Our Correspondent

ସଚିବାଳୟ ପ୍ରବେଶ ନିୟମ ନ ଜାଣି ବିଧାୟକ ହଟ୍ଟହଟ୍ଟା

ଭୁବନେଶ୍ୱର: ସୁରକ୍ଷା ଆଳରେ ସଚିବାଳୟର ୧ ନମ୍ବର ଗେଟ୍ ଦେଇ କାର କିମ୍ବା ବାଇକ୍ ରେ ପ୍ରବେଶ କରିବା ଉପରେ କଟକଣା ଅଛି । କୋଟପାଡ଼ର କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀଙ୍କୁ କିନ୍ତୁ ଏହି ନିୟମ ମାଲୁମ୍ ନ ଥିଲା ।...

Read more

ସିସିଟିଭିରେ ଭିଜିଲାନସ୍ ଚେହେରା: ବିଭାଗରୁ ବିଦା ହେଲେ ତିନି

କଟକ: କାମାକ୍ଷନଗର ଏନଏସି ଜୁନିୟର ଇଂଜିନିୟର ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କୁ ମିଛ ମାମଲାରେ ଫସାଇବା ଢ଼େଙ୍କାନାଳ ଭିଜିଲାନସ ବିଭାଗକୁ ଶେଷରେ ମହଙ୍ଗା ପଡ଼ିଛି । ଜେଇଙ୍କ ଚାମ୍ବରରେ ଲାଗିଥିବା ସିସିଟିଭି କ୍ୟାମେରା ସଂପୃକ୍ତ ଭିଜିଲାନସ୍ କର୍ମଚାରୀଙ୍କ ଚାକିରି ନେଇଛି । କ୍ୟାମେରାରେ...

Read more

ମୁଖ୍ୟମନ୍ତ୍ରୀ ବେଳ ପାଇଲେନି

ଭୁବନେଶ୍ୱର: ଦୀର୍ଘ ୯ ବର୍ଷ ପରେ ମୁଖ୍ୟମନ୍ତ୍ରୀ ତାଙ୍କର ସରକାରୀ ଅଭିଯୋଗ ପ୍ରକୋଷ୍ଠକୁ ଆଜି ଆସୁଥିବା ହୁରି ପଡ଼ିଥିଲା । ଦୂରଦୂରାନ୍ତରୁ ଖର୍ଚ୍ଚାନ୍ତ ହୋଇ ଅସହାୟ ଦୁଃଖୀ ରଙ୍କିମାନେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବାକୁ ଭୁବନେଶ୍ୱର ଧାଇଁ ଆସିଥିଲେ । ଭୋକ ଓପାସରେ...

Read more

ଧାମରା ସରକାରୀ ଉତ୍ସବରେ ରାଜନୀତି !

ଭଦ୍ରକ: ଆଜି ଧାମରା ଏଲଏନଜି ଟର୍ମିନାଲର ଭୂମିପୂଜାକୁ ମୁଖ୍ୟମନ୍ତ୍ରୀ ଆସିଲେନି । ଆସିବେନି ବୋଲି ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଜଣାଇ ଦିଆଯାଇଥିଲା । ତିନି ଦିନ ଆଗରୁ ମୁଖ୍ୟମନ୍ତ୍ରୀ ଯୋଗଦେବେ ବୋଲି ନିଜର ସମ୍ମତି ଦେଇଥିଲେ । ଧର୍ମେନ୍ଦ୍ର...

Read more

କଂଗ୍ରେସକୁ ଜଗନ୍ନାଥ ସାହା

ଭୁବନେଶ୍ୱର: ଏଠି କଂଗ୍ରେସ ସ୍ଥିତି ଆହୁରି ସଙ୍ଗୀନ ହେଲାଣି । ତାରା ବାହିନୀପତି ଓ ସୁର ରାଉତରାୟଙ୍କ କଯ୍ୟା ଶୁଣି ଲଜ୍ଜା ଲାଗୁଛି । ଗାଁ ଦାଣ୍ଡରେ ମାଇପିଙ୍କ କଳିଠାରୁ ଏହା କମ୍ ନୁହେଁ । ପ୍ରସାଦ ହରିଚନ୍ଦନ ଓ ବିଧାୟକ...

Read more

ରାଜ୍ୟପାଳ ଅପମାନିତ: ଏସୀୟ ଖେଳକୁଦ ଉଦଯାପନୀ ଉତ୍ସବରୁ ଦୂରେଇ ଗଲେ

ଭୁବନେଶ୍ୱର: ଏସିଆନ୍ ଆଥଲେଟିକ୍ ଚମ୍ପିଆନସିପ୍ ଉଦଯାପନ ଉତ୍ସବରେ ରାଜ୍ୟପାଳ ଡ. ଏସ.ସି.ଜମିର ଯୋଗଦେବେନି । ୮ ତାରିଖରୁ ରାଜ୍ୟପାଳ ଦିଲ୍ଲୀ ଯାଉଛନ୍ତି । ଫେରିବେ ୧୧ ତାରିଖରେ । ରାଜ୍ୟପାଳଙ୍କ ଏହି ଦିଲ୍ଲୀଗସ୍ତ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ସରକାର ଟେନସନରେ ପଡ଼ିଛନ୍ତି...

Read more

ଅମିତ ଶାହାଙ୍କ ଲମ୍ବାଚଉଡ଼ା ସ୍ୱପ୍ନ

ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ବିଜେପି ଖାଲି ସରକାର ଗଢ଼ିବନି । ଦୁଇ ତୃତୀୟାଂଶ ଭୋଟ ପାଇ ଶାସନକ୍ଷମତାକୁ ଆସିବ । ନବୀନଙ୍କ ଗଡ଼ ଗଂଜାମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଏହି ଦମ୍ଭ ଦେଖାଇଛନ୍ତି । ବିଜେଡ଼ି ସରକାର...

Read more
Page 974 of 1022 1 … 973 974 975 … 1,022