ନବୀନ ଛାଟ: ୬ ପୂର୍ବତନ ଲାଞ୍ଚୁଆ ବାବୁଙ୍କ ପେନସନ ବନ୍ଦ, ଦୁଇଙ୍କୁ ଭିଆରଏସ୍
ଭୁୁବନେଶ୍ୱର: ଚାକିରିରେ ଥିବା ବେଳେ ସମ୍ଭବତଃ ପେଟପୂରା ଲାଞ୍ଚ ଖାଇଥିଲେ । ଭିଜିଲାନସ୍ କୋର୍ଟରେ ତାହା ପ୍ରମାଣିତ ହେବା ବେଳକୁ ସେମାନେ ଚାକିରିରୁ ଅବସର ନେଇଗଲେଣି । ତେବେ ଲାଞ୍ଚ ଖାଇବାର ଶାସ୍ତି ଏବେ ଭୋଗିବାକୁ ପଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନ...
Read more








