Saturday, February 21, 2026 06:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜୁ ଛାତ୍ର ଜନତା ଦଳର ୨୦୬ ଜଣିଆ ଟିମ୍

ଛାତ୍ର ସଂଗଠନର ପୁନର୍ଗଠନ କଲେ ନବୀନ

by Our Correspondent
22 Aug, 2022- 03:31 PM
in Latest News, News
1 min read
0
ବିଜୁ ଛାତ୍ର ଜନତା ଦଳର ୨୦୬ ଜଣିଆ ଟିମ୍

ଭୁବନେଶ୍ୱର: ବିଜୁ ଛାତ୍ର ଜନତା ଦଳର ପୁନର୍ଗଠନ କରିଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ । ଏଥିରେ ଜଣେ ମହାସଚିବ ଥିବା ବେଳେ ୫ ଜଣ କାର୍ଯ୍ୟକାରୀ ସଭାପତି, ୮ ବରିଷ୍ଠ ଉପସଭାପତି, ୭ ଜୋନ୍ ସଭାପତି, ୧୦ ଉପସଭାପତି, ୫୧ ସାଧାରଣ ସମ୍ପାଦକ, ୬୧ ସମ୍ପାଦକ, ୨୬ ଯୁଗ୍ମ ସମ୍ପାଦକ ଏବଂ ୩୫ ଜିଲ୍ଲାରେ ୩୭ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି ।

କାର୍ଯ୍ୟକାରୀ ସଭାପତି: ଅବିନାଶ ଠାକୁର (କଳାହାଣ୍ଡି), ପ୍ରଶାନ୍ତ ପଣ୍ଡା (ନବରଙ୍ଗପୁର), ରାଜେଶ ରାଜ ସ୍ୱାଇଁ (ଭୁବନେଶ୍ୱର), ବିଶ୍ୱ ପ୍ରତାପ ସାହୁ (ବିଜେପୁର), ମିକୁ ପ୍ରଧାନ (ଭୁବନେଶ୍ୱର)

ମହାସଚିବ: ଇପସିତା ସାହୁ( ଭୁବନେଶ୍ୱର)

ବରିଷ୍ଠ ଉପସଭାପତି: ଅଜିତ ବେହେରା (ଭୁବନେଶ୍ୱର),ସ୍ୱାଗତିକା ମହାନ୍ତି (ଭୁବନେଶ୍ୱର), ଅପୂର୍ବା ଅପରୂପା (ଭୁବନେଶ୍ୱର), ପ୍ରଦୋଷ ପରିଡ଼ା (କେନ୍ଦ୍ରାପଡ଼ା), ଚିନ୍ମୟ ଦାସ (ଭଦ୍ରକ), ବିଜୟ ବସନ୍ତିଆ (ଭୁବନେଶ୍ୱର), ଅବିନାଶ ପଟେଲ (ଝାରସୁଗୁଡ଼ା), ତାପସ କୁମାର ସାହୁ (ଭୁବନେଶ୍ୱର)

ଜୋନ୍ ସଭାପତି: ଭୁବନେଶ୍ୱର- ଭଗବାନ ସାହୁ, କଟକ- ସ୍ମୃତି ରଂଜନ ଦାସ, ଗଞ୍ଜାମ- ଜ୍ୟୋତି ରଞ୍ଜନ ସାହୁ, ସମ୍ବଲପୁର- ମିଲନ ହୋତା, ବଲାଙ୍ଗୀର-ଚିରାଗ ସିଂହ ଦେଓ, କୋରାପୁଟ- ଶଶାଙ୍କ ମିଶ୍ର, ବାଲେଶ୍ୱର- ଅବଦୁଲ ହବିବ

ଉପସଭାପତି: କମଳ ଜ୍ୟୋତି ଦାସ, ଭବାନୀ ଶଙ୍କର ଦାସ, ସୁଜିତ ପାଲଟାସିଂହ, ଅଭିଷେକ ମହାପାତ୍ର, ଦେବସ୍ମିତା ଦାସ, ରଶ୍ମିରେଖା ମଲ୍ଲିକ, ସଙ୍କେତ ରାୟ, ନାରାୟଣ ସିଂହ, ଅରୂପ ଶ୍ରୀଚନ୍ଦନ, ତାରିଣୀ ସନ୍ଧିବିଘ୍ର

