Our Correspondent

ବିଜେପି କାର୍ଯ୍ୟକର୍ତ୍ତାଙ୍କ ‘ଅଚ୍ଛେ ଦିନ୍’

ଭୁବନେଶ୍ୱର: ଓଡ଼ିଶା ବିଜେପି କାର୍ଯ୍ୟକର୍ତ୍ତାଙ୍କ ପାଖକୁ ଆସିଛି ମୋଦିଙ୍କ ଅଚ୍ଛେ ଦିନ୍ । ଅମିତ୍ ଶାହାଙ୍କ ମିଶନ୍ ୧୨୦ ପ୍ଲସ୍ ଏହି ଅଚ୍ଛେ ଦିନର ସ୍ୱପ୍ନ ସାକାର କରିଛି । ଓଡ଼ିଶାରେ ୩ ଦିନିଆ ଗସ୍ତରୁ ଶାହା ଫେରିଲା ପରେ ୟୁପିରୁ...

Read more

ପଣ୍ଡା ଇନଫ୍ରା ବେପାରରେ ଅରୁଣ ସାହୁ ?

ଭୁବନେଶ୍ୱର: ମରଣଯନ୍ତା ବିଛାଇଥିବା ବମିଖାଲ ଓଭରବ୍ରିଜ୍ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରା ସହ ପୂର୍ବତନ ଆଇନମନ୍ତ୍ରୀ ଅରୁଣ ସାହୁଙ୍କ ବ୍ୟବସାୟିକ ସମ୍ପର୍କର ଅଭିଯୋଗ ଉଠିଛି । ଏହି ସଂସ୍ଥାରେ ଅରୁଣ ଜଣେ ସ୍ଲିପିଂ ପାର୍ଟନର ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି...

Read more

ବମିଖାଲ ଓଭରବ୍ରିଜ୍ ଭୁଷଡ଼ିଲା:୧ ମୃତ, ୧୦ ଆହତ

ଭୁବନେଶ୍ୱର: ବମିଖାଲ୍ ଓଭରବି୍ରଜ୍ ଭୁଷୁଡ଼ି ଜଣଙ୍କ ମୃତ୍ୟୁ ଓ ୧୦ରୁ ଅଧିକ ଆହତ ହେବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ଥ  ପୂର୍ତ୍ତ ବିଭାଗ ଅଧୀନରେ ଏହି ଓଭରବ୍ରିଜ୍ ର ନିର୍ମାଣ କାମର ଠିକା ନେଇଥିଲା...

Read more

ବଡ଼ି ଲାଙ୍ଗୁଏଜ୍ ପ୍ରୋବ୍ଲେମ୍

ଭୁବନେଶ୍ୱର: ଶୁକ୍ରବାର ଦିନ ଏକ ଟିଭି ପ୍ରାଇମ୍ ଟାଇମ୍ ଡିବେଟ୍ ରେ ବସିଥିଲେ ବିଜେଡ଼ି ମୁଖପାତ୍ର ଡକ୍ଟର ଅରୁଣ ସାହୁ, ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏବଂ କଂଗ୍ରେସ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ । ଅମିତ୍ ଶାହାଙ୍କ ଓଡ଼ିଶା ଗସ୍ତ,...

Read more

ରାହୁଲଙ୍କ ମୁଣ୍ଡରେ ପୁଣି କେଁ ?

ଭୁବନେଶ୍ୱର: ପିସିସି ପରିବର୍ତ୍ତନ ହବ ହବ ବୋଲି ୫ ଦିନ ବିତିଗଲା । ରାହୁଲ ଗାନ୍ଧୀ ୧୦ ତାରିଖରେ ଆମେରିକା ଗସ୍ତ ପୂର୍ବରୁ ଆଜି କାମ ସାରିଦେବେ ବୋଲି ସକାଳୁ ଜୋର୍ ଚର୍ଚ୍ଚା ହେଲା । ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ...

Read more

ଶାହାଙ୍କ ଫ୍ଲପ୍ ସୋ !

ଭୁବନେଶ୍ୱର: ମଣ୍ଡଳ କାର୍ଯ୍ୟକର୍ତ୍ତା ମହାସମ୍ମିଳନୀ ସହ ସରିଛି ଶାହାଙ୍କ ତିନିଦିନିଆ ଓଡ଼ିଶା ଗସ୍ତ । ମିଶନ୍ ୧୨୦ ପ୍ଲସ୍ କୁ ସାକାର କରିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ଟିଉସନ୍ କରି ଶାହା ମନ୍ତ୍ର ଫୁଙ୍କିଲେ । ନିଜେ ଜୋରରେ ରଡି କରି ପାର୍ଟି...

Read more

ଶାହାଙ୍କ ଡିନର୍ ପାର୍ଟିରେ ସୌମ୍ୟ

ଭୁବନେଶ୍ୱର: ଗତକାଲି ଅମିତ୍ ଶାହାଙ୍କ ଡିନର୍ ପାର୍ଟିରେ ଯୋଗଦେଇଥିଲେ ସୌମ୍ୟରଂଜନ ପଟ୍ଟନାୟକ । ହୋଟେଲ ମେ ଫେୟାରରେ ଏକାଠି ବସି ଖାଇଥିଲେ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ୍ ଙ୍କ ଗହଣରେ ପାର୍ଟି ବେଶ୍ ଜମିଥିଲା । ଶାହାଙ୍କ ମିଶନ୍ ୧୨୦...

Read more
Page 958 of 1022 1 … 957 958 959 … 1,022