Our Correspondent

୯୯ରୁ ୬୪ ଆସନରେ ବିଜେପିର ନୂଆ ମୁହଁ, ୯ ମହିଳା

ଭୁୁବନେଶ୍ୱର: ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରେ ଅମୀୟ ଦାସଙ୍କୁ ଟିକେଟ ମିଳିନାହିଁ । ସପ୍ତାହ ତଳେ ବିଜେଡ଼ିରୁ ଆସି ଯୋଗଦେଇଥିବା ବାବୁ ସିଂଙ୍କୁ ମିଳିଛି ବିଜେପି ଟିକେଟ । ଦୁଇଦିନ ତଳେ ବିଜେଡ଼ି ଛାଡ଼ି ଆସିଥିବା କୁସୁମ ଟେଟେଙ୍କୁ ସୁନ୍ଦରଗଡ଼ ଏବଂ କେ.ନାରାୟଣ...

Read more

ପ୍ରାର୍ଥୀ ଘୋଷଣା ବିଳମ୍ବ; ବିଜେଡ଼ି ଲିଙ୍କ୍ ରେ ୪୦ ବିଜେପି ଆଶାୟୀ!

ଭୁବନେଶ୍ୱର: ଦୁଇଦିନ ହେଲା ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଜେପିର କେନ୍ଦ୍ରୀୟ କମିଟି ବସି ପ୍ରାର୍ଥୀ ତନାଘନା କରୁଛନ୍ତି । ହେଲେ ଅଙ୍କ ଛିଣ୍ଡି ପାରୁନାହିଁ । ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲ ପାଇଁ ହାତରେ ମାତ୍ର ଦୁଇଦିନ । ସୁତରାଂ ପ୍ରାର୍ଥୀଙ୍କ...

Read more

ବେଳକାଳ ଦେଖିଲାନି, ମର୍ଯ୍ୟାଦା ଭୁଲିଗଲା ଓଟିଭି

ଭୁବନେଶ୍ୱର: ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ରଙ୍କ ବିୟୋଗ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ଦର୍ଶନରେ ଆସିବା ଓଟିଭିକୁ ଭଲ ଲାଗିନାହିଁ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିକୁ ବୈଜୟନ୍ତ ପଣ୍ଡାଙ୍କର ଏହି ଚାନେଲ୍ ଛିଗୁଲେଇଛି । ମୁଖ୍ୟମନ୍ତ୍ରୀ କୁଆଡ଼େ...

Read more

ପତ୍ନୀଙ୍କୁ ହରାଇଲେ ଦାମ ରାଉତ, ମୁଖ୍ୟମନ୍ତ୍ରୀଙ୍କ ଶେଷ ଦର୍ଶନ

ଭୁବନେଶ୍ୱର: ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ରଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ଅସୁସ୍ଥ ଥାଇ ପ୍ରଥମେ ଆପୋଲୋ ଓ ପରେ ସମ୍ ହସ୍ପିଟାଲ୍...

Read more

ବିଜେଡ଼ିରେ ବିଦ୍ରୋହର ନିଆଁ: ଦଳ ଛାଡ଼ିଲେ ପ୍ରତ୍ୟୁଷା, ପୂର୍ଣ୍ଣଚନ୍ଦ୍ର

ଭୁବନେଶ୍ୱର: ବିଜେଡ଼ିରେ ବିଦ୍ରୋହର ନିଆଁ ମାଡ଼ିଚାଲିଛି । ଟିକେଟରୁ ବଞ୍ଚିତ ହୋଇଥିବା କନ୍ଧମାଳ ସାଂସଦ ଶ୍ରୀମତୀ ପ୍ରତୁ୍ୟଷା ରାଜେଶ୍ୱରୀ ସିଂ ଏବଂ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଆଜି ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ଖୁବ୍ ଶୀଘ୍ର ସେମାନେ ବିଜେପିରେ ଯୋଗଦେବେ...

Read more

ବନ୍ଧୁଙ୍କ ହାତ ଛାଡ଼ିଲେ ବନ୍ଧୁ; କଂଗ୍ରେସରେ ନବୀନ ନନ୍ଦ

ଭୁବନେଶ୍ୱର: ବୈଜୟନ୍ତ ପଣ୍ଡା ଓ ନବୀନ ନନ୍ଦଙ୍କ ମଧ୍ୟରେ ବନ୍ଧୁତା ଖୁବ୍ ନିବିଡ଼ । ଢ଼େଙ୍କାନାଳରେ ବୈଜୟନ୍ତ ହେଲିକପ୍ଟରରେ ଯୁଆଡେ ଯାଉଥିଲେ ସାଙ୍ଗରେ ନବୀନ ରହୁଥିଲେ । ବୈଜୟନ୍ତଙ୍କ ବିପଦ ବେଳେ ନବୀନ ଛିଡ଼ା ହେଉଥିଲା ବେଳେ ନବୀନଙ୍କ ବିପଦରେ ବୈଜୟନ୍ତ...

Read more

ହିଞ୍ଜିଳି ପାଇଁ ନବୀନଙ୍କ ନାମାଙ୍କନ, ଦିଲ୍ଲୀରେ ଛିଣ୍ଡୁନି ବିଜେପି ତାଲିକା

ଭୁବନେଶ୍ୱର: ହିଂଜିଳିରୁ ପଞ୍ଚମ ଥର ପାଇଁ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ୧୧.୧୦ ମିନିଟ୍ ରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିର ଯାଇ...

Read more
Page 823 of 1023 1 … 822 823 824 … 1,023