ଜିଲ୍ଲା ସଭାପତି: ବଲାଙ୍ଗୀର-ସୁମନ କୁମାର ନନ୍ଦ, ସୁନ୍ଦରଗଡ଼- ଶେବାଜ ହୁସେନ୍, ପୁରୀ- ରାଜେଶ ରଥ, ବୌଦ୍ଧ- ସଂଗ୍ରାମ କେଶରୀ ଦାସ, ନୟାଗଡ଼- ନୀଳମାଧବ ପଣ୍ଡା, ଗଞ୍ଜାମ- ପ୍ରଶାନ୍ତ ପଣ୍ଡା, ସୋନପୁର- ଶାଶ୍ୱତ ମିଶ୍ର, ଢ଼େଙ୍କାନାଳ- ସୁରଜ ମହାପାତ୍ର, ଝାରସୁଗୁଡ଼ା- ପଲାସା କର୍ମକାର, ଅନୁଗୁଳ- ରାଜୀବ ଲୋଚନ ଦାସ, ମାଲକାନଗିରି- ତାପସ ନାୟକ, ରାୟଗଡ଼ା- ବିଷ୍ଣୁ ପ୍ରସାଦ ପଣ୍ଡା, କଳାହାଣ୍ଡି- ଅଜିତ କୁମାର ସାହୁ, ମୟୁରଭଞ୍ଜ(୧)- ସୁନୀଲ ନାୟକ(କାଳିଆ), ମୟୁରଭଞ୍ଜ(୨)- ଅନୀଶ ମାନ୍ନା, କେନ୍ଦୁଝର- ଅବିନାଶ ପଟ୍ଟନାୟକ, ଭଦ୍ରକ- ଦୀପ୍ତି ସୂର୍ଯ୍ୟ ବିଶ୍ୱାଳ, ଯାଜପୁର- ସୌମ୍ୟ ପ୍ରକାଶ ବିଶ୍ୱାଳ, ଖୋର୍ଦ୍ଧା- ବିଶ୍ୱଦୀପ ପ୍ରଧାନ, ନୂଆପଡ଼ା- ଅମିତ୍ କୁମାର ସିଂହଦେଓ, ଗଜପତି- ବିଶ୍ୱଜିତ୍ ତ୍ରିପାଠୀ, ଭୁବନେଶ୍ୱର- ସୁବାସ ସାହୁ, ଦେବଗଡ଼- ଭବାନୀ ଶଙ୍କର ସାହୁ, କନ୍ଧମାଳ- ସୁନୀଲ ସେଠୀ, ନବରଙ୍ଗପୁର- ସୁଧାଂଶୁ ଦାସ, ବାଲେଶ୍ୱର- ସିମନ ଦାସ ମହାପାତ୍ର, ଜଗତସିଂହପୁର- ସମିତ ଲେଙ୍କା, ବ୍ରହ୍ମପୁର- ଶୋଭନ କୁମାର ନାୟକ, ସମ୍ବଲପୁର- ଶୁଭ୍ରାଂଶୁ ପାଢ଼ୀ, ବରଗଡ଼- କରଣ ସିକନ୍ଦର, କେନ୍ଦ୍ରାପଡ଼ା- ପ୍ରଦୀପ ସାହୁ, କଟକ ନଗର- ସଞ୍ଜୟ ପଟ୍ଟନାୟକ ଏବଂ ଅସିଫ ଅମିନ, କଟକ- ସିଦ୍ଧାର୍ଥ କୁମାର ନାୟକ (କାର୍ଯ୍ୟକାରୀ ସଭାପତି) ଏବଂ ଆଶିଷ ପଣ୍ଡା, କୋରାପୁଟ- ପ୍ରଦୀପ ପାଣ୍ଡେ (କାର୍ଯ୍ୟକାରୀ ସଭାପତି), ରାଉରକେଲା-ଶୁଭେନ୍ଦୁ କୁମାର ମାଝୀ (କାର୍ଯ୍ୟକାରୀ ସଭାପତି)

Previous Post

‘ଆପ୍’ ମୁହାଁ ବିଜେପି ନେତା !

Next Post

କଳାବଜାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ

Next Post
କଳାବଜାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ

କଳାବଜାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA