Our Correspondent

ମାହାଙ୍ଗାରେ ମହଙ୍ଗା ରାଜନୀତି

ଭୁବନେଶ୍ୱର: ମାହାଙ୍ଗାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡାମାଡ଼ ହେବାର ଅଳ୍ପ କେଇ ମିନିଟ୍ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ପ୍ରତିକ୍ରିୟା ରଖିଥିଲେ । ଘଟଣାକୁ ସେ ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ଏଭଳି ହୋଇଛି ବୋଲି କହିଥିଲେ ।...

Read more

ଧରାପଡ଼ିଲା ମୁଖ୍ୟମନ୍ତ୍ରୀଙ୍କ ଅସଲ ଚେହେରା

ଭୁବନେଶ୍ୱର: ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶନରେ ବ୍ୟାପକ ତ୍ରୁଟି ବିଚ୍ୟୁତିକୁ ନେଇ ଆମ ମୁଖ୍ୟମନ୍ତ୍ରୀ ଭାଙ୍ଗିପଡ଼ିଛନ୍ତି । ଛାତ୍ରଛାତ୍ରୀଙ୍କ କ୍ୟାରିୟର ଚିନ୍ତା ତାଙ୍କୁ ଭୀଷଣ ବ୍ୟଥିତ କରିଛି । ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କୁ...

Read more

ଟେନସନ୍ ରେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟମନ୍ତ୍ରୀ ସ୍ୱପ୍ନରେ ଛନକା ପଶିଛି । ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡର ବିଜେପି ସମେତ ଆରଏସଏସର ଏକ ବଡ଼ ଗୋଷ୍ଠୀ ଧର୍ମେନ୍ଦ୍ରଙ୍କ ବିରୋଧରେ ମୋଦି ଓ ଅମିତ୍ ଶାହାଙ୍କ ଉପରେ ଚାପ ପକାଇଛନ୍ତି । ଓଡ଼ିଶା ବିଜେପିରେ...

Read more

ବୈଜୟନ୍ତ: ଏବେ ନା ଘାଟ୍ କା ନା ଧୋବି କା

ଭୁବନେଶ୍ୱର: ଗୋବରି ନଇ ମଝିରେ ପଡି ଏବେ ବୈଜୟନ୍ତ ଜୟ ପଣ୍ଡା ଛଟପଟ । ନାଁ ବି ଜାଣିଶୁଣି ବୈଜୟନ୍ତ ଜୟ ପଣ୍ଡା(ବିଜେପି) ରଖିଥିଲେ, ଯଦିଓ ପିତୃଦତ୍ତ ନାଁ ଥିଲା ବୈଜୟନ୍ତ ପଣ୍ଡା । ବିଜେଡିରେ ରହି ସମ୍ପୂୂର୍ଣ ଲଟରପଟର ବି...

Read more

ଆଇଟିଇଆର୍ ଠକେଇ: ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ?

ଭୁବନେଶ୍ୱରଃ ଆଇଟିଇଆର୍ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଠକୁଥିଲେ । କ୍ୟାମ୍ପସ୍ ଚୟନର ଲୋଭ ଦେଇ ଡକାଏତି କରୁଥିଲେ । ଡିନ୍ ରାଜକୁମାର ହୋତାଙ୍କୁ ଛତ୍ରଛାୟାରେ ରଖି ଦିନ ଦ୍ୱିପହରେ ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଚିତା କାଟୁଥିଲେ । ବର୍ଷ ବର୍ଷ ଧରି ଏହି...

Read more

ଚାକିରି ଦେବା ନାଁରେ ବେପାର କରୁଥିଲେ ଡିନ୍ ହୋତା

ଭୁୁବନେଶ୍ୱର: ଆଇଟିଇଆର୍ କଲେଜର ପ୍ଲେସମେଣ୍ଟ ମୁଖ୍ୟ ତଥା ସୋଆ ବିଶ୍ୱବିଦ୍ୟାଳୟର ଡିନ୍ ରାଜକୁମାର ହୋତାଙ୍କ ସମ୍ପର୍କରେ ସାଂଘାତିକ ଅଭିଯୋଗ ଆସିବାରେ ଲାଗିଛି । ଛାତ୍ରଛାତ୍ରୀଙ୍କ ଭାଗ୍ୟ ସହ ସେ କିଭଳି ଖେଳ ଖେଳୁଥିଲେ ତାହାର ଗୁମର ଫିଟାଇଛନ୍ତି ବହୁ ଅଭିଭାବକ ।...

Read more

ସିସିଟିଭି କ୍ୟାମେରାରେ ଭିଜିଲାନସ୍ ଚେହେରା

ଭୁବନେଶ୍ୱର: ଛାତି ଥରେଇ ଦେଲା ଭଳି ଦୃଶ୍ୟ । କୋଟି କୋଟି ଓଡ଼ିଶାବାସୀଙ୍କ ବିଶ୍ୱାସ ପାଉଥିବା ଭିଜିଲାନସ୍ ବିଭାଗର କିଛି ଅଫିସର ଓ କର୍ମଚାରୀଙ୍କ କୁତ୍ସିତ ଚେହେରାର ଦୃଶ୍ୟ ଧରିଛି ସିସିଟିଭି କ୍ୟାମେରାରେ କଏଦ ୧୭ ମିନିଟ୍ ର ଭିଜୁଆଲ ।...

Read more
Page 978 of 1022 1 … 977 978 979 … 1,022