Our Correspondent

ଋଷିଙ୍କ ଫୁଟାଣି ଭାଙ୍ଗିଲା

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କଟକ ବାରବାଟୀ ବିଧାୟକ ଦେବାଶିଷ ଓରଫ୍‌ ଋଷି ସାମନ୍ତରାୟଙ୍କ ଫୁଟାଣି ଭାଙ୍ଗିଯାଇଛି । ଦଳୀୟ ଅର୍ନ୍ତଦ୍ୱନ୍ଦ ତଥା ଭାଇବୋହୁ ଶିଖା ସାମନ୍ତରାୟଙ୍କ ପ୍ରଚାର ୠଷିଙ୍କୁ ମହଙ୍ଗା ପଡ଼ିବା ସହ ବିଜେଡ଼ିକୁ ଚିତ୍‌ପଟ୍ଟାଙ୍ଗ କରିଛି । ମହାନଗର ନିଗମର ୨୧...

Read more

ବୃଦ୍ଧ ବାନାମ୍ବରଙ୍କ ଆଖିରେ ଲୁହ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ନୟାଗଡ଼ ଜିଲ୍ଲା ଫତେଗଡ଼ ପୁଲିସ ଦ୍ୱାରା ଭୟଙ୍କର ନିର୍ଯାତିତ ୯୦ ବର୍ଷୀୟ ବୃଦ୍ଧ ବାନାମ୍ବର ସ୍ୱାଇଁଙ୍କ ଅବସ୍ଥା ଗୁରୁତର । ୪୩ ଡିଗ୍ରୀ  ଖରାରେ ପୁଲିସ ଦିନସାରା ବସାଇବା ଏବଂ ରାତି ଅଧରେ ଘରୁ ଉଠାଇ ଜେଲ୍‌ ପଠଇବା...

Read more

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀର ନୃଶଂସତା

ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ନବୀନ ନିବାସ ସୁରକ୍ଷାକର୍ମୀ ଶୁଭମ୍‌ ପାତ୍ରଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ଏକାଧିକ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଶୁଭମ୍‌ ନିଜ ଉଚ୍ଚଶିକ୍ଷିତା ଚାକିରିଆ ପତ୍ନୀଙ୍କୁ ପ୍ରବଳ ପିଟୁଛନ୍ତି । ଦୁଇବର୍ଷ ତଳେ କିରୋସିନୀ ଢ଼ାଳି...

Read more

ମୋଦିପ୍ରେମୀ ଲିଙ୍ଗରାଜଙ୍କ ପାଳି କେବେ ?

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମଧ୍ୟପ୍ରଦେଶର ନାମଜାଦା ଆଇଏଏସ୍‌ ଅଫିସର ତଥା ଜିଲ୍ଲାପାଳ ଅଜୟ ସିଂ ଗଙ୍ଗୱାର୍‌ଙ୍କୁ ରାଜ୍ୟ ସରକାର ରାତାରାତି ବଦଳି କରିଛନ୍ତି । ତାଙ୍କୁ ସଚିବାଳୟରେ ଏକ ପନିସ୍‌ମେଣ୍ଟ ପୋଷ୍ଟରେ ଅବସ୍ଥାପିତ କରାଯାଇଛି । ତାଙ୍କର ଦୋଷ, ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ...

Read more

ଦାମଙ୍କୁ ମାଷ୍ଟର୍‌ ଷ୍ଟ୍ରୋକ୍‌

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସେ ବିଷ୍ଣୁ ଦାସ କିଏ ? ସେ କ’ଣ ମୋ ସମସ୍କନ୍ଦ ? କାଇଁ ମୁଁ ଜାଣିନି ସେ ଜିଲ୍ଲା ସଭାପତି ବୋଲି ? ବାପି ସର୍ଖେଲ ସହ ହାତ ମିଳାଇ ବିଜେଡ଼ିକୁ ବଦନାମ କରୁଛନ୍ତି । ମୁଁ...

Read more

ଭୂପିନ୍ଦରଙ୍କ ଘର ଆଗରେ ନୋଟ୍‌ ବର୍ଷିଲା

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ରାଜ୍ୟସଭା ପାଇଁ ବିଜେଡ଼ିର ନାଁ ଘୋଷଣା ପରେ ଭୂପିନ୍ଦର ସିଂଙ୍କ ଘର ଆଗରେ ନାଲି ନୋଟ୍‌ ଉଡିଛି । ରାସ୍ତା ଉପରେ ହଜାର ଟଙ୍କିଆ ନୋଟ୍‌ ଲୋକଙ୍କ ଉପରେ ଫୁଲ ପରି ବର୍ଷିଛି । ଟଙ୍କା ବର୍ଷା ସାଉଁଟିବାକୁ...

Read more

ପ୍ରସନ୍ନ, ବିଷ୍ଣୁ, ଭାସ୍କରଙ୍କ ମୁଣ୍ଡରେ ସୁନା କଳସ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ବିଷ୍ଣୁ ଦାସ ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଏନ୍‌. ଭାସ୍କର ରାଓଙ୍କ ମୁଣ୍ଡରେ ମୁଖ୍ୟମନ୍ତ୍ରୀ ସୁନାକଳସ ଢ଼ାଲିଛନ୍ତି । ରାଜ୍ୟସଭା ପାଇଁ ସେମାନଙ୍କ ନାଁ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ୟାରୀମୋହନ...

Read more
Page 959 of 978 1 958 959 960 978