ଡାକ୍ତର ମୋତିଲାଲଙ୍କ ପତ୍ନୀଙ୍କୁ ମାଫ୍ !
ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଗିରଫ ଡାକ୍ତର ମୋତିଲାଲ ଗୌଡ଼ଙ୍କ ସହ- ଅଭିଯୁକ୍ତ ପତ୍ନୀଙ୍କୁ ମାଫ୍ କରିଛି କ୍ରାଇମବ୍ରାଞ୍ଚ ପୁଲିସ । ପୂର୍ବରୁ ଇଓଡବ୍ଲୁ ବା ଅର୍ଥନୈତିକ ଅପରାଧ ଶାଖା ପତ୍ନୀ ଡାକ୍ତର ରେଶମା ମଞ୍ଜରୀ ଗୌଡ଼ଙ୍କୁ ଏହି ଜାଲିଆତି ମାମଲାରେ ମୁଦାଲା କରି କେସ୍...
Read more








