Our Correspondent

ଆଇଏଏସ୍ ବାବୁଙ୍କୁ ସାବଧାନ!

ଭୁବନେଶ୍ୱର: ଲୋକଙ୍କୁ ସରକାରୀ ସେବା ସୁବିଧା ଯୋଗାଇବାରେ ୫-ଟି କୁ ମୂଳ ଆଧାର କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଇଏଏସ୍ ବାବୁମାନଙ୍କୁ ପରାମର୍ଶ ଛଳରେ ସାବଧାନ କରିଛନ୍ତି । ‘ସାଢ଼େ ଚାରି କୋଟି ଓଡ଼ିଶାବାସୀ ହେଉଛନ୍ତି ମୋର ପରିବାର ।...

Read more

ରାତି ଅଧରେ ବିଧାୟକଙ୍କ କି ପାଲା?

ଭୁବନେଶ୍ୱର: କାହାରିକୁ ସାନ୍ତ୍ୱନା ଦେବା ଆଳରେ ରାତି ଅଧରେ ତାଙ୍କ ଘରକୁ ଯିବା ଠିକ୍ କି? ଯେତେ ନିଜର ହେଲେ ବି ରାତି ଅଧରେ ଯିବାକୁ ବିବେକ ଅନୁମତି ଦେବ କି? ଯଦି ସେ ଚିହ୍ନାଜଣା ନୁହଁନ୍ତି, ଆଉ ରାତି ଅଧରେ...

Read more

ସମୀର ମହାନ୍ତିଙ୍କ ହାତରେ ବିଜେପି ମଙ୍ଗ

ଭୁବନେଶ୍ୱର: ଯାହା ଅନୁମାନ କରାଯାଉଥିଲା ସେୟା ହେଲା । ରାଜ୍ୟ ବିଜେପିର ମଙ୍ଗୁଆଳ ଭାବେ ସମୀର ମହାନ୍ତିଙ୍କୁ ଚୟନ କରାଯାଇଛି । ସହମତି ଭିତିରେ ଦଳର ରାଜ୍ୟ ସଭାପତି ଭାବେ ତାଙ୍କ ନାଁରେ ଲାଗିଛି ମୋହର । କେବଳ ମାତ୍ର ସାମ୍ବିଧାନିକ...

Read more

ପଞ୍ଚଭୂତରେ ଲୀନ ହେଲେ ‘ନୀରବ ଝଡ଼’ ମନମୋହନ ମହାପାତ୍ର

ଭୁୁବନେଶ୍ୱର: ‘ନୀରବ ଝଡ଼’ ର ସ୍ରଷ୍ଟା ପ୍ରଯଥିଯଥା ଚିତ୍ର ନିର୍ମାତା ମନମୋହନ ମହାପାତ୍ରଙ୍କ ଅକାଳ ବିୟୋଗରେ ସ୍ତବ୍ଧ ହୋଇଯାଇଛି ଓଡ଼ିଆ ଚଳଚ୍ଚିିତ୍ର ଜଗତ । ମାତ୍ର ୬୯ ବର୍ଷ ବୟସରେ ଗତକାଲି( ସେମବାର) ଅପରାହ୍ନରେ ସେ ଚିରନିଦ୍ରାରେ ଶୋଇଗଲେ । ଗୁରୁତର...

Read more

ଧର୍ମେନ୍ଦ୍ରଙ୍କୁ ଚେକ୍ ଦେଲେଣି ଅପରାଜିତା!

ଭୁୁବନେଶ୍ୱର: ସାରା ରାଜ୍ୟରୁ ମହିଳା ଗୋଷ୍ଠୀଙ୍କୁ ଏକତ୍ରିତ କରିବା ଉଦ୍ୟମରେ ଗଠନ ହେଲା ‘ଅଜିତା’ । ପରେ ପରେ ଯୁବଶକ୍ତିଙ୍କୁ ନେଇ ଗଢ଼ା ହେଲା ‘ୟୁଥ୍ ଫର ଆକ୍ସନ୍’ । ଦୁଇଟିଯାକର ନେତୃତ୍ୱ ନେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।...

Read more

ନବୀନଙ୍କ ମାଷ୍ଟର୍ ଷ୍ଟ୍ରାଟେଜିରେ ପଛୁଆ ବର୍ଗ

ଭୁୁବନେଶ୍ୱର: ୨୦୨୧ ଜନଗଣନା ସହ ସାମାଜିକ, ଅର୍ଥନୈତି, ଶିକ୍ଷାଗତ ଏବଂ ଭୌଗୋଳିକ ଦୃଷ୍ଟିରୁ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏହି ପଛୁଆବର୍ଗଙ୍କ ସଂଖ୍ୟାଗଣନା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖାଯିବ...

Read more

ଓଡ଼ିଆ ପୁଅ ଅଂଶୁମାନ ଆଇଇଏସ୍ ଟପ୍ପର୍

ଭୁୁବନେଶ୍ୱର: ୨୦୧୯ ମସିହାର ଇଣ୍ଡିଆନ୍ ଇକୋନୋମିକ୍ ସର୍ଭିସ୍(ଆଇଇଏସ୍) ପରୀକ୍ଷାରେ ଟପ୍ପର୍ ହୋଇଛନ୍ତି ଓଡ଼ିଆ ପୁଅ ଅଂଶୁମାନ କାମିଲା । ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ସମୁଦାୟ ୩୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ...

Read more
Page 767 of 1023 1 … 766 767 768 … 1,023