Our Correspondent

ପୋଲ୍ ଆଇଜ୍ ସର୍ଭେ: ପୁଣି ବିଜେଡ଼ି ସରକାର, ୧୮ ଲୋକସଭା ଆସନ

ଭୁବନେଶ୍ୱର: ଓଡ଼ିଶାରେ ପଞ୍ଚମ ଥର ପାଇଁ ସରକାର ଗଢ଼ିବେ ନବୀନ ପଟ୍ଟନାୟକ । ବିଜେଡି ୧୮ ଟି ଲୋକସଭା ଆସନ ଅକ୍ତିଆର କରିବ । ନବୀନଙ୍କ ଲୋକପ୍ରିୟତା ଅକ୍ଷୂର୍ଣ୍ଣ ଥିବାରୁ ବିଜେଡ଼ିକୁ ପୁଣିଥରେ ସହାୟକ ହେବ । ଏପରିକି ଗତଥର ଦଳର...

Read more

ଜାଲ୍ ଗୁଇନ୍ଦା ଚିଠିକୁ ନେଇ ଝଡ଼

ଭୁବନେଶ୍ୱର: ମିଛ କାଗଜରେ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିଜେପି ଭୟଙ୍କର ଷଡ଼ଯନ୍ତ୍ର ରଚିଛି । କର୍ଣ୍ଣାଟକରେ ଯେଉଁ ଷ୍ଟ୍ରାଟେଜି କରିଥିଲା ତାହାକୁ ଓଡ଼ିଶାରେ ପ୍ରୟୋଗ କରିବା ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା...

Read more

୬ ଲୋକସଭା, ୩୬ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା

ଭୁୁବନେଶ୍ୱର: ସୋମବାର ବିଳମ୍ବିତ ରାତିରେ ଏଆଇସିସି ପକ୍ଷରୁ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ବରଗଡ଼, ସୁନ୍ଦରଗଡ଼, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ ଓ ବ୍ରହ୍ମପୁର ଲୋକସଭା ଆସନ ସମେତ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ...

Read more

ମିଛ କାଗଜର ପ୍ରେସମିଟ୍ ଲାଇଭ୍

ଭୁବନେଶ୍ୱର: ‘ହିଂଜିଳିରେ ଭିତ୍ତିଭୂମିର ବିକାଶ ହୋଇନଥିବାରୁ ଲୋକେ ବିମୁଖ ଅଛନ୍ତି । କାଳିଆରେ ମନଇଚ୍ଛା କାରବାର ନେଇ ଚାଷୀମାନେ ଅସନ୍ତୁଷ୍ଟ ଅଛନ୍ତି । ବାତ୍ୟା ପରବର୍ତ୍ତୀ ସହାୟତା କେବଳ ବିଜେଡ଼ି କର୍ମୀଙ୍କୁ ମିଳିଛି । ତେଣୁ ହିଂଜିଳିରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ିବା...

Read more

ବିଜେଡ଼ିକୁ ଫେରିଲେ ପ୍ରଫୁଲ୍ଲ ଘଡ଼ାଇ

ଭୁବନେଶ୍ୱର: ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇଙ୍କୁ ଦଳକୁ ଫେରାଇ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଉପରେ ଥିବା ବହିଷ୍କାର ଆଦେଶକୁ ଆଜି ଉଠାଇ ଦିଆଯାଇଛି । ୨୦୧୪ ମସିହା ସେପ୍ଟେମ୍ବର ୨୦ ତାରିଖରେ ଘଡାଇ ବିଜେଡ଼ିରୁ ବହିଷ୍କୃତ ହୋଇଥିଲେ...

Read more

୧୪ ବିଧାୟକଙ୍କ ଟିକେଟ କଟିଲା, ଲୋକସଭା ପାଇଁ ୮ ନୂଆ ମୁହଁ

- ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ବିଜେଡ଼ି ପ୍ରାର୍ଥୀ ତାଲିକା ଘୋଷିତ - ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ - ଲୋକସଭାରେ ୩, ବିଧାନସଭାରେ ୧୦ ମହିଳା ପ୍ରାର୍ଥୀ - ହିଂଜିଳି ଓ ବିଜେପୁରରୁ ଏକ ସଙ୍ଗେ ଲଢ଼ିବେ...

Read more

ଛୋଟ ରାଜ୍ୟର ବଡ଼ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କ୍ୟାନସର୍ ସହ ଜୀବନ ଲଢ଼େଇରେ ହାରିଗଲେ ମନୋହର ପାରିକର । ମାତ୍ର ୬୩ ବର୍ଷ ବୟସରେ ଆଜି ସଂସାରରୁ ବିଦାୟ ନେଇଛନ୍ତି ‘ମିଷ୍ଟର କ୍ଲିନ୍’ ଭାବେ ପରିଚିତ ଏହି ବିଚକ୍ଷଣ ରାଜନେତା । ଏବେକାର ରାଜନୀତିରେ ଯେଉଁ କେତେଜଣ ଦକ୍ଷ...

Read more
Page 824 of 1023 1 … 823 824 825 … 1,023