Our Correspondent

କହି ଦଉଥାଇ ପରକୁ.. ଲୁଲୁ ବି କମ୍‌ ନୁହଁନ୍ତି

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସଞ୍ଜୟ ଦାସବର୍ମାଙ୍କ ପାଜେରୋ ପଛରେ ପଡ଼ିଥିବା ଲୁଲୁ ମହାପାତ୍ର ନିଜ ପାଇଁ ବି ଗାତ ରଖିଛନ୍ତି । ସଞ୍ଜୟଙ୍କୁ ଚିଟ୍‌ଫଣ୍ଡ ଲିଙ୍କ୍‌ ଦେଉଥିବା ଲୁଲୁ ନିଜେ ଡି-ବ୍ରଦର୍ସ ସାଙ୍ଗକୁ ରମେଶ ଜେନା ଲିଙ୍କ୍‌ରେ ଥିବା ସମସ୍ତେ ଜାଣନ୍ତି ।...

Read more

ବାପି ରାୟଙ୍କ ପାଇଁ ନିର୍ଲ୍ଲଜ ଓକିଲାତି

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଛାତ୍ର ବିଜେଡ଼ି ସଭାପତି ବ୍ୟୋମକେଶ ଓରଫ୍‌ ବାପି ରାୟଙ୍କ ପାଇଁ ନିର୍ଲ୍ଲଜ ଓକିଲାତି କରିଛି ବିଜୁ ଜନତା ଦଳ । ଡି ବ୍ରଦର୍ସ-ଲିଙ୍କ୍‌ ଅଭିଯୋଗର ତଦନ୍ତ ଦାବି ନେଇ ଛାତ୍ର କଂଗ୍ରେସର ଆନ୍ଦୋଳନ ଉପରେ ପ୍ରତିକ୍ରିୟା ଦେଇ ବିଜେଡ଼ି...

Read more

ପୁଣି ଆସୁଛି ସର୍ବସାଧାରଣ ଝଡ଼

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସଞ୍ଜୟ ଦାସବର୍ମାଙ୍କ ଖବରକାଗଜ “ସର୍ବସାଧାରଣ’କୁ ନେଇ ପୁଣି ଏକ ଝଡ଼ ଆସିଛି । ଖବରକାଗଜଟି ଯାହାଠାରୁ ଏବଂ ଯେଉଁ ସମୟରେ ଖର୍ଦ୍ଦି ହୋଇଛି ତାହା ହିଁ ସଞ୍ଜୟଙ୍କୁ ବିବାଦ ଭିତରକୁ ଟାଣିନେଇଛି । ଚିଟ୍‌ଫଣ୍ଡ ବ୍ରାଣ୍ଡ ପାଜେରୋ ଗାଡ଼ି...

Read more

ସଞ୍ଜୟ ପ୍ରାଇଭେଟ୍‌ ଲିମିଟେଡ଼…

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ବିବାଦ ପିଛା ଛାଡୁନି । ତାଙ୍କର ବିଶାଳ ସମ୍ପତ୍ତିବାଡ଼ି ବି ଏବେ ସର୍ବସାଧାରଣଙ୍କ ନଜରକୁ ଆସିଛି । ପ୍ରତ୍ୟକ୍ଷ ଓ ପରୋକ୍ଷ ମାଲିକାନାରେ ସଞ୍ଜୟଙ୍କ “ସର୍ବସାଧାରଣ’’ ଖବରକାଗଜ ସଂସ୍ଥା ଛଡ଼ା ଅନ୍ୟ ୬ ଟି...

Read more

ସଞ୍ଜୟ ବଞ୍ଚାଓ: ମୁଖ୍ୟମନ୍ତ୍ରୀଙ୍କ ପାଖେ ଫେରାଦ ହେଲେ ଯୁବ ବିଗ୍ରେଡ୍‌

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସିବିଆଇ ପଞ୍ଝାରେ ଫସିଥିବା ସଞ୍ଜୟ ଦାସବର୍ମାଙ୍କ ସୁରକ୍ଷା ପାଇଁ ଶେଷରେ ଅଣ୍ଟା ଭିଡ଼ିଛନ୍ତି ବିଜେଡ଼ି ଓ ସରକାରର ଯୁବ ବ୍ରିଗେଡ଼ । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ପ୍ରଦୀପ ପାଣିଗ୍ରାହୀ ଓ...

Read more

ଅର୍ଥତତ୍ତ୍ୱ ଭିଣୋଇ ପ୍ରେମରେ ସଞ୍ଜୟ !

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମନୋଜ କୁମାର ବେହେରା ଅନେକ ବର୍ଷରୁ ପୁରୀରେ ଇନ୍ସପେକ୍ଟର ଭାବେ ଅବସ୍ଥାପିତ । ଏହା ଭିତରେ ତାଙ୍କର ବହୁ ଥର ଜିଲ୍ଲା ପାର୍‌ ବଦଳି ଅର୍ଡର ବାହାରିଛି ହେଲେ ତାହା କାର୍ଯ୍ୟକାରୀ ହୋଇପାରିନି । ଅର୍ଡର ବାହାରିଲା କ୍ଷଣି...

Read more

ଶେଷରେ ସିବିଆଇ ଜାଲରେ ପଡ଼ିଲେ ସଞ୍ଜୟ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଓଆର ୨୯-୦୦୦୧ ପାଜେରୋ ହିସାବ କିତାବ ଶେଷରେ ସିବିଆଇ ହାତକୁ ଯାଇଛି । ଗଣମାଧ୍ୟମରେ ଧୂମ୍‌ ଚର୍ଚ୍ଚା ହେବା ପରେ ଗତ ୪ ତାରିଖରେ ସିବିଆଇ ସଞ୍ଜୟଙ୍କୁ ନୋଟିସ୍‌ ଜାରି କରି ପାଜେରୋ ସମ୍ପର୍କିତ...

Read more
Page 746 of 756 1 745 746 747 756