Our Correspondent

ନିଜସ୍ୱ ପ୍ରଚାର ନୁହେଁ ତ ?

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କିଏ ସେହି ପୂର୍ଣ୍ଣଚନ୍ଦ୍ର ପାଢ଼ୀ ? ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ସମ୍ପର୍କ କ’ଣ ? ବିଧାନସଭାରେ ନରସିଂହ ମିଶ୍ର ଉଠାଇଥିବା ଏହି ପୂର୍ଣ୍ଣ ପାଢ଼ୀଙ୍କୁ ବିଜେଡ଼ି ନିଜର ବୋଲି ଦାବି କରିସାରିଥିବା ବେଳେ ତାଙ୍କୁ...

Read more

ବିଜେଡ଼ି କୋଳରେ କୁତୁକୁତୁ ପ୍ରଭାତ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ବିଜେଡ଼ିରୁ ସସ୍‌ପେଣ୍ଡ ହୋଇଛନ୍ତି । ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ୨୦୧୪ ଅକ୍ଟୋବର ୩୧ ତାରିଖରେ ଦଳରୁ ସସ୍‌ପେଣ୍ଡ କରିଥିଲେ । ଆଜି ପର୍ଯ୍ୟନ୍ତ ତାଙ୍କ ଉପରୁ ସସ୍‌ପେଣ୍ଡ ଆଦେଶ ହଟିନି...

Read more

ଆଶାୟୀ ମାଳ ମାଳ, ନବୀନଙ୍କ ଟେର୍‌ ନାହିଁ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ହେଲା ମାତ୍ରେ ବିଜେଡ଼ିର ବଡଠାରୁ ସାନ ଯାଏଁ ସମସ୍ତଙ୍କ ପାଟିରୁ ଲାଳ ବୋହିଲାଣି । ନବୀନଙ୍କ ଶୁଭଦୃଷ୍ଟି ପାଇଁ ସମସ୍ତେ ବ୍ୟାକୁଳ । ଆଶାୟୀ ସଂଖ୍ୟା ୧୦୦ରୁ ଆରମ୍ଭ ହୋଇଛି । ଆଗକୁ...

Read more

ବିଧାୟକ ଗୋଡ଼ ଧରିଲେ, ମୁଖ୍ୟମନ୍ତ୍ରୀ ଚାହିଁଲେନି

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବାଚସ୍ପତିଙ୍କ ପୋଡ଼ିୟମ୍‌ ତଳେ ଧାରଣା ଦେଇଥିବା ବିରୋଧୀ ଦଳର ଏସ୍‌ସି/ଏସ୍‌ଟି ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ବାସିରେ ପଚାରିନାହାନ୍ତି । ନ୍ୟାୟଭିକ୍ଷା କରି ବିଧାୟକମାନେ ତାଙ୍କ ଗୋଡ଼ତଳେ ପଡ଼ିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏଡାଇ ଚାଲିଯାଇଛନ୍ତି । ଆଜି(ଶୁକ୍ରବାର) ବିଧାନସଭା ଆରମ୍ଭରେ ଏହି...

Read more

ସୀମା ଲଂଘିଲା ବିଜେଡ଼ି ଅରାଜକତା

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଗଣମାଧ୍ୟମ ପାଇଁ ସକାଳ ୯ଟାରୁ ବନ୍ଦ ହୋଇଗଲା ବିଧାନସଭା ମୁଖ୍ୟ ଗେଟ୍‌ । ଶାସକ ଦଳର ମନ୍ତ୍ରୀ,ଏମଏଲଏମାନେ ଘଣ୍ଟାଏ ପୂର୍ବରୁ ଭୁସୂଭାସ୍‌ ପହଞ୍ଚିଲେ ବିଧାନସଭା ପରିସର । ତାପରେ ଆରମ୍ଭ ହୋଇଗଲା ଅପରେସନ୍‌ । ଦୁଇ ଡର୍ଜନ ମାର୍ଶାଲ(ସୁରକ୍ଷାକର୍ମୀ)...

Read more

ବିଜେଡ଼ିକୁ ପୁଣି ଘାବରେଇଲେ ନରସିଂହ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଯାହା କହିଦଲ କହିଦଲ, ଏଣିକି ସରକାରଙ୍କ ବିରୋଧରେ ପଦୁଟିଏ ବି କହିପାରିବନି । କହିବାକୁ ଚେଷ୍ଟା କଲେ ବିଲକୁଲ୍‌ କୁହାଇଦେବୁନୁ । ସରକାରୀ ବିରୋଧୀ ସ୍ୱର ଦମନ ରାସ୍ତାରେ ଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ ଆମର ଖାତିର ନାହିଁ । ଲୋକେ ଭୋଟ...

Read more

ପ୍ରଶାନ୍ତ କିଶୋରଙ୍କ ଭୂମିକାରେ ବାଗ୍‌ଚୀ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଦଳୀୟ ନେତା ଓ ବ୍ୟୁରୋକ୍ରାଟ୍‌ଙ୍କ ଉପରୁ ମୁଖ୍ୟମନ୍ତ୍ରୀଙ୍କ ଭରସା ତୁଟିଯାଇଛି । କ୍ରମାଗତ ଭାବେ ଦଳ ଯେଭଳି ଅଡୁଆ ସୂତାରେ ଘୁରୁଛି ନବୀନଙ୍କୁ ତାହା ବିବ୍ରତ କରିଛି । ଚଳନ୍ତି ଟିମ୍‌ ଉପରେ ଆସ୍ଥା ଓ ବିଶ୍ୱାସ ରଖି ୨୦୧୯...

Read more
Page 962 of 978 1 961 962 963 978