ଶିଷ୍ଟାଚାର ଭୁଲିଗଲେ ରୁପାନୀ !
ଭୁବନେଶ୍ୱର: ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଶିଷ୍ଟାଚାର ଓ ସୌଜନ୍ୟତା ଭୁଲିଗଲେ । ଆଜି ଭୁବନେଶ୍ୱର ଆସି ସାମ୍ବାଦିକ ସମ୍ମିଳନୀ କରିବା ପରିପ୍ରେକ୍ଷୀରେ ବୁଦ୍ଧିଜୀବୀ ମହଲରେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରାଜ୍ୟକୁ ଯାଇଥିବା...
Read more








