅଭିନବ ପଦକ୍ଷେପ ନେଇଛନ୍ତି । ଏକ ହ୍ୱାଟସ୍ ଆପ୍ ଗ୍ରୁପ୍ ଜରିଆରେ ତଥ୍ୟ ପହଞ୍ଚାଇବାକୁ ଉଦ୍ୟମ କରାଯାଇଛି ।...

Read more
Page 729 of 1023 1 … 728 729 730 … 1,023