Wednesday, April 29, 2026 01:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମଧ୍ୟପ୍ରଦେଶ: କଡ଼ା ଟକ୍କରରେ କଂଗ୍ରେସର ବାଜିମାତ୍, ଆଜି ସରକାର ଗଠନ

by Our Correspondent
12 Dec, 2018- 01:44 PM
in Latest News, National
1 min read
0
ମଧ୍ୟପ୍ରଦେଶ: କଡ଼ା ଟକ୍କରରେ କଂଗ୍ରେସର ବାଜିମାତ୍, ଆଜି ସରକାର ଗଠନ
ନୂଆଦିଲ୍ଲୀ: ରାଜସ୍ଥାନ ଓ ଛତିଶଗଡ଼ ପରେ ମଧ୍ୟପ୍ରଦେଶରେ ବିଜେପିର ପରାଜୟ ସ୍ପଷ୍ଟ ହୋଇଛି । ରାଜ୍ୟରେ ବିଜେପି ସହ କଡ଼ା ଟକ୍କରରେ କଂଗ୍ରେସ ବାଜି ମାରିଛି । ୨୩୦ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସକୁ ୧୧୪ ଟି ଆସନ ମିଳିଛି । ବିଜେପି ୧୦୯ ଆସନ ପାଇଥିବା ବେଳେ ବହୁଜନ ସମାଜବାଦୀ ପାର୍ଟି(ବିଏସପି)କୁ ଦୁଇଟି, ସମାଜବାଦୀ ପାର୍ଟି(ଏସପି)କୁ ଗୋଟିଏ ଆସନ ମିଳିଛି । ୪ ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଆଜି ସକାଳେ ଭୋଟଗଣତି ଶେଷ ହୋଇ ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି । ଏଥିସହ ସରକାର ଗଠନ ପାଇଁ ୧୧୬ ମ୍ୟାଜିକ୍ ନମ୍ବରକୁ କଂଗ୍ରେସ ହାସଲ କରିଛି । ବିଏସପି, ଏସପି ଏବଂ ସ୍ୱାଧୀନ ପ୍ରାର୍ଥୀମାନେ କଂଗ୍ରେସକୁ ସମର୍ଥନ ଘୋଷଣା କଲା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଇତିମଧ୍ୟରେ ରାଜ୍ୟ ରାଜଭବନରେ ରାଜନୈତିକ କାର୍ଯ୍ୟକ୍ରମ କେନ୍ଦ୍ରୀଭୂତ ହୋଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ ପଟେଲଙ୍କୁ ଭେଟି ତାଙ୍କ ଇସ୍ତଫା ପ୍ରଦାନ କରିଛନ୍ତି । ସେପଟେ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ସମ୍ପର୍କରେ ଆଲୋଚନା କରିଛନ୍ତି । ରାଜଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ବିଧାୟକ ଦଳ ସେମାନଙ୍କ ନେତା ନିର୍ବାଚନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ତାପରେ ରାଜ୍ୟପାଳ ବିଧାୟକ ଦଳ ନେତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବେ । ଭୋପାଳରେ କଂଗ୍ରେସ ବିଧାୟକ ଦଳ ଯେ କୌଣସି ମୁହୁର୍ତ୍ତରେ ବୈଠକ କରି ନେତା ନିର୍ବାଚନ କରିବେ ବୋଲି ସୂଚନା ମିଳିଛି । ଆଜି ରାତିରେ ହିଁ ନୂଆ ସରକାରର ଶପଥ ପାଇଁ କଂଗ୍ରେସ ଆଗ୍ରହ ପ୍ରକାଶ କରିଛି ।
କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ କମଲନାଥଙ୍କ ନାଁ ସର୍ବାଗ୍ରେ ରହିଛି । ଜ୍ୟୋର୍ତିଆଦିତ୍ୟ ସିଂ ମଧ୍ୟ ଏହି ଦୌଡ଼ରେ ଅଛନ୍ତି ।
Previous Post

ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଆରବିଆଇ ଗଭର୍ଣ୍ଣର

Next Post

ଆଉ ୫ ଲକ୍ଷ ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ୪୦ ହଜାର କଳାକାର ଭତ୍ତା

Next Post
ଆଉ ୫ ଲକ୍ଷ ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ୪୦ ହଜାର କଳାକାର ଭତ୍ତା

ଆଉ ୫ ଲକ୍ଷ ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ୪୦ ହଜାର କଳାକାର ଭତ୍ତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA