Wednesday, March 4, 2026 06:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News International

ଭାରତୀୟ ହକି ଦଳର ଅଲିମ୍ପିକ୍ସ ସଫଳତା

ଶୁୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

by Our Correspondent
01 Aug, 2021- 11:18 PM
in International, Latest News, News, Sports
1 min read
0
ଭାରତୀୟ ହକି ଦଳର ଅଲିମ୍ପିକ୍ସ ସଫଳତା

ଭୁବନେଶ୍ୱର: ଟୋକିଓ ଅଲମ୍ପିକ୍ସ ଆଜି ଥିଲା ଭାରତ ପାଇଁ ସଫଳତାର ଦିନ । ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ୍ ରେ ଚୀନ୍ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ପିଭି ସିନ୍ଧୁ ବ୍ରୋଞ୍ଚ ପଦକ ହାସଲ କରିଥିଲା ବେଳେ ଭାରତୀୟ ପୁରୁଷ ହକି ଦଳ ସେମିଫାଇନାଲ୍ ଓ ମହିଳା ଦଳ କ୍ୱାର୍ଟର୍ ଫାଇନାଲ୍ ରେ ପ୍ରବେଶ କରିଛି । ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳକୁ ଏହି ସଫଳତା ମିଳିଛି ।

ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ଥିବା ଓଡ଼ିଶା ପାଇଁ ଏହା ଗର୍ବ ଓ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିବା ସହ ଭାରତୀୟ ଟିମ୍ କୁ ଶୁଭେଚ୍ଛା ଜଣାଇଛନ୍ତି ।
ଅଲିମ୍ପିକ୍ସ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ରେ ଆଜି ବ୍ରିଟେନ୍ କୁ ମୁକାବିଲା କରିଥିଲା ଭାରତ । ଏହି ଉକ୍ରଣ୍ଠାପୂର୍ଣ୍ଣ ମ୍ୟାଚ୍ ରେ ବ୍ରିଟେନ୍ କୁ ୩-୧ ଗୋଲ୍ ରେ ପରାସ୍ତ କରିଥିଲା । ଭାରତର ଦିଲପ୍ରୀତ୍, ଗୁରୁଜନ୍ତ ଓ ହାର୍ଦ୍ଦିକ୍ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ଆସନ୍ତା ୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସେମି ଫାଇନାଲ୍ ରେ ବେଲିଜିୟମ୍ କୁ ଭେଟିବ ଭାରତୀୟ ହକି ଟିମ୍ ।

ସେମି ଫାଇନାଲ୍ ରେ ପ୍ରବେଶ କରିଥିବା ଭାରତୀୟ ହକି ଟିମ୍ କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ଆଗକୁ ସଫଳତା କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଏହି ମ୍ୟାଚ୍ ଟିକୁ ଘରେ ବସି ଦେଖିଥିଲେ ।

ସୂଚନାଯୋଗ୍ୟ, ୨୦୧୮ ମସିହାରୁ ୫ ବର୍ଷ ପାଇଁ ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟାଜକ ଅଛି ଓଡ଼ିଶା । ଏକ ଜାତୀୟ କ୍ରୀଡ଼ାକୁ ପ୍ରୋତ୍ସାହନ୍ ଦେବାରେ ସମଗ୍ର ଦେଶରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ । ବିଶ୍ୱ ହକି ଦରବାରରେ ଭାରତର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ନିଷ୍ଠା ଓ ପ୍ରତିବଦ୍ଧତା ରଖିଥିବା କୁହାଯାଇଛି । ୨୦୧୮ ରେ ଭୁବନେଶ୍ୱରରେ ପୁରୁଷ ବିଶ୍ୱକପ୍ ହକିର ଆୟୋଜନ କରି ରାଜ୍ୟ ସରକାର ସଫଳ ହୋଇଥିବାରୁ ୨୦୨୩ ବିଶ୍ୱକପ୍ ଆୟୋଜନର ସୁଯୋଗ ମିଳିଛି ।

ଅଲିମ୍ପିକ୍ସ କ୍ୱାର୍ଟର୍ ରେ ଭାରତୀୟ ହକି ଟିମ୍ ର ସଫଳତା ପରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିବାରୁ ଭାରତୀୟ ହକି ଟିମ୍ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ର ସଭାପତି ନରିନ୍ଦ୍ର ଧ୍ରୁବ ବାତ୍ରା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Previous Post

ବିିରଞ୍ଚି ଏକା ନୁହଁନ୍ତି !

Next Post

ରଂଜନ କୁମାର ଦାସଙ୍କ କବିତା ସଂକଳନ “ସମୟର ସାତରଙ୍ଗ” ଉନ୍ମୋଚିତ

Next Post
ରଂଜନ କୁମାର ଦାସଙ୍କ କବିତା ସଂକଳନ “ସମୟର ସାତରଙ୍ଗ” ଉନ୍ମୋଚିତ

ରଂଜନ କୁମାର ଦାସଙ୍କ କବିତା ସଂକଳନ "ସମୟର ସାତରଙ୍ଗ" ଉନ୍ମୋଚିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA