ଭୁବନେଶ୍ୱର: ଝାରସୁଗୁଡ଼ାରେ ବିପୁଳ ବିଜୟ ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ବିଜେଡି ପାଳିଛି ବିଜୟ ଉତ୍ସବ । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ଭୁୁବନେଶ୍ୱର: କର୍ଣ୍ଣାଟକ ଜିତିବା ପାଇଁ ସବୁ ବଳ କୌଶଳ ଲଗାଇଥିଲା ବିଜେପି । ପ୍ରଚାରର ମୁଖ୍ୟ ଆକର୍ଷଣ ଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୦...
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆଉ ବର୍ଷକରୁ କମ ସମୟ । ସେଥିପାଇଁ ବିଜେଡି ତା'ର ରଣନୀତି ବନେଇ ସାରିଛି । ମନ୍ତ୍ରୀମାନଙ୍କଠାରୁ ଆରମ୍ଭ କରି ବିଧାୟକ...
ଭୁବନେଶ୍ୱର: ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଛନ୍ତି । ତାଙ୍କ ପରେ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏବଂ...
ରାଉରକେଲା/ଭୁବନେଶ୍ୱର: ଗାଁ ଉତ୍ସବ ଆଗରେ ବସି ଦେଖିବା ପାଇଁ ପିଲାଙ୍କ ଭିତରେ କଳି ହୁଏ । ପିଲେ ପିଟାପିଟି ହୁଅନ୍ତି । କୁକୁଡ଼ା ଲଢ଼େଇ କରନ୍ତି ।...
ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ଶୁଣିଲେ ବିଜେଡି ଏକଦା ନାକ ଟେକୁଥିଲା । ତାଙ୍କ ଅହଂକାରକୁ ପ୍ରଶ୍ନ ଉଠାଉଥିଲା । କୋଭିଡ୍ କାଳରେ ଆଇନକୁ ଭାଙ୍ଗିଥିବା...
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମ୍ପର୍କ ରାଜ୍ୟ ବିଜେପି ମହଲରେ ସମସ୍ତଙ୍କୁ ଜଣା । ଧର୍ମେନ୍ଦ୍ରଙ୍କ କ୍ଷମତା ଓ ପ୍ରତିପତ୍ତିକୁ ଅପରାଜିତା...
MiddayOdisha fills a gap in local media for the numerous speakers living and visiting Odisha and outside Odisha.
© 2020-2022 MIDDAY ODISHA