Our Correspondent

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ୱର: ଏକଦା ନିଜର ସୁପ୍ରିମ୍ ବସ୍ ଙ୍କୁ ଆଜି ଭିନ୍ନ ରୂପରେ ଭେଟିଛନ୍ତି ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ । ଆଇଏଏସ୍ ଚାକିରି ଛାଡ଼ି ରାଜନୀତିରେ ଯୋଗଦେବା ଏବଂ ବିଜେପି ଟିକେଟରେ ଭୁବନେଶ୍ୱର ଆସନରୁ ସାଂସଦ ନିର୍ବାଚିତ ହେବା ପରେ ପ୍ରଥମ ଥର...

Read more

ଯୁକ୍ତ ଦୁଇ ବିଜ୍ଞାନ ପାସ୍ ହାର ୭୨.୩୩%

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଫଳ । ଏଥିରେ ମୋଟ ପାସ୍ ରହିଛି ୭୨.୩୩% । ଗତବର୍ଷ ତୁଳନାରେ ପାସ୍ ହାର ପ୍ରାୟ ୪ ପ୍ରତିଶତ କମିଯାଇଛି । ଏଥର ଛାତ୍ରମାନଙ୍କୁ ପଛରେ ପକାଇ ଦେଇଛନ୍ତି ଛାତ୍ର ।...

Read more

ନବୀନଙ୍କ ବିଜେପୁର ଅଙ୍କ: ଆସନ ଛାଡ଼ିଲେ, ମୋହ ଛାଡ଼ିଲେନି

ଭୁବନେଶ୍ୱର: ନିଜର ପାରମ୍ପରିକ ଆସନ ହିଞ୍ଜିଳି ସମେତ ବିଜେପୁର ଆସନରୁ ଏଥର ନିର୍ବାଚନ ଲଢ଼ିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡ଼ିଶା ନେତାଙ୍କ ଅନୁରୋଧକ୍ରମେ ସେ ଏହି ଦ୍ୱିତୀୟ ଆସନରେ ଲଢ଼ିବାକୁ ଆଗ୍ରହୀ ହୋଇଥିଲେ । ଏହି ଦୁଇଟି ଯାକ...

Read more

କଳ୍ପନା ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଏଭରେଷ୍ଟ ଆରୋହଣରୁ ଫେରିଲା ବେଳେ ଜୀବନ ହାରିଥିବା କଳ୍ପନା ଦାସଙ୍କ ମରଶରୀର ଆଜି ଜନ୍ମମାଟିକୁ ଅଣାଯାଇଛି । ଦିଲ୍ଲୀରୁ ବିମାନ ଯୋଗେ ମରଶରୀର ସକାଳ ପ୍ରାୟ ୧୦ ଟା ବେଳେ ଭୁବନେଶ୍ୱରରେ ବିମାନ ବନ୍ଦରରେ ପହଞ୍ଚିଥିଲା । କଳ୍ପନାଙ୍କ ପରିବାର...

Read more

ବାଚସ୍ପତି ହେଲେ ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ବାଚସ୍ପତି ହେଲେ ସୂର୍ଯ୍ୟ ନାରାୟଣ ପାତ୍ର । ଆଜି ବିଧାନସଭାରେ ତାଙ୍କୁ ସର୍ବସମ୍ମତି କ୍ରମେ ବାଚସ୍ପତି ନିର୍ବାଚିତ କରାଯାଇଛି । ଏଥିସହ ୨୨ ତମ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ପାତ୍ର । ମୁଖ୍ୟମନ୍ତ୍ରୀ...

Read more

ସଫଳତାର ଶ୍ରେୟ ପାଇଲେ ପାଣ୍ଡିଆନ୍

ଭୁବନେଶ୍ୱର: ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ଏକ ସହଜ ବ୍ୟାପାର ନ ଥିଲା । ଯୁଦ୍ଧର ଥିଲା ଘନଘଟା । କେତେବେଳେ ନବୀନଙ୍କ ଶରୀର ଅବସ୍ଥାକୁ ନେଇ ଆକ୍ରମଣ ତ କେତେବେଳେ କିଏ ୧୯ ବର୍ଷର ହିସାବ ମାଗୁଥିଲା...

Read more

ଧର୍ମେନ୍ଦ୍ର ଆହୁରି ପାୱାରଫୁଲ୍

ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଥର ମିଳିଛି ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଥା ଦୁଧିଆଳ ବିଭାଗ । ପୂର୍ବପରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସହ ଇସ୍ପାତ ବିଭାଗ ପାଇଛନ୍ତି ଧର୍ମେନ୍ଦ୍ର । ବାଜପେୟୀ ସରକାରଙ୍କ ଅମଳରେ ନବୀନ ପଟ୍ଟନାୟକ ଇସ୍ପାତ...

Read more
Page 805 of 1023 1 … 804 805 806 … 1,